Latest Odisha News

BREAKING NEWS

Browsing Tag

sambalpur university

ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଛାତ୍ର ୬ ମାସ ପାଇଁ ବିଦା

ସମ୍ୱଲପୁର: ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଛାତ୍ରଙ୍କୁ ପଡିଲା ମହଙ୍ଗା । ସମ୍ୱଲପୁର ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ନେଇଛନ୍ତି କାର୍ଯ୍ୟାନୁଷ୍ଠାନ । ୬ ମାସ ପାଇଁ ସମ୍ପୃକ୍ତ ଛାତ୍ର ବହିଷ୍କୃତ କରାଯାଇଛି । ଶୃଙ୍ଖଳା କମିଟି ନିଷ୍ପତ୍ତି ନେଇଥିବା ସୂଚନା ରହିଛି । ଗତକାଲି…

ଏଜୁକେସନ୍ ପରେ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍, ବାତିଲ୍ ହେଲା ପରୀକ୍ଷା

ସମ୍ବଲପୁର: ପୁଣି ଲିକ୍ ହେଲା ପ୍ରଶ୍ନପତ୍ର । ଗତକାଲି ଏଜୁକେସନ୍, ଆଜି ଫିଜିକ୍ସ । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆଜି ପୁଣି ପ୍ରଶ୍ନପତ୍ର ଲିକ୍ ହୋଇଛି । ଯୁକ୍ତ ୩ ଶେଷ ବର୍ଷର ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ବେଳେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅସଲି ବୋଲି ସ୍ୱୀକାର କରିଛନ୍ତି…

କର୍ମଚାରୀ କରୋନା ପଜିଟିଭ୍ ପରେ ୫ ଦିନ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ବଲପୁର: ଶିକ୍ଷାନୁଷ୍ଠାନରେ କରୋନା କାୟା । ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ ଏକାଧିକ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ୫ ଦିନ ପାଇଁ ବନ୍ଦ ରହିଲା ସମ୍ବଲପୁର ବିଶ୍ୱବିଦ୍ୟାଳୟ । ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏକାଧିକ କର୍ମଚାରୀ କରୋନା ପଜିଟିଭ…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା, ଛାତ୍ରଙ୍କ ଭଙ୍ଗାରୁଜା, ପୋଲିସର ଲାଠିମାଡ଼

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସର ଅଶାନ୍ତ । ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ରଙ୍କ ଉତ୍ତେଜନା ଦେଖାଦେଇଛି । +3 ସେମିଷ୍ଟାର ପରୀକ୍ଷା ଅଫ୍ ଲାଇନ୍ ରେ ହେବାକୁ ବିରୋଧ କରି ଉତ୍ତେଜନା ପ୍ରକାଶ ପାଇଛି । ପ୍ରତିବାଦରେ ବିଶ୍ବବିଦ୍ୟାଳୟ ସମେତ କୂଳପତିଙ୍କ ଅଫିସର ବହୁ ଜିନିଷ ଭଙ୍ଗାରୁଜା…

ଉର୍ଦ୍ଦୁ କବି ଜନାବ ସିନ କାଫ ନିଜାମଙ୍କୁ ୨୦୧୯ ଜାତୀୟ ଗଙ୍ଗାଧର ସମ୍ମାନ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୪ ତମ ପ୍ରତିଷ୍ଠା ଦିବସ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି । କୁଳପତି ପ୍ରଫେସର ଦୀପକ ବେହେରାଙ୍କ ଦିଗଦର୍ଶନରେ ଅନୁଷ୍ଠିତ ଅନଲାଇନ ସଭାରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଅର୍କକେଶରୀ ଦାସ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି…

ଭିସୁଟ୍ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ବଲପୁର: ଆଗାମି ସପ୍ତାହ ପାଇଁ ବନ୍ଦ ରହିବ ସମ୍ବଲପୁର ବିଶ୍ୱାବିଦ୍ୟାଳୟ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ କୂଳପତି । ଜୁଲାଇ ୨୦ ଯାଏଁ ବିଶ୍ୱବିଦ୍ୟାଳୟ ସଟ୍‌ଡାଉନ୍ ରହିବ । ବହୁ କର୍ମଚାରୀ ଓ ଶିକ୍ଷକ ସଙ୍ଗରୋଧରେ ଥିବାରୁ ଏହି ନିଷ୍ପତ୍ତି…