Latest Odisha News

BREAKING NEWS

Browsing Tag

Sand

[ଦେଖନ୍ତୁ ଭିଡିଓ] କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢ଼ାଯିବ ବାଲି

ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବ । ବାଲି କାଢିବା ଲାଗି ଆଜି ASI ପକ୍ଷରୁ ଭୂମି ପୂଜନ ହୋଇଛି । ଗର୍ଭଗୃହରୁ ବାଲି କଢ଼ାଯିବା କାମ ୩ ବର୍ଷରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଉନ୍ନତ ବୈଷୟିକ ଜ୍ଞାନ କୌଶଳର ବିନିଯୋଗ କରି ବାଲି କଢ଼ାଯିବ । ଏନେଇ BDR…

ବେଆଇନ୍ ଭାବେ ବାଲି ଚୋରି ବେଳେ ୪ଟି ହାଇୱା ଜବତ, ୪ ଗିରଫ

ପୁରୀ: ଦିନ ଦ୍ୱିପ୍ରହରରେ ଅବୈଧ ଖନନ ସହ ବେଆଇନ୍ ବାଲି ଚାଲାଣ । ପୁରୀ କୋଣାର୍କ ରୋଡ୍ ତୋଟାବେହେରା ସାହି ଛକ ନିକଟରେ ଦୁର୍ବୃତ୍ତ ମାନେ ବେଆଇନ୍ ବାଲି ଚାଲାଣ କରୁଥିବା ବେଳେ ପୁରୀ ମେରାଇନ ଥାନା ପୋଲିସ ହାତରେ ଧରା ପଡ଼ିଛନ୍ତି । ୪ଟି ହାଇୱା ଟ୍ରକ୍ ସାହାଯ୍ୟରେ ବେଆଇନ୍ ଭାବେ ବାଲି ଚୋରି…