Latest Odisha News

BREAKING NEWS

Browsing Tag

saradshashi

ଶିଶୁ ଗଳ୍ପ : କୁନାର ଡଙ୍ଗା ଭସା

କୁଞ୍ଜବିହାରୀ ସାହୁ ବୋଉ....ବୋଉ.... ହଁ, କଣ ହେଲା କୁନା ? ବୋଉ କାଲି ପରା କାର୍ତ୍ତିକ ପୂନେଇଁ, ଡଙ୍ଗା ଭସାହେବ ଆମ ଗାଁ ନଦୀରେ । ମୋ ପାଇଁ ଡଙ୍ଗା କିଣିଦେବୁନି କି ? କଦଳୀପଟୁକା ହେଉ ସୋଲର ଡଙ୍ଗା କିଣିଦେ । ମୁଁ ସେଥିରେ ଧୂପ, ଦୀପ, ଫୁଲ ଚନ୍ଦନ, ଭୋଗ ରଖି କାଲି…

ଶିଶୁ କବିତା : ମାଆ ଆସିଛନ୍ତି

ତରୁଣ କୁମାର ମିଶ୍ର ଧରଣୀ ହସଇ କାଶତଣ୍ଡୀ ମୁଖେ ଆଶ୍ବିନ ଆସିଛି ବୋଲି , ବିଞ୍ଚି ମହୀ ପରେ ଗଙ୍ଗଶିଉଳୀକୁ ଫୁଲର ପସରା ମେଲି । ନାନା ଜାତି ଫୁଲ ଫଳ ସମ୍ଭାରରେ ସଜାଇ ଧରଣୀ ରାଣୀ , ସମ୍ଭାଷଣ କରେ ମାଆ ଅମ୍ବିକାଙ୍କୁ ଆସ ଦୁର୍ଗତି ନାଶିନୀ । ତଡ଼ାଗ ତଟିନୀ ଶୁଭ୍ର ଜଳ ଘେନି…

ବିଦ୍ୟାଦାତା ଶ୍ରୀଗଣେଶ

ବନ୍ଦିତା ଦାଶ ଗଣଙ୍କର ଈଶ ବା ଈଶ୍ବର ହେଉଛନ୍ତି ଗଣେଶ। ସବୁ ଦେବାଦେବୀଙ୍କ ପୂଜା ଆରମ୍ଭରେ ଗଣେଶ ପୂଜାପାଆନ୍ତି। ପାର୍ବତୀ ଓ ଶିବଙ୍କର ସେ ସାନପୁଅ। କାର୍ତ୍ତିକେୟଙ୍କର ସେ ସାନଭାଇ। ବାଧ୍ଯ ସନ୍ତାନ ଗଣେଶ ମାଙ୍କର କଥାମାନି ଦ୍ବାର ଜଗିଥିବାବେଳେ ଶିବଙ୍କୁ ବି ଛାଡିନଥିଲେ ଭିତରକୁ। ଫଳତଃ,…

ଶିଶୁ କବିତା : ସଫେଇ ବାଲା

ତରୁଣ କୁମାର ମିଶ୍ର  ସିପୁନ୍ ଆମ ଛୋଟ ପିଲାଟି ବାଲ୍ କୋନିରେ ବସି , ଜେଜେଙ୍କ ସାଥେ ଗପୁଥିଲା ସେ ହୋଇକି ଭାରି ଖୁସି । ଏହି ସମୟେ ସଫେଇ ଗାଡ଼ି ଆସିଲା ଗୀତ ଗାଇ , ଓଦା ଶୁଖିଲା ଅଳିଆ ଯେତେ ଦିଅ ମୁଁ ନେବି ବୋହି । ରଖିଛି ମୁହିଁ ଦୁଇଟି ଡବା ସବୁଜ ହଳଦିଆ , ସବୁଜଟିରେ…

ସ୍ୱାମୀ ବିବେକାନନ୍ଦ

ପ୍ରିୟ କୁନି ପିଲାମାନେ ତୁମେମାନେ ସ୍ୱାମୀ ବିବେକାନନ୍ଦଙ୍କ ନାଁ ଶୁଣିଥିବ। ଭାରତୀୟ ସଂସ୍କୃତି ଏବଂ ସନାତନ ଧର୍ମକୁ ସେ ବିଶ୍ୱ ଦରବାରରେ ପରିଚିତ କରାଇଥିଲେ । ଆଜି ଆମେ ତାଙ୍କ ବିଷୟରେ ଜାଣିବା । ୧୮୬୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୨ ତାରିଖ, ପୌଷ ସଂକ୍ରାନ୍ତି ଦିନ କଲିକତାର…

ଶିଶୁ କବିତା : ସମୟ ମୂଲ୍ୟବାନ

ବନ୍ଦିତା ଦାଶ  ପାଠ ଆମେ ପଢିବା ଆମ ଦେଶ ଗଢିବା ଠିକ୍ ସମୟରେ ଆମେ ଠିକ୍ କାମ କରିବା । ସକାଳଟା ସଞ୍ଜ ହୁଏ ସଞ୍ଜ ହୁଏ ରାତି ଦିନ ଦିନ ବଢିଚାଲେ ବଢିଚାଲେ ଗତି । ସାତଦିନ ମିଶିହୁଏ ଗୋଟିଏ ସପ୍ତାହ ଚାରି ସପ୍ତାହକୁ ନେଇ ମାସଟିଏ କୁହ । ବାରମାସ ମିଶିଗଲେ ହୁଏ ଏକ ବରଷ…