Latest Odisha News

BREAKING NEWS

Browsing Tag

Sarat Patnaik

ଉପନିର୍ବାଚନ ସଙ୍କେତ, ଫମ୍ପା ହେବ କି ଶରତଙ୍କ ୯ରୁ ୯୦ ବାଣ ?

ଭୁବନେଶ୍ୱର:  ୨୦୨୪ ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ବାକି ଅଛି । ତା’ପୂର୍ବରୁ ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ରାଜନୈତିକ ଗତିବିଧି ଜୋର୍ ଧରିଛି । ବିଜେପି, ବିଜେଡି ଓ କଂଗ୍ରେସ ତିନିଦଳର ନେତା କହୁଛନ୍ତି ୨୦୨୪ରେ ସେମାନେ ସରକାର ଗଢ଼ିବେ ? ତେବେ ୨୦୨୪ରେ ଓଡ଼ିଶାରେ କିଏ ଦଖଲ କରିବ…

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଚଢ଼ାଉକୁ ବିରୋଧ, ୧୩ରେ ପ୍ରତିବାଦ କରିବ ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: ସିବିଆଇ, ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଛି ବିଜେପି । କଂଗ୍ରେସ ଏଭଳି ଅଭିଯୋଗ ବାରମ୍ବାର କରି ଆସୁଛି । ଦଳର ବିଭିନ୍ନ ନେତାଙ୍କ ଘରେ ସିବିଆଇ, ଇଡି ରେଡ୍ ପରେ ଏହାକୁ ବିଜେପିର ଚକ୍ରାନ୍ତ ବୋଲି କହୁଛି କଂଗ୍ରେସ । ରେଡକୁ ବିରୋଧ କରି ଆସନ୍ତା ୧୩…

ନୂଆ ପିସିସି ସଭାପତି କର୍ମୀଙ୍କ କାନରେ ଫୁଙ୍କିଲେ ଶାସନକୁ ଫେରିବାର ମନ୍ତ୍ର

ଭୁବନେଶ୍ବର: ନୂଆ ପିସିସି ସଭାପତିଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । କଂଗ୍ରେସର ବରିଷ୍ଠ ନେତା ଏବଂ କାର୍ଯ୍ୟକର୍ତ୍ତାମାନେ ଶ୍ରୀ ପଟ୍ଟନାୟକଙ୍କୁ ବିମାନବନ୍ଦରରୁ ସ୍ବାଗତ କରି କଂଗ୍ରେସ ଭବନ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ ।  ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ ଆଜି କଂଗ୍ରେସ…