Latest Odisha News

BREAKING NEWS

Browsing Tag

scb medical cuttack

ଏସସିବିରେ ଚଳିତ ବର୍ଷର ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ

କଟକ: କଟକସ୍ଥିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (ଏସସିବି)ରେ ଚଳିତ ବର୍ଷର ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ କରାଯାଇଛି । ସମ୍ପୃକ୍ତ ରୋଗୀ ଜଣକ ଢେଙ୍କାନାଳ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ନିକଟ ଅତୀତରେ ସ୍ୱାଇନ୍ ଫ୍ଲୁ…

ଏସସିବିରେ ବିରଳ ଅସ୍ତ୍ରୋପଚାର; ଚିକିତ୍ସା କ୍ଷେତ୍ରରେ ରଚିଲା ଇତିହାସ

କଟକ: କଟକ ବଡ ମେଡିକାଲରେ ଓଡିଶାର ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଂଟ୍ ସଫଳତାର ସହ ଶେଷ ହୋଇଛି । ଏଭଳି ବିରଳ ଅସ୍ତ୍ରୋପଚାର ଫଳରେ ଚିକିତ୍ସା କ୍ଷେତ୍ରରେ ଏକପ୍ରକାର ଇତିହାସ ସୃଷ୍ଟି କରିପାରିଛି ଏସସିବି ହସ୍ପିଟାଲ୍ । ପ୍ରାପ୍ତ ସୂଚନାନୁଯାୟୀ, ଗତ ରାତିରେ ଭୁବନେଶ୍ୱରରୁ ଜଣେ ମୃତ…

କାଳିଆର ସ୍ୱାସ୍ଥ୍ୟବସ୍ଥା ସୁଧୁରୁଛି: ଏସସିବି ଡାକ୍ତର

କଟକ: କଟକ ବଡ ମେଡିକାଲରେ ଚିକିତ୍ସାରତ ଯମଜ ଶିଶୁଙ୍କ ମଧ୍ୟରୁ କାଳିଆର ସ୍ୱାସ୍ଥ୍ୟବସ୍ଥାରେ ଧିରେଧିରେ ଉନ୍ନତି ହେଉଛି । ଏନେଇ ଶୁକ୍ରବାର ଦିନ ଏସସିବିର ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ନ୍ୟୁରୋସର୍ଜରୀ ବିଭାଗର ପ୍ରମୁଖ ପ୍ରଫେସର ସୁଧାଂଶୁ ଶେଖର ମିଶ୍ର…

ଓଡିଶା ଅଭିମୁଖେ ଜଗା-କାଳିଆ

ଭୁବନେଶ୍ୱର: ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଶୁକ୍ରବାର ଦିନ ନୂଆଦିଲ୍ଲୀରୁ ଓଡିଶା ଅଭିମୁଖେ ବାହାରିଛନ୍ତି । ଉଭୟ ଜଗା ଓ କାଳିଆ ରାଜଧାନୀ ଏକ୍ସପ୍ରେସ୍ ଯୋଗେ ଆଜି ବାହାରିବା ସହ ଗତକାଲି ସେମାନେ କଟକରେ ପହଞ୍ଚିବେ । ଏତଦବ୍ୟତିତ ସେମାନଙ୍କ ସହ କଟକ ବଡ…

କଟକ ଏସସିବିର ପାଥୋଲୋଜି ବିଭାଗରେ ଭୟାବହ ଅଗ୍ନିକାଣ୍ଡ

କଟକ : କଟକ ବଡ ମେଡିକାଲର ପାଥୋଲୋଜି ବିଭାଗର ୨ଟି ରୁମରେ ଶୁକ୍ରବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନାନୁଯାୟୀ ପାଥୋଲୋଜି ବିଭାଗର ୨ଟି ରୁମରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । କିଛି ପରିଚାରିକା ଉକ୍ତ ସ୍ଥାନରେ ନିଆଁ ଦେଖି ସଙ୍ଗେସଙ୍ଗେ କର୍ତ୍ତୃପକ୍ଷଙ୍କୁ ସୂଚନା…