Latest Odisha News
Browsing Tag

school students

ବଲାଙ୍ଗିରରେ ମଧ୍ୟାହ୍ନ ଭୋଜନ ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ମୁରିବାହାଲ ଅଞ୍ଚଳରେ ଶନିବାର ଦିନ ମଧ୍ୟାହ୍ନ ଭୋଜନ ଖାଇ ଏକ ସରକାରୀ ବିଦ୍ୟାଳୟର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ଜିଲ୍ଲାର ମୁରିବାହାଲ ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ସରକାରୀ ପ୍ରୋଜେକ୍ଟ ୟୁପି ସ୍କୁଲର ୩୦ରୁ…

ଶିକ୍ଷକ ନିଯୁକ୍ତି ଦାବି କରି ୪ କିଲୋମିଟର ଚାଲି ଚାଲି ଗଲେ ଛାତ୍ରଛାତ୍ରୀ

ବାରିପଦା: ୩୦୦ ପିଲାଙ୍କ ପାଇଁ ନାହାନ୍ତି ଆବଶ୍ୟକୀୟ ଶିକ୍ଷକ ଓ କର୍ମଚାରୀ । ଯାହାର ପ୍ରତିବାଦ କରି ଛାତ୍ରଛାତ୍ରୀ ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ସହ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଛନ୍ତି । ସୁବର୍ଣ୍ଣରେଖା ପ୍ରକଳ୍ପ ହାଇସ୍କୁଲର ଛାତ୍ରଛାତ୍ରୀ ବହୁ…

ପାଠପଢ଼ା ସମୟରେ ଝାଡ଼ୁ କରୁଛନ୍ତି ସ୍କୁଲ୍ ପିଲା

ଚଣ୍ଡିଖୋଲ: ୟୁନିଫର୍ମ ପିନ୍ଧି ଝାଡ଼ୁ ମାରୁଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟ ପରିସର ସହ ରାସ୍ତା କଡ଼ ସଫା କରୁଛନ୍ତି କୁନି କୁନି ପିଲା । ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଝରକୂଳ ସରକାରୀ ଉର୍ଦ୍ଦୁ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ପିଲାମାନେ ଝାଡ଼ୁ କରିବାକୁ ନେଇ…

[ଭିଡିଓ] ଚଳନ୍ତା ଗାଡି, ସ୍କୁଲ୍ ଛାତ୍ରୀ ବିଅର ପିଉଛନ୍ତି ଧାଡିକିଧାଡି

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଗୋଟିଏ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଏକାଧିକ ଅଳ୍ପ ବୟସ୍କା ଝିଅମାନେ ସ୍କୁଲ୍ ଡ୍ରେସରେ ନଜର ଆସିଛନ୍ତି । ହେଲେ ସବୁଠୁ ଚକିତକର ଘଟଣା ହେଉଛି ସ୍କୁଲ ବସରେ ୟୁନିଫର୍ମ ପିନ୍ଧା ଏହି ଝିଅମାନେ ବିଅର ପିଇବାର ଭିଡିଓ ସୋସିଆଲ୍ ମିଡିଆରେ…

୧୨ଟି ସରକାରୀ ସ୍କୁଲର ୭୨ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ

ରେୱାରୀ: ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ଉପରେ କରୋନା ଚଡକ । ବୁଧବାର ହରିୟାଣାର ରେୱାରୀ ନୋଡାଲ୍ ଅଫିସରଙ୍କ ରିପୋର୍ଟ ସମସ୍ତଙ୍କୁ ତାଜୁବ କରିଥିଲା । ଗୋଟିଏ କି ଦୁଇଟି ନୁହେଁ ୧୨ଟି ସ୍କୁଲରୁ ୭୨ ଜଣ ଛାତ୍ରଛାତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ବାହାରିଥିବା ଜଣାପଡିଛି । ନୋଡାଲ୍…