Latest Odisha News

BREAKING NEWS

Browsing Tag

Separated Conjoined Twins

କଟକ ଏସସିବିରୁ ଡିସଚାର୍ଜ ହେବ ଜଗା

କଟକ: ଯୋଡ଼ାମୁଣ୍ଡ ଅଲଗା ହେବା ପରେ ଦିଲ୍ଲୀ ଏମସରୁ ଆସି କଟକ ଏସସିବିରେ ଚିକିତ୍ସିତ ହେଉଥିବା କନ୍ଧମାଳର ଶିଶୁ ଜଗା ଏଠାରୁ ଡିସଚାର୍ଜ ହେବ । କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାର ଚିକିତ୍ସା କରାଯିବ । ଏଥିପାଇଁ କନ୍ଧମାଳରୁ ଏକ ଦୁଇ ଜଣିଆ ଡାକ୍ତରୀ ଟିମ୍ ଆଜି ଏସସିବି ଆସୁଛନ୍ତି ।…

କନ୍ଧମାଳର ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁର‌େ ମୁଖ୍ୟମନ୍ତ୍ରୀଙ୍କ ଶ‌ୋକପ୍ରକାଶ

ଭୁବନେଶ୍ୱର: କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାର‌େ ଗତକାଲି ରାତିରେ କାଳିଆର ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶ‌ୋକ ପ୍ରକାଶ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ଯୋଗ‌େ ସୂଚନା ଦେଇଛନ୍ତି।…

କାଳିଆର ସ୍ୱାସ୍ଥ୍ୟବସ୍ଥା ସୁଧୁରୁଛି: ଏସସିବି ଡାକ୍ତର

କଟକ: କଟକ ବଡ ମେଡିକାଲରେ ଚିକିତ୍ସାରତ ଯମଜ ଶିଶୁଙ୍କ ମଧ୍ୟରୁ କାଳିଆର ସ୍ୱାସ୍ଥ୍ୟବସ୍ଥାରେ ଧିରେଧିରେ ଉନ୍ନତି ହେଉଛି । ଏନେଇ ଶୁକ୍ରବାର ଦିନ ଏସସିବିର ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ନ୍ୟୁରୋସର୍ଜରୀ ବିଭାଗର ପ୍ରମୁଖ ପ୍ରଫେସର ସୁଧାଂଶୁ ଶେଖର ମିଶ୍ର…

ସେପ୍ଟେମ୍ବର ୭ରେ ଓଡିଶା ଆସିବେ ଜଗା-କାଳିଆ

ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଖୁବଶୀଘ୍ର ଓଡିଶା ଫେରିବା ନେଇ ଗୁରୁବାର ଦିନ ଓଡିଶା ସରକାର ସୂଚନା ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ଏମ୍ସ…

ସପ୍ତାହକ ମଧ୍ୟରେ ଘୋଷଣା ହେବ ଜଗା-କାଳିଆଙ୍କ ଓଡ଼ିଶା ଫେରିବା ତାରିଖ: ମନ୍ତ୍ରୀ

ଭୁବନେଶ୍ୱର: ପରିଶେଷରେ ଯାଆଁଳା ଶିଶୁ ଜଗା-କାଳିଆଙ୍କ ଓଡ଼ିଶା ଫେରିବା ନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି । ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଏହି ଶିଶୁ ଦ୍ୱୟଙ୍କ ଓଡ଼ିଶା ଫେରିବା ତାରିଖ ଆସନ୍ତା ସପ୍ତାହକ ମଧ୍ୟରେ ଘୋଷଣା ହେବ ବୋଲି ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି । ଏସମ୍ପର୍କରେ…

ଜୁଲାଇରେ ଓଡିଶା ଫେରିବେ ଜଗା-କାଳିଆ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଖୁବଶୀଘ୍ର ଓଡିଶା ଫେରିବେ । ସମସ୍ତ ଡିସଚାର୍ଜ ପ୍ରୋସେସ୍ ଆରମ୍ଭ ହୋଇଥିବା ନେଇ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । ଆସନ୍ତା ଜୁଲାଇ ମାସ ୨ୟ ସପ୍ତାହ ବେଳକୁ ସେମାନେ ଓଡିଶା…

ଜୁନରେ ଓଡିଶା ଫେରିବେ ଜଗା-କାଳିଆ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଖୁବଶୀଘ୍ର ଓଡିଶା ଫେରିବେ । ଗଣମାଧ୍ୟମକୁ ସୂଚନା ଦେଇ ଏମ୍ସର ଜଣେ ଡାକ୍ତର କହିଛନ୍ତି, ଉଭୟ ଜଗା ଓ କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ବର୍ତ୍ତମାନ ସମୟରେ ସେମାନଙ୍କୁ ଆଇସିୟୁ…