Latest Odisha News

BREAKING NEWS

Browsing Tag

share market

କମୁଛି ଆଦାନୀଙ୍କ ସମ୍ପତ୍ତି, ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାର ସପ୍ତମ ସ୍ଥାନକୁ ଖସିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଆମେରିକାର ଏକ ରିସର୍ଚ୍ଚ ସଂସ୍ଥାର ରିପୋର୍ଟ ଆଦାନୀଙ୍କ ନିଦ ହଜାଇ ଦେଇଛି । ଶୁକ୍ରବାର ସକାଳୁ ଆଦାନୀଙ୍କ ସମ୍ପତ୍ତି ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି । ଏଥିସହ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାରେ ସପ୍ତମ ସ୍ଥାନକୁ ଖସି ଆସିଛନ୍ତି ଗୌତମ ଆଦାନୀ । ସେୟାର ମାର୍କେଟରେ…

ପାଞ୍ଚ ରାଜ୍ୟର ନିର୍ବାଚନ ଗଣତି ଜାରି, ସେୟାର ବଜାର ଉପର ମୁହାଁ

ମୁମ୍ବାଇ: ପାଞ୍ଚ ରାଜ୍ୟର ବିଧାନସଭା ଫଳାଫଳ ଗଣତି ଜାରି ରହିଛି। ଏହାରି ଭିତରେ ଷ୍ଟକ୍ ମାର୍କେଟ ବା ସେୟାର ବଜାର ଉପର ମୁହାଁ ରହିଛି । ଅର୍ଥାତ୍ ବଜାର ଖୋଲିବା ପରଠୁ ଏଯାବତ ଉପରମୁହାଁ ରହିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE)ରେ ସେନ୍ସେକ୍ସ ୧,୧୨୮.୨୨ ପଏଣ୍ଟ (୨.୦୬ ପ୍ରତିଶତ) ବୃଦ୍ଧି…

ସହିନପାରି ସେୟାର ବଜାରରେ କ୍ଷତି, ହତ୍ୟା ଅଭିଯୁକ୍ତ ସାଜିଲା ସାଧାରଣ ବ୍ୟକ୍ତି

ଭୁବନେଶ୍ୱର: ଶେୟାର ମାର୍କେଟରେ ଟଙ୍କା ବିନିଯୋଗ କଲେ ଉଭୟ କ୍ଷତି ଓ ଲାଭ ସହିବାକୁ ଧର୍ଯ୍ୟର ଆବଶ୍ୟକତା ରହିଛି । ହେଲେ କ୍ଷତି ସହିନପାରି ରାଜଧାନୀ ଭୁବନେଶ୍ୱରର ଜଣେ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇ ନିଜ ପରିବାର ଲୋକଙ୍କ ହତ୍ୟା ଅଭିଯୁକ୍ତ ସାଜିଛନ୍ତି । ପୋଲିସ ରିପୋର୍ଟ ଅନୁଯାୟୀ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ସେୟାର ବଜାରକୁ ନିମ୍ନମୁଖୀ କରିପାରେ

ନୂଆଦିଲ୍ଲୀ: ରାଜନୀତି ଠାରୁ ଆରମ୍ଭ କରି ଅର୍ଥନୀତି କ୍ଷେତ୍ରରେ ଯଦି କୌଣସି ପ୍ରକାର ଅନିଶ୍ଚିତତା ଦେଖାଦିଏ ତାହେଲେ ନିବେଶକଙ୍କ ବ୍ୟବହାରରେ ହଠାତ ପରିବର୍ତ୍ତନ ଆସିଥାଏ। ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବିଡେନ୍‌ ରାଷ୍ଟ୍ରପତି ପ୍ରାର୍ଥୀ…