ସ୍ମୃତିରେ ପାଟଦେଈ
ସ୍ମୃତି ପଟ୍ଟନାୟକଙ୍କ ସ୍ମୃତିରେ ସାହିତ୍ୟିକା ବୀଣାପାଣି ମହାନ୍ତି
କଣ ଲେଖିବି, କାହିଁକି ଲେଖିବାକୁ ଚାହୁଁଛି,ଏ କଥା ଭାବନା ଭିତରକୁ ଆପେ ଆପେ ଚାଲି ଆସୁଛି, ଖୁବ୍ ଆପେକ୍ଷିକ ଏ ସତ କାହାଣୀ । ସେଦିନଟି ମୋର ଠିକ୍ ସେ ମନେ ପଡୁନି ଯେବେ ମୁଁ ପ୍ରଥମ ଥର ବୀଣା ଅପାଙ୍କ ଘରକୁ ଯାଇଥିଲି ।…