Latest Odisha News

BREAKING NEWS

Browsing Tag

Smrutilipi

ସାଧୁ ଚୋର

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ……  ନିକଟରେ ଗଙ୍ଗାଧର ବିଶ୍ୱବିଦ୍ୟାଳୟ ହ୍ବାଟସପ ଗ୍ରୁପରେ ଜଣେ ନିଜ ସହ ଘଟିଥିବା ଏକ ଚମତ୍କାରୀ ଅନୁଭୂତିର ବର୍ଣ୍ଣନା କରି ଈଶ୍ୱରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ । କଥାଟି ଏହିପରି ; ଗତ ଶନିବାର ଦିନ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ…

ବାଘ ନ ଦେଖିଲେ ବିରାଡ଼ି ଦେଖ

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ……  ନିକଟରେ ଭଉଣୀର ପୁଅର ବାହାଘର। ସୁନା ଦାମ ତ ଅକାଶଛୁଆଁ, ଭାବିଲି ନୂଆ କିଣିବା ଅପେକ୍ଷା ଘରେ ଥିବା ପୁରୁଣା ସୁନା ଅଳଙ୍କାରରୁ ଗୋଟେ ବଦଳେଇ ନୂଆ ଚେନଟିଏ କିଣିଦେଲେ ଭଲ ହେବ। ବାହାଘର ବେଳେ ମା ଦେଇଥିବା ସୀତାହାର ଯାହାକୁ ମୋ ନିଜ ବାହାଘର…

ସେ କିଏ ?

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ……  ଜୀବନରେ ବେଳେବେଳେ ଏମିତି କିଛି ଚମତ୍କାର ଘଟିଥାଏ ଯାହାକୁ କୌଣସି ବିଜ୍ଞାନ ସମ୍ମତ ଯୁକ୍ତିଦ୍ୱାରା ବ୍ୟାଖ୍ୟା କରିବା ସମ୍ଭବ ହୁଏନାହିଁ। ସେହି ଅଲୌକିକ, ଦିବ୍ୟ ଅନୁଭୂତିକୁ ଇନ୍ଦ୍ରିୟଲବ୍ଧ ଜ୍ଞାନ ତଥା ସୀମିତ ମନବୁଦ୍ଧି ଅହଂକାର ଦ୍ୱାରା ନା…

ହରିକୃପା କେବଳମ୍

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ  " ଫେତ ଇଜ ଦି ସୋଲସ ଉଇଟନେସ ଟୁ ସମଥିଁଗ ନଟ ୟେଟ ମେନିଫେଷ୍ଟେଡ଼ ଆଚିଭଡ ଅର ରିଳିଜଡ଼ ବଟ ହୁଇଚ ୟେଟ ଦି ନୋଅର ଉଇଥ ଅସ, ଇଭେନ ଇନ ଆବସେନସ ଅଫ ଅଲ ଇଣ୍ଡିକେସନସ ଫିଲସ ଟୁ ବି ଟ୍ରୁ ଅର ସୁପ୍ରିମଲି ଓ଼ର୍ଥ ଫଲୋଇଙ୍ଗ ଅର ଆଚିଭିଙ୍ଗ । " ଶ୍ରୀ…

ସେ ବି ଏକ ଦଶହରା ଥିଲା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ …… ନିୟମିତ ପ୍ରାତଃ ଭ୍ରମଣ ମୋର ବହୁଦିନର ଅଭ୍ୟାସ। ବଡିଭୋରରୁ ଉଠି ବଜାର ଆଡ଼େ ଘେରାଏ ବୁଲି ଆସିଲେ ବୁଲା ବୁଲି ସାଙ୍ଗରେ ପରିବା କିଣା ବି ହେଇଯାଏ। ହେଲେ କୋଭିଡ଼ ଲାଗି ଏବେ ଆଉ ବଜାର ରାସ୍ତାରେ ଚାଲିବାଟା ସୁବିଧା ଲାଗୁନାହିଁ । ଏଣୁ ଗଲା କିଛି…

ପୈସା ତୋ ଗୟା ଗୟା , ଜୁହାର ଭି ଗୟା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ …… ଗଳି ମୁଣ୍ଡରେ ଉଠା ଦୋକାନଟିଏ ପକେଇ ଲୁଗାପଟା ଇସ୍ତ୍ରୀ କରେ କନ୍ଦର୍ପ। ବହୁତ ମାନେ, ନାନୀ ,ନାନୀ ବୋଲି ଡାକେ, ଘରୁ ଆସି ଲୁଗା ନେଇଯାଏ, ଇସ୍ତ୍ରୀ କରି ଆଣିଦିଏ। ଏସନ ବର୍ଷା ଆରମ୍ଭରୁ ତା ଦୋକାନଟା ଭାଙ୍ଗି ରୁଜି ଯାଇଥିଲା, ଉପରୁ ପାଣି…

ମୋ କୁମାର ପୂର୍ଣ୍ଣିମା

ଲୋପାମୁଦ୍ରା ପରିଡା  "ପୁଚି ଲୋ ପୁଚି ଯା ଯା ଲୋ ଘୁଞ୍ଚି ।।" କୁନି କୁନି ପାଦ ସବୁ ଘୁଞ୍ଚି ଘୁଞ୍ଚି ଯାନ୍ତି ହସର ତାଳେ ତାଳେ । "ଠିଆ ପୁଚି ନାରଙ୍ଗ ଗୋଡ ଦିଟା ସାରଙ୍ଗ ସାରଙ୍ଗ ବଣକୁ ଯାଇଥିଲି ସାରଙ୍ଗ କୋଳି ଆଣିଥିଲି ଅଧେ କଲି କଞ୍ଚା, ଅଧେ କଲି ଭଜା ମୋ ଭଉଣୀ ରାଣୀ ଲୋ,…

ମୋ’ ପିଲାଦିନ କୁଆଁର ପୁନେଇଁ

ସୁଷମା ପରିଜାଙ୍କ ସ୍ମୃତିରଖିଅରୁ…….  ପିଲାଟି ଦିନରୁ କଟକ ସହରରେ ରହି ଆସିଛି ମୁଁ । ସହରରେ କୁଆଁର ପୁନେଇଁ କେବଳ ଏକ ବିଧି ରକ୍ଷା ପୂଜା ବୋଲି ମୋ’ର ମନେହୁଏ। କାରଣ ଆମେ ଦଶହରା ଯେତେ ଯାକଯମକରେ ପାଳନ କରୁ, କୁଆଁର ପୁନେଇଁରେ ତାହା ନଥାଏ। ଘରେ ଚଉରା ମୂଳେ ସକାଳ ସଞ୍ଜରେ ସୂର୍ଯ୍ୟ ଆଉ…

ଏବେବି ଖୋଜୁଛି

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ......  କୈଶୋରର ଚାପଳତା , ଯୌବନର କର୍ମମୟ ବ୍ୟସ୍ତଜୀବନ ଜଞ୍ଜାଳ ଭିତରେ ଗତି କରି ଷାଠିଏ ପରର ପରିଣତ ବୟସରେ ପହଞ୍ଚି ଆଜି ଯେବେ ମୁଁ ଅତୀତକୁ ରୋମନ୍ଥନ କରେ ବିବିଧ ଅନୁଭୂତି, ଅଭିଜ୍ଞତା ତଥା ଉପଲବ୍ଧି ପୃଷ୍ଟ ମନ କେତେବେଳେ ପ୍ରାପ୍ତିର…

ମୋ ପିଲାଦିନ ଆଉ କଟକ ଦଶହରା

ସୁଷମା ପରିଜାଙ୍କ ସ୍ମୃତିରଖିଅରୁ....... ହଜାରେ ବର୍ଷ ର ଏ କଟକ ସହର । ଉତ୍ତର ଦିଗରେ ମହାନଦୀ ଆଉ ଦକ୍ଷିଣ ଦିଗରେ କାଠଯୋଡି ର ମଧ୍ୟ ଭାଗ ରେ ଗଢି ଉଠିଥିବା ଏହି ସହରଟି ବାଉନବଜାର ଆଉ ତେପନ ଗଳି ରେ ଛନ୍ଦା ଛନ୍ଦି ହୋଇଛି । ହିନ୍ଦୁ ମୁସଲିମ୍ ଶିଖ୍ ଖ୍ରୀଷ୍ଟିଆନ୍ ସମସ୍ତଙ୍କୁ ଭାଇଚାରା ରେ…