Latest Odisha News

BREAKING NEWS

Browsing Tag

Smrutilipi

ବିପଦରେ ଶିକ୍ଷା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ " ଅଲ ଅଫ ଲାଇଫ ଇଜ ଏଡୁକେସନ ଆଣ୍ଡ ଏଭରିବଡି ଇଜ ଏ ଟିଚର ଆଣ୍ଡ ଏଭରିବଡି ଇଜ ଫରଏଭର ଏ ପିଉପିଲ : ଆବ୍ରହାମ ମାସଲୋ ଶିକ୍ଷା ଯେ କେବଳ ବିଦ୍ୟାଳୟର ଚାରିକାନ୍ଥ ଭିତରେ ସୀମିତ ତାହା ନୁହେଁ ଜୀଵନ ରୂପକ ଏଇ ବିରାଟ ଶିକ୍ଷାନୁଷ୍ଠାନର ପ୍ରତି ପାଦରେ…

ଚତୁର୍ଥୀ ଜହ୍ନ ଓ ଅପବାଦ

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ....  ନିକଟ ଅତୀତରେ ଫେସବୁକରେ ଜଣେ ସାହିତ୍ୟିକ ବନ୍ଧୁ ଶିବାଶିଷ ପାଢୀଙ୍କ ଚତୁର୍ଥୀ ଜହ୍ନ ସମ୍ବନ୍ଧୀୟ ଗଳ୍ପଟି ପଢୁ ପଢୁ ମୋ ଜୀବନରେ ଘଟି ଯାଇଥିବା ସେମିତି ଏକ ବିଚିତ୍ର ଘଟଣା ମନେ ପଡିଗଲା, ଯଦିଓ ଚତୁର୍ଥୀ ଚନ୍ଦ୍ର ଦର୍ଶନ ସହ ଏହା ବିଶୁଦ୍ଧ…

ଗୀତ ଶିଖିବା ସେତିକିରେ ଇତି ହେଲା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ  ପିଲାବେଳ ଧୂଳିଖେଳ ଛାଡି ଯେବେ କୈଶୋରରେ ପ୍ରବେଶ କଲି, ବାପାଙ୍କ ଅନୁଶାସନ ଅତି କଠୋର ମନେ ହେଲା। ବାଲ୍ୟସୁଲଭ ମନକୁ କେବେକେବେ ତ ତାଙ୍କ ଆଚରଣ ଅତି ବିଚିତ୍ର ମନେ ହେଉଥିଲା, ଅନେକ କଥା ବୁଝି ବି ହେଉନଥିଲା। ଆଠ ଦଶ ବର୍ଷର ଅବୁଝା ମନକୁ…

ପୋଖରୀ ମାଛ ପୋଖରୀ କି ଯା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ..... ତେଲଲୁଣର ସଂସାରରେ ସଂଘର୍ଷରତ ସାଧାରଣ ମଣିଷଟିଏ ବି ନିଜର ବ୍ୟକ୍ତିଗତ ସଂକଳ୍ପ , ବିଚାର ଶକ୍ତି ଓ କାର୍ଯ୍ୟ କରିବାର ନିଆରା ଢଙ୍ଗଦ୍ୱାର ପରବର୍ତ୍ତୀ ପିଢ଼ି ପାଇଁ ଆଦର୍ଶ ବନି ଯାଇପାରେ। ଇତିହାସ ସେମାନଙ୍କ କଥା ଲିପିବଦ୍ଧ କରୁ କି ନକରୁ…

ଚକା ଚକା ଭଉଁରୀ ମାମୁଁଘର ଚଉଁରୀ

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ମଣିଷର ବ୍ୟକ୍ତିତ୍ୱ ତାର ଜନ୍ମଗତ ପ୍ରକୃତି ସହ ପରିବେଶକୁ ନେଇ ଗଢିଉଠେ। ଜୀବନକାଳ ଭିତରେ ବିଶେଷ କରି ବାଲ୍ୟ କାଳରେ ସେ ଯେଉଁ ବ୍ୟକ୍ତି ବିଶେଷମାନଙ୍କ ସମ୍ପର୍କରେ ଆସେ, ସେମାନଙ୍କର ଆଚାର, ବ୍ୟବହାର ଶିଶୁର ମନ ଉପରେ ଗଭୀର ପ୍ରଭାବ ପକାଇଥାଏ।…

ଲାଳୟେତ ପଞ୍ଚ ବର୍ଷାଣି

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ପୁରୁଣା ଆଲବମ ଓଲଟଉ ଓଲଟଉ ଚାରି ଭଉଣୀଙ୍କ ପିଲାଦିନର କଳାଧଳା ଗୋଟିଏ ଫଟୋ ଦେଖି ଫେସବୁକରେ ଛାଡି ଦେଇଥିଲି । ତାକୁ ଦେଖି ଜଣେ ବନ୍ଧୁ ଫଟୋର କାଳ ଓ ସ୍ଥାନ ବିଷୟରେ କିଛି ଜାଣିବା ନିମନ୍ତେ ଆଗ୍ରହ ପ୍ରକାଶ କରନ୍ତେ , ଅତୀତ ରୋମନ୍ଥନ କରୁ କରୁ…

ବଡ଼ଦେଉଳେ କୃଷ୍ଣ ଲୀଳା

ଲୋପାମୁଦ୍ରା ପରିଡାଙ୍କ ଦିବ୍ୟ ଅନୁଭୂତି ମହାବାହୁ ନିଜର ଜନ୍ମ ଲୀଳା ପରେ ପରେ ବାଳ ଲୀଳା ମଧ୍ୟ କରିଥାନ୍ତି ଶ୍ରୀମନ୍ଦିରର ସିଂହଦ୍ବାର , ଜଗମୋହନ,ବାଇଶି ପାବଛ୍ଛ, ପାଟ ଅଗଣାରେ । ସଭିଙ୍କୁ ଆନନ୍ଦ ଦିଏ ଯେ ସେ ନନ୍ଦ ଓ ସଭିଁଙ୍କୁ ଜଶ ଦାନ କରେ ଯେ ସେ ଜଶୋଦା ଆହା ସତେ କେଡେ ଭାଗ୍ୟବନ୍ତୀ।…

ସ୍ନେହର ବନ୍ଧନ

ମଞ୍ଜୁବାଳା ପଣ୍ଡାଙ୍କ ସ୍ମୃତିର ଫରୁଆରୁ  ରାକ୍ଷୀ ପୂର୍ଣ୍ଣିମାର ଢେର୍ ଆଗରୁ ମନପସନ୍ଦର ରାକ୍ଷୀ କିଣି ଲଫାପାରେ ଭରି ରାଉରକେଲାରେ ରହୁଥିବା ଭାଇନା ଓ ସାନ ଦି' ଭାଇଙ୍କ ପାଇଁ ପଠେଇ ଦିଏ ମୁଁ। ଏତେଦୂରରୁ ମୁଁ ଯିବା ସମ୍ଭବ ହୁଏନି ବୋଲି ସେଠି ରହୁଥିବା ମୋ ଉପର ଭଉଣୀ ମୋ ତରଫରୁ ସେମାନଙ୍କୁ…

ବିନା ଭାଷାରେ ହୃଦୟର ସମ୍ପର୍କ

ଚନ୍ଦ୍ରା ମିଶ୍ରଙ୍କ ସ୍ମୃତିର ଫରୁଆରୁ ଅନେକ ବର୍ଷ ବିତିଗଲାଣି । ସେଣ୍ଟ ମେରୀ ମାନର୍ ନରସିଂହୋମର କୋଠରୀ ନମ୍ବର ତିନି ନର୍ଥ ବାଲେସ୍ ଫିଲାଡେଲ୍ଫିଆ ।  ଲୁସିକୁ  ନେଇ ମୋର ସ୍ମୃତି ଭାରି କୁହୁଡ଼ିଆ । ମନେ ହୁଏ ଯେମିତି ଗୋଟିଏ ସ୍ବପ୍ନ ନା ଦୁଃସ୍ୱପ୍ନ ? ସମୟ ସେ ଦୁଃଖଦ ସ୍ମୃତିର ଦାଢୁଆ…

ସେମାନେ ଥିଲେ ସ୍ୱାଧୀନତା ସଂଗ୍ରାମୀ

ମୌସୁମୀ ଦାସଙ୍କ ସ୍ମୃତିଲିପି ସନ ଉଣେଇଶ ଶହ ସତଚାଳିଶ, ଅଗଷ୍ଟ ଚଉଦ ତାରିଖର ଶେଷ ମୁହୂର୍ତ୍ତ ସରିଲା ଠିକ୍ ରାତି ଏଗାରଟା ଅଣଷଠି ମିନିଟରେ। ଏବଂ, ବହୁ ଆକାଂକ୍ଷିତ ପନ୍ଦର ତାରିଖର ଶୁଭ କ୍ଷଣ ଆରମ୍ଭ ହେଲା ଠିକ୍ ମଧ୍ୟରାତ୍ରୀ ବେଳେ, ଯେତେବେଳେ ଗୀର୍ଜା ଘଣ୍ଟାରେ ବାଜିଲା ଢଂ ଢଂ ହେଇ ବାର।…