Latest Odisha News

BREAKING NEWS

Browsing Tag

Snana Yatra

ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରୁ ଅଣସର: ଜାଣନ୍ତୁ, କିପରି ପାଳିତ ହୁଏ ରୀତିନୀତି

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ନିନା ବାରିକଙ୍କ ଭକ୍ତି ଅର୍ଘ୍ୟ ) ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରଧାନ ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ହେଉଛି ସ୍ନାନ ଯାତ୍ରା । ଯାହା ଦେବସ୍ନାନ ପୂର୍ଣ୍ଣିମା ନାମରେ ଖ୍ୟାତ ଏବଂ ପରିଚିତ । ଜ୍ୟେଷ୍ଠ ପୂର୍ଣ୍ଣିମା ଭଲି ଏକ ଦୁର୍ଲଭ…

ବିନା ଭକ୍ତରେ ହାତୀ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ପୁରୀ: ସ୍ନାନ ମଣ୍ଡପରେ ପ୍ରଥମ ଥର ଲାଗି ବିନା ଭକ୍ତରେ ଶ୍ରୀଜୀଉ ଦର୍ଶନ ଦେଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କର ଏହି ପବିତ୍ର ଗଜାନନ ବେଶରେ ସଜ୍ଜିତ ହୋଇଛନ୍ତି । ଶ୍ରୀଜୀଉମାନଙ୍କ ଏହି ସୁନ୍ଦର ବେଶକୁ କୋଟି କୋଟି ଭକ୍ତମାନେ…

୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ମହାପ୍ରଭୁ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ଭଗବାନ ଆଜି ୧୦୮ ଗରା ସୁବାସିତ ଜଳ ଲାଗି କରିଛନ୍ତି । । ପୂଜାପଣ୍ଡା ସାମନ୍ତଙ୍କୁ ଗରାବଡୁ ବିଙ୍ଗଳରେ ଜଳ  ଲାଗି କଲେ । ପୂଜାପଣ୍ଡା ସେବାୟତମାନେ…

ଜାଣନ୍ତୁ; କାହିଁକି ମହାପ୍ରଭୁ ଶ୍ରୀଜଗନ୍ନାଥ ଗଜାନନ ବେଶରେ ଦିଅନ୍ତି ଦର୍ଶନ !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ପବିତ୍ର ସ୍ନାନଯାତ୍ରା ସମୟରେ ଶ୍ରୀମନ୍ଦିରରେ ଦାରୁବ୍ରହ୍ମ ରୂପୀ ବଡ଼ଠାକୁର ଶ୍ରୀ ବଳଭଦ୍ର, ଜଗତର ନାଥ ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମହାସ୍ନାନ ହୋଇଥାଏ । ଏହି ଅବସରରେ…

ସ୍ନାନଯାତ୍ରା ବେଳେ ପୁରୀରେ ଲାଗୁ ହେବ ୧୪୪ ଧାରା

ପୁରୀ: ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀଜୀଉଙ୍କ ସ୍ନାନଯାତ୍ରାରେ ସର୍ବସାଧାରଣଙ୍କୁ ବାରଣ କରାଯାଇଥିବା ବେଳେ ଆଜି ମନ୍ଦିର ଚାରିପାଖେ ୧୪୪ ଧାରା ଲାଗୁ ନେଇ ନିଷ୍ପତ୍ତି ହୋଇଛି । ଛତିଶା ନିଯୋଗର ବୈଠକରେ ଏହି ନିଷ୍ପତ୍ତି ପରେ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ଯେ ଆସନ୍ତା…

ସ୍ନାନଯାତ୍ରା ଲାଗି ପ୍ରସ୍ତୁତି: ‘ଶୁଦ୍ଧସୁଆର ନିଯୋଗ’ର ପୁରୀରେ ପ୍ରେସମିଟ୍

ପୁରୀ: ଆସନ୍ତା ଜୁନ୍ ୫ ତାରିଖରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି। କୋଭିଡ୍ ୧୯ର ନିୟମାବଳୀ ଅନୁସାରେ ସ୍ନାନଯାତ୍ରାର ପ୍ରସ୍ତୁତିକୁ ଠିକ୍ ଭାବରେ ରୂପରେଖ ଶ୍ରୀମନ୍ଦିର ପ୍ରଶାସନ ଦେଉଥିବା ବେଳେ ଆଜି…

ସ୍ନାନଯାତ୍ରା: ୧୦ଟି ନିଯୋଗ କରିବେ ନୀତି, ଟେଷ୍ଟ୍ ଲାଗି ୭୫ ସେବକଙ୍କଠୁଁ ସ୍ୱାବ୍ ସଂଗ୍ରହ

ପୁରୀ: ମହାମାରୀ କରୋନା ଜିନିତ କଟକଣା ପାଇଁ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା କମ ସଂଖ୍ୟକ ଦଇତାପତିଙ୍କ ସମେତ ଅନ୍ୟ ୧୦ ଟି ନିଯୋଗର କିଛି ନିର୍ଦ୍ଦିଷ୍ଟ ସେବକ ମାନେ ନୀତି ସମ୍ପନ୍ନ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଅଧିକ ପଢନ୍ତୁ: ପୁଣି ଝଲସିବ…