Latest Odisha News

BREAKING NEWS

Browsing Tag

Solar Eclipse

ବର୍ଷର ଭୟଙ୍କର ସୂର୍ଯ୍ୟ ପରାଗ: ଜାଣନ୍ତୁ, କ’ଣ କହୁଛନ୍ତି ଭାରତୀୟ ଜ୍ୟୋତିଷ !

ସୂର୍ଯ୍ୟ ପରାଗକୁ ନେଇ ଭାରତୀୟ ଜ୍ୟୋତିଷମାନେ ଅନେକ କଥା ପୂର୍ବାନୁମାନ କରି ଆସିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ଏହା ମଧ୍ୟ ପ୍ରକାଶିତ ହୋଇ ଆସୁଛି । ଭାରତୀୟ ଜ୍ୟୋତିର୍ବିଦମାନଙ୍କ ଗଣନାନୁଯାୟୀ ମିଥୁନ ରାଶିରେ ସୂର୍ଯ୍ୟଦେବଙ୍କ ଦକ୍ଷିଣାୟନ ଗତି ଏବଂ ବର୍ଷା ଋତୁ ହୋଇଥିବାରୁ ସୂର୍ଯ୍ୟ ମିଥୁନ…

ସୂର୍ଯ୍ୟ ପରାଗ : ଭାରତରେ କେତେବେଳେ ଗ୍ରାସ, କେତେବେଳେ ମୋକ୍ଷ

ଜୁନ ୨୧ ତାରିଖ ସକାଳ ୯ଟା ୫୬ ମିନିଟ ସମୟରେ ଗୁଜରାଟ ଦ୍ୱାରକା ଆକାଶରେ ପ୍ରଥମେ ସୂର୍ଯ୍ୟ ପରାଗ ଆରମ୍ଭ ହେବ । ତେବେ ଏହା ଆଂଶିକ ପରାଗ ହେବ । ଯେହେତୁ ଭାରତ ପାଇଁ ରାଜସ୍ଥାନରେ ପ୍ରଥମେ ବଳୟ ପରାଗ ହେବ ତେଣୁ ଏଠିକାର ସମୟ ଉପରେ ନଜର ପକାଇବା । ରାଜସ୍ଥାନରେ ୧୦ଟା ୧୨ ମିନିଟ ୨୬ସେକେଣ୍ଡ…

୨୧ ଜୁନରେ ବିରଳ ବଳୟ ପରାଗ

ଜୁନ ୨୧ ତାରିଖ । ଉତ୍ତର ଭାରତ ଆକାଶରେ ଦେଖାଯିବ ବଳୟ ସୂର୍ଯ୍ୟ ପରାଗ । ସକାଳ ୧୦ଟା ପରେ ସୂର‌୍ୟ୍ୟ ଧୀରେ ଧୀରେ ଛାଇରେ ଲୁଚିବା ଆରମ୍ଭ କରିବ, ହେଲେ ପୁରା ଲୁଚିଯିବନି । ମୁଣ୍ଡ ଉପରକୁ ଆସିବା ବେଳକୁ ସୂର୍ଯ୍ୟର ମଝି ଅଂଶଟିକୁ ଚନ୍ଦ୍ରର ଛାଇ ଘୋଡେଇ ଦେବ । ଆକାଶରେ ସୂର‌୍ୟ୍ୟ ଦେଖାଯିବ ଏକ ଆଲୋକ…