Latest Odisha News

BREAKING NEWS

Browsing Tag

Solar Eclipse

୨୦୨୩ ପରାଗ: ଗୋଟିଏ ପକ୍ଷରେ ଚନ୍ଦ୍ର ଗ୍ରହଣ, ସୂର୍ଯ୍ୟପରାଗ

ଭୁବନେଶ୍ୱର: ୨୦୨୩ ପାଇଁ ଆଉ କେଇ ଘଣ୍ଟାର ପ୍ରତୀକ୍ଷା । ଗୋଟିଏ ଆଶା..ଗୋଟିଏ ଅପେକ୍ଷା..ନୂଆ ବର୍ଷ ଶୁଭଙ୍କର ହେଉ । ଦୂର ହେଉ ରୋଗ ଭୟ..ହଟିଯାଉ ପ୍ରାକୃତିକ ଦୂର୍ବିପାକର ବିପତ୍ତି ।   ୨୦୨୩ କ’ଣ ଭେଟି ନେଇ ଆସିବ ତାହା ତ ସମୟ କହିବ, ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ ବର୍ଷ ୨୦୨୩ରେ ଅନେକ…

ଆଂଶିକ ସୂର୍ଯ୍ୟୋପରାଗ କଣ ? କଣ ରହିବ ପ୍ରଭାବ ?

ଭୁବନେଶ୍ୱର: ଏ ବର୍ଷର ଶେଷ ବା ଅନ୍ତିମ ସୂର୍ଯ୍ୟୋପରାଗ ଆଜି ଦ୍ୱି ପ୍ରହର ପରେ ଆରମ୍ଭ ହେବ । ଏହି ସୂର୍ଯ୍ୟୋପରାଗ ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳରେ ଦେଖାଯିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟୋପରାଗର ୧୨ ଘଣ୍ଟା ପୂର୍ବରୁ ଅଶୁଭ କାଳ ଆରମ୍ଭ ହୋଇଥାଏ । ଭାରତରେ ସୂର୍ଯ୍ୟୋପରାଗ ଦିନ…

ସୂର୍ଯ୍ୟ ପରାଗ ପାଇଁ ଅକ୍ଟୋବର ୨୫ ସରକାରୀ ଛୁଟି

ଭୁବନେଶ୍ୱର: ସୋମବାର ଦୀପାବଳି, ମଙ୍ଗଳବାର ସୂର୍ଯ୍ୟ ପରାଗ । ଅକ୍ଟୋବର ୨୫ରେ ସୂର୍ଯ୍ୟ ପରାଗ ପଡ଼ୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ସରକାରଙ୍କ ଘୋଷଣା ଅନୁସାରେ ଅକ୍ଟୋବର ୨୫ ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ୍, ସ୍କୁଲ, କଲେଜ ଆଦି ସମସ୍ତ…

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଜାଣନ୍ତୁ କି ପ୍ରଭାବ ପଡିବ…

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଜୁନ୍ ମାସରେ ହେବାକୁ ଯାଉଛି। ଏହି ସୂର୍ଯ୍ୟ ପରାଗ ବୃଷ ରାଶିରେ ଚଳନ ହେବାକୁ ଥିବା ବେଳେ ଏହାର ପ୍ରଭାବ ମେଷ ଠାରୁ ଆରମ୍ଭ କରି ମୀନ ରାଶି ଉପରେ ପଡିବ। ବିଶ୍ୱାସ କରାଯାଏ ଯେ ଆଂଶିକ ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣ ମଧ୍ୟ ମନୁଷ୍ୟ ଉପରେ…

ଆସନ୍ତାକାଲି ବର୍ଷର ଶେଷ ସୂର୍ଯ୍ୟପରାଗ; ଜାଣନ୍ତୁ ଭାରତରେ କେତେବେଳେ ହେବ ଦୃଶ୍ୟମାନ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଡିସେମ୍ବର ୧୪ ତାରିଖରେ ହେବାକୁ ଯାଉଛି ବର୍ଷର ଶେଷ ସୂର୍ଯ୍ୟୋପରାଗ। ଏହି ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ, ପରାଗ ଅଧିକାଂଶ ଅଂଚଳ ସମୁଦ୍ର ମଧ୍ୟ ଦେଇ ଯିବ ବୋଲି ଜଣାପଡିଛି। ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ…

ସୂର୍ଯ୍ୟ ପରାଗ: ଓଡ଼ିଶାରେ ଆଂଶିକ ଦୃଶ୍ୟମାନ ହେଲା

ଭୁବନେଶ୍ୱର: ଆଜି ଭାରତର ବିଭିନ୍ନ ସ୍ଥାନରେ ଏହି ସୂର୍ଯ୍ୟ ପରାଗ ସ୍ପଷ୍ଟଭାବେ ଦୃଶ୍ୟମାନ ହୋଇଥିବାର ଖବର ମିଳିଛି । ଓଡ଼ିଶାରେ ରବିବାର ଦିନ ସୂର୍ଯ୍ୟପରାଗ ଆଂଶିକ ଭାବେ ଦୃଶ୍ୟମାନ ହୋଇଛି । ଓଡ଼ିଶାରେ ଏହି ସୂର୍ଯ୍ୟ ପରାଗ ଦିନ ୧୦ଟା ୩୭ରେ ଆରମ୍ଭ ହୋଇ ଦିନ ୨ଟା ୯ ମିନିଟରେ ଶେଷ ହୋଇଥିଲା ।…

କେବେ ବଡ ସୂର୍ଯ୍ୟ, କେବେ ଛୋଟ ସୂର୍ଯ୍ୟ

ସୂର୍ଯ୍ୟ ଚାରିପଟେ ସମସ୍ତ ଗ୍ରହ ଏକ ଅଣ୍ଡାକାର ପଥରେ ଘୁରୁଛନ୍ତି । ସପ୍ତଦଶ ଶତାବ୍ଦୀରେ ଜର୍ମାନ ବୈଜ୍ଞାନିକ ଜୋହାନସ କେପରଲ ଏହା ପ୍ରମାଣ କରିଥିଲେ । ଅଣ୍ଡାକାର କକ୍ଷରେ ଘୁରିବା ବେଳେ ଯେତେବେଳେ ପୃଥିବୀ ସୂର୍ଯ୍ୟଠାରୁ କମ ଦୂରତା (୧୪.୭୧କୋଟି କିମି) ରେ ରହେ ସେତେବେଳେ ସୂର୍ଯ୍ୟର ଆକାର ବଡ…

ବର୍ଷକୁ ୭ଥର ହୁଏ ଗ୍ରହଣ

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଅତିକମରେ ୨ଟି ଏବଂ ଅତି ବେଶୀରେ ୫ଟି ଗ୍ରହଣ ହୋଇଥାଏ । ତେବେ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟ ପରାଗର ମୋଟ ସଂଖ୍ୟା ସର୍ବାଧିକ ୭ ହେବ । ପୁଣି ସୂର୍ଯ୍ୟ ପରାଗ ଏକା ଆସେନି । ଚନ୍ଦ୍ରଗ୍ରହଣର ୧୫ଦିନ ଆଗରୁ ବା ୧୫ ଦିନ ପରେ ସୂର୍ଯ୍ୟ ପରାଗ ପଡେ । ସୂର୍ଯ୍ୟ ପରାଗ ଏବଂ…

ସୂର୍ଯ୍ୟ ପରାଗ : ଆକାଶରେ ଛାଇ ଆଲୁଅର ଖେଳ

ସୂର୍ଯ୍ୟ ପରାଗ ହେଉ କି ଚନ୍ଦ୍ର ଗ୍ରହଣ ଏସବୁ କେବଳ ମହାକାଶରେ ଛାଇ ଆଲୁଅର ଖେଳ । ପୃଥିବୀରୁ ଆମେ ଦୁଇ ପ୍ରକାର ଗ୍ରହଣ ଦେଖୁ । ସୂର୍ଯ୍ୟ ପରାଗ ହୁଏ ଅମାବାସ୍ୟା ଦିନ । ଚନ୍ଦ୍ରର ଛାଇ ଭିତରେ ପୃଥିବୀ ଅତିକ୍ରମ କରିବା ବେଳେ କିଛି ସମୟ ପାଇଁ ସୂର୍ଯ୍ୟ ଲୁଚିଯାଏ । ଠିକ ସେହି ଭଳି ପୂର୍ଣ୍ଣମୀରେ…

କେମିତି ନିରାପଦରେ ଦେଖିପାରିବେ ପରାଗ

ଆଜି ସୂର୍ଯ୍ୟପରାଗ ଅନୁଷ୍ଠିତ ହେବ । ଏହା ପୂର୍ବାହ୍ନ ପ୍ରାୟ ୧୦ଟା ୨୦ରୁ ଆରମ୍ଭ ହୋଇ ଦିନ ୨ଟା ୨୦ରେ ମୋକ୍ଷ ହେବ । ତେବେ ଦିନ ୧୨.୧୫ ରୁ ୧୨ଟା ୩୦ ମଧ୍ୟରେ ସର୍ବାଧିକ ପରାଗ ଅନୁଷ୍ଠିତ ହେବ । ତେବେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିବା କ୍ଷତିକାରକ । ତେଣୁ ପରାଗ ସମୟରେ ସୂର୍ଯ୍ୟଙ୍କୁ ଖାଲି…