Latest Odisha News

BREAKING NEWS

Browsing Tag

son killed father

ବାପାଙ୍କ ଶରୀରକୁ ୩୨ ଖଣ୍ଡ କରି ବୋରୱେଲରେ ଫିଙ୍ଗି ଦେଲା ପୁଅ

ବେଙ୍ଗଳୁରୁ: ଶ୍ରଦ୍ଧା ୱାକରଙ୍କ ହତ୍ୟା ପରେ ଶବକୁ ଖଣ୍ଡ ଖଣ୍ଡ କରିବାର ମାମଲା ସାମ୍ନାକୁ ଆସୁଛି । ଏବେ ଶ୍ରଦ୍ଧା ୱାକର ଭଳି ଆଉ ଏକ ମାମଲା ଆସିଛି କର୍ଣ୍ଣାଟକରୁ । ବାଗଲକୋଟରେ ଜନ୍ମ କଲା ବାପାର ଶରୀରକୁ ପୁଅ ଅତି ନୃଶଂସ ଭାବେ ୩୨ ଖଣ୍ଡ କରିବା ପରେ ବୋରୱେଲ୍ ଭିତରେ ପକାଇ ଦେଇଥିବା ଜଣାପଡ଼ିଛି…

ମଦ ପିଇବାକୁ ଟଙ୍କା ଦେଲେନି ବାପା, ଛୁରୀ ଭୁସି ମାରିଦେଲା ପୁଅ

କବିସୂର୍ଯ୍ୟନଗର(ଗଞ୍ଜାମ): ମଦ ପିଇବା ପାଇଁ ବାପା ଟଙ୍କା ଦେଲେନି । ପୁଅ ମୁଣ୍ଡକୁ ପିତ୍ତ ଚଢ଼ିଲା । ବାପାଙ୍କୁ ଛୁରୀ ଭୁସି ହତ୍ୟା କରିଛି କୁଳାଙ୍ଗାର ପୁଅ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମହାଛାଇ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ଗାଁର କରୁଣାକର ସାହୁ ।…

ପୁଅ ସାଜିଲା ପିଶାଚ: ଟାଙ୍ଗିଆରେ ହାଣି ବାପାଙ୍କୁ ହତ୍ୟା କଲା, ମାଆ ଗୁରୁତର

ଅନୁଗୁଳ: ପୁଅ ନାଁରେ କଳଙ୍କ । ପିତୃ ହନ୍ତା । ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ । ଆକ୍ରମଣରେ ମାଆ ଗୁରୁତର ହୋଇଛନ୍ତି । ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଦୁର୍ଗାପୁର କୁଡ଼ାସାହିର କୃଷ୍ଣଚନ୍ଦ୍ର ବେହେରା । ତାଙ୍କ…

ପିତୃ ହନ୍ତା: ବାପାଙ୍କୁ ଶାବଳରେ ପିଟି ହତ୍ୟା କଲା ପୁଅ

ସୋନପୁର: ଜନ୍ମଦାତାଙ୍କୁ ହତ୍ୟା । ବାପାଙ୍କୁ ମାରି ପୋତି ଦେଲା ପୁଅ । ଏଭଳି ବର୍ବର ଓ ଅମାନବୀୟ କାଣ୍ଡ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାଲା ଗାଁରେ । ମୃତକ ହେଲେ ମୁରଲୀ ତସା । ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୋଲିସ । ଅଧିକ ଖୋଳତାଡ ଜାରି ରହିଛି । ମୁରଲୀ…

ଘୁଙ୍ଗୁଡି ପାଇଁ ହତ୍ୟାକାରୀ ସାଜିଲା ପୁଅ !

ଉତ୍ତରପ୍ରଦେଶ: ପଢିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ଆମ ଜୀବନରେ ଘୁଙ୍ଗୁଡି ଏକ ଅଭିନ୍ନ ଅଙ୍ଗ । ପରିବାରରେ କେହି ନା କେହି ଏପରି ଅଭ୍ୟାସରେ ସଂପୃକ୍ତ ଥାନ୍ତି । ହେଲେ ଘୁଙ୍ଗୁଡି ମାରିବାକୁ ନେଇ ହତ୍ୟାକାଣ୍ଡ ଭଳି ଘଟଣା ଆପଣ କେବେ ବି ଶୁଣିନଥିବେ କି ପଢିନଥିବେ ।…