Latest Odisha News

BREAKING NEWS

Browsing Tag

Sonepur News

ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର

ସୋନପୁର : ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳରେ ଚାଲିଗଲା ଜଣଙ୍କ ଜୀବନ ।ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଅନ୍ତଡା ଗାଁ ଠାରେ ଟ୍ରାକ୍ଟର ଓ ବାଇକ ମୁହାଁ ମୁହିଁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୨ ଜଣ ଗୁରୁତର ହୋଇପଡିଛନ୍ତି ।ମୃତକ ଜଣକ ହେଲେ ଶିବା ସୁନା । …

ସୋନପୁରରେ ଜୋର ଧରିଲା କ୍ୟାପଟେନଙ୍କ ଇସ୍ତଫା ଦାବି

ସୋନପୁର : ସୋନପୁରରେ ଜୋର ଧରିଲା କ୍ୟାପଟେନଙ୍କ ଇସ୍ତଫା ଦାବି  । କଳାହାଣ୍ଡି ଜିଲ୍ଲ ମହାଲିଙ୍ଗି ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ସୋନପୁରରେ ବିକ୍ଷୋଭ । ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ସବୁ ପ୍ରକାର ପ୍ରୋତ୍ସାହନ ଦେଇ ଆସୁଥିବା ଜୁନାଗଡ଼ ବିଧାୟକ ତଥା ଗୃହ…

ସୁବର୍ଣ୍ଣପୁରରେ କରୋନା କଟକଣା ମଧ୍ୟରେ ପୂଜା ପାଉଛନ୍ତି ମା’

ସୁବର୍ଣ୍ଣପୁର : ଆଜି ପବିତ୍ର ବିଜୟା ଦଶମୀ ବା ଦଶହରା । ସୁବର୍ଣ୍ଣପୁର ସହରରେ କରୋନା କଟକଣା ମଧ୍ୟରେ ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମା' ଦୁର୍ଗା । ଯନ୍ତ୍ର, ମନ୍ତ୍ର ,ତନ୍ତ୍ରରେ କମ୍ପି ଉଠୁଛି ପରିବେଶ । ଗତ ଆଶ୍ୱିନ ଅମାବାସ୍ୟା ଠାରୁ ସମସ୍ତ  ଅଷ୍ଟଚଣ୍ଡୀଙ୍କ ପୀଠମାନଙ୍କରେ ସ୍ବତନ୍ତ୍ର…