‘କୋହଳ ହେଲା କଟକଣା, ବଢ଼ିଲା ଅବହେଳା, ବଢ଼ିଲା କରୋନା’
ଭୁବନେଶ୍ୱର: ଲକଡାଉନ କଟକଣା କୋହଳ ହେବା ପରେ ବଢ଼ିଗଲା ଲୋକଙ୍କ ଅବହେଳା । ବେପାରୁଆ ହୋଇଗଲେ ଲୋକ । କିଛି ଲୋକଙ୍କ ଦାୟିତ୍ୱିହୀନତା ଯୋଗୁଁ କରୋନା ବିରୋଧୀ ଲଢେଇ ଦୁର୍ବଳ ହେଉଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ…