Latest Odisha News
Browsing Tag

SRC

‘କୋହଳ ହେଲା କଟକଣା, ବଢ଼ିଲା ଅବହେଳା, ବଢ଼ିଲା କରୋନା’

ଭୁବନେଶ୍ୱର: ଲକଡାଉନ କଟକଣା କୋହଳ ହେବା ପରେ ବଢ଼ିଗଲା ଲୋକଙ୍କ ଅବହେଳା । ବେପାରୁଆ ହୋଇଗଲେ ଲୋକ ।  କିଛି ଲୋକଙ୍କ ଦାୟିତ୍ୱିହୀନତା ଯୋଗୁଁ କରୋନା ବିରୋଧୀ ଲଢେଇ ଦୁର୍ବଳ ହେଉଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ…

ଆସୁଛି ଆଉ ଏକ ଲଘୁଚାପ, ୫ ଦିନ ଯାଏଁ ଲାଗି ରହିବ ବର୍ଷା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୨୪ ଘଂଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୨୪ ତାରିଖ ବେଳକୁ ଲଘୁଚାପ ଭୀଷଣ ରୂପ ନେବ । ଯାହା ଫଳରେ ୨୫ ଏବଂ ୨୬ ତାରିଖରେ…

୫ ଜିଲ୍ଲାକୁ ପ୍ରବଳ ବର୍ଷାର ରେଡ୍ ଆଲର୍ଟ

ଭୁବନେଶ୍ୱର: ରାଜ୍ୟର ୫ ଜିଲ୍ଲା କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ ଓ ଦେବଗଡରେ ଆସନ୍ତା ୨୪ ଘଂଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ଏହି ସମୟରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ନେଇ ମଧ୍ୟ ସମ୍ଭାବନା ରହିଛି । ତେଣୁ ଏହି ୫ଟି ଜିଲ୍ଲା…

ବର୍ଷା: ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କଲେ ଏସ୍‌ଆର୍‌ସି

ଭୁବନେଶ୍ୱର: ଆସନ୍ତା ୨୪ ଘଂଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ରେଡ୍ ୱାଣ୍ଣିଂ ଜାରି କରାଯାଇଛି । ଏନେଇ ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର…

ବନ୍ୟାରେ ବୁଡିଛି ମାଲକାନଗିିରିର ୯୩୩ ଗାଁ, ଭାଙ୍ଗିଛି ୩୨୧ ଘର

ମାଲକାନଗିରି: ମାଲକାନଗିରିରେ ବନ୍ୟା ସ୍ଥିତିରେ ଧୀରେ ଧୀରେ ଆସୁଛି ସୁଧାର । ବର୍ଷା କମିଛି, ହେଲେ ଏବେବି ଅନେକ ଅଂଚଳ ପାଣି ଘେରରେ ରହିଛି । ଏନେଇ ଆଜି ଆକାଶ ମାର୍ଗରୁ ବନ୍ୟାଂଚଳର ଅନୁଧ୍ୟାନ କରିଛନ୍ତି ରଜସ୍ୱ ମନ୍ତ୍ରୀ ସୁଧାମ ମାରାଣ୍ଡି ଓ ଏସ୍‌ଆର୍‌ସି । ବନ୍ୟାରେ ମାଲକାନଗରିରି…

ରାଜ୍ୟରେ ୨୪ ଘଂଟାରେ ୪୨ ହଜାରରୁ ଅଧିକ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଦ୍ୱିତୀୟ ଦିନ ପାଇଁ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା ହୋଇଛି । ଗତ ୨୪ ଘଂଟାରେ ୪୨ ହଜାର ୭୬୧ ନମୁନା ପରୀକ୍ଷା କରାଯାଇଛି । ୩୬ ହଜାର ୨ ଆଂଟିଜେନ ଟେଷ୍ଟ ହୋଇଥିବାବେଳେ ୬ହଜାର ୬୩୫ ହେଉଛି ଆରଟିପିସିଆର ଟେଷ୍ଟ । ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି…

ଅଗଷ୍ଟ ୧୫ ପାଇଁ ସଟ୍‌ଡାଉନ୍ କୋହଳ

ଭୁବନେଶ୍ୱର: ଅଗଷ୍ଟ ୧୫ ପାଇଁ କୋହଳ ହେଲା କଟକଣା । ୪ ଜିଲ୍ଲା ଗଂଜାମ, ଖୋର୍ଦ୍ଧା, ଗଜପତି, କଟକ ସମେତ ରାଉରକେଲା ସହରରେ ସଟଡାଉନ୍ କିଛି ଘଂଟା ପାଇଁ କୋହଳ ହେବ । ଏହି ୪ ଜିଲ୍ଲା ଏବଂ ରାଉରକେଲା ମ୍ୟୁନିସପାଲଟିରେ ସପ୍ତାହିକ ସଟଡାଉନ୍‌କୁ କିଛି ଘଂଟା ପାଇଁ କୋହଳ କରାଯିବ । ଏନେଇ ଆଜି ରାଜ୍ୟ…

ବର୍ଷା ଆଲର୍ଟ, ଜିଲ୍ଲାପାଳଙ୍କୁ ଏସ୍‌ଆର୍‌ସିଙ୍କ ଚିଠି

ଭୁବନେଶ୍ୱର: ଉତ୍ତର ବଙ୍ଗପୋସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ଆଗାମୀ ୫ରୁ ୬ ଦିନ ୧୮ଟି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ରାଜ୍ୟରେ ବର୍ଷା ନେଇ ସବୁ ଜିଲ୍ଲାପାଳଙ୍କୁ ଏସଆରସି ପ୍ରଦୀପ ଜେନା ଚିଠି ଲେଖିଛନ୍ତି । ସବୁ ଜିଲ୍ଲାପାଳଙ୍କୁ…

୪ଟି ଜିଲ୍ଲା ଓ ରାଉରକେଲା ମ୍ୟୁନିସପାଲଟିରେ ସାପ୍ତାହିକ ସଟ୍‌ଡାଉନ୍

ଭୁବନେଶ୍ୱର: ରାଜ୍ୟର ୪ଟି ଜିଲ୍ଲା ଓ ଗୋଟିଏ ମ୍ୟୁନିସପାଲଟିରେ ଜାରି ହୋଇଛି ସାପ୍ତାହିକ ସଟଡାଉନ୍ । ଖୋର୍ଦ୍ଧା, ଗଂଜାମ, ଗଜପତି, କଟକ ଓ ରାଉରକେଲା ମ୍ୟୁନିସପାଲଟିରେ ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ୍ ରହିବ । ଏନେଇ ଆଜି ସରକାର ଗାଇଡାଲଇନ୍ ଜାରି କରିଛନ୍ତି। ଏହି ୪ଟି ଜିଲ୍ଲାରେ…

ଏ ବର୍ଷ ଶୁଭିବନି କାଉଡିଆଙ୍କ ବୋଲବମ ଡାକ, ଲାଗିଲା କଟକଣା

ଭୁବନେଶ୍ୱର: ଚଳିତ ବର୍ଷ ବନ୍ଦ ରହିବ ବୋଲବମ ଯାତ୍ରା । ଆଉ ଶୁଭିବନି କାଉଡିଆଙ୍କ ବୋଲବମ ଡାକ । ବୋଲବମ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ସରକାର । ମହାକାରୀ କରୋନାର ପ୍ରକୋପ ଦେଖି ଏଭଳି ନିଷ୍ପତି ନିଆଯାଇଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା…