Latest Odisha News

BREAKING NEWS

Browsing Tag

SRC

ସଟ୍‌ଡାଉନ ବୃଦ୍ଧି ନେଇ ଗୁଜବକୁ ଖଣ୍ଡନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ବ୍ୟତୀତ ସଟ୍‌ଡାଉନ୍ ବୃଦ୍ଧି କରାଯିବା ନେଇ ସରକାରଙ୍କ କୌଣସି ଯୋଜନା ନାହିଁ ବୋଲି ଏକ ସ୍ପଷ୍ଟିକରଣ ଦେଇ କହିଛନ୍ତି ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସଆରସି) ପ୍ରଦୀପ୍ତ ଜେନା । ଅନ୍ୟଦିନ ସଟ୍‌ଡାଉନ୍ ବୃଦ୍ଧି ହେବା ନେଇ…

ସଟଡାଉନ୍ ସମୟରେ ଗଡିବ ବସ୍

ଭୁବନେଶ୍ୱର: ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହକୁ ଦୁଇ ଦିନ ୧୧ଟି ଜିଲ୍ଲାରେ ସଟଡାଉନ ଘୋଷଣା କରିଛନ୍ତି। ଶନିବାର ଓ ରବିବାର ୧୧ ଜିଲ୍ଲା ପୁରା ସଟ୍ଡାଉନ୍ ରହିବ । ତେବେ ଏହି ସଟଡାଉନ୍ ସମୟରେ ସ୍ୱାଭାବିକ ଭାବେ ଗଡିବ ବସ୍ । ବସ୍ ଉପରେ କୌଣସି କଟକଣା ଲାଗିବ…

ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହେଲା ବାତ୍ୟା ‘ଅମ୍ଫାନ’

ଭୁବନେଶ୍ୱର: ଧୀରେ ଧୀରେ ଓଡ଼ିଶା ଛାଡି ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହେଉଛି ବାତ୍ୟା ଅମ୍ଫନ । ଏବେ ଦୀଘାଠାରୁ ଏହା ମାତ୍ର ୯୫ କିଲୋମିଟର ଦୂରରେ ରହିଛି । ଏନେଇ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି । ଆଜି ଅପରାହ୍ଣ ୪ଟାରୁ ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାୟ ୧ଘଣ୍ଟାରୁ ୨…

୨୪ ଘଣ୍ଟାରେ ଅମ୍ଫାନ ନେବ ଏକଷ୍ଟ୍ରିମ୍ ସାଇକ୍ଲୋନିକ ଷ୍ଟର୍ମର ରୂପ

ଭୁବନେଶ୍ୱର : ଅତି ଭୀଷଣ ଝଡ ବାତ୍ୟାର ରୂପ ନେଲା ଅମ୍ପାନ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଏକଷ୍ଟ୍ରିମ୍ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ବର୍ତ୍ତମାନ ଏହା ପାରାଦୀପଠାରୁ ୯୬୦ କିଲୋମିଟର ଦୂରରେ ଥିବା ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । ଆସନ୍ତାକାଲି ସନ୍ଧ୍ୟାରୁ…

ଆଜି ରାତିରେ କେଉଁସବୁ ଜିଲ୍ଲାରେ ହେବ ବର୍ଷା, ଜାଣନ୍ତୁ

ଭୁବନେଶ୍ୱର: ସୋମବାର ରାତିରେ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବାର ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏନେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନ (ଏସଆରସି) ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସତର୍କ ସୂଚନା ପ୍ରଦାନ…

ପ୍ରବଳ ବର୍ଷା ଆଶଙ୍କା, ୧୫ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ତଥା ବର୍ଷା ସ୍ଥିତିକୁ ନେଇ ସତର୍କ ରହିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ମଙ୍ଗଳବାର ଦିନ ଆଲର୍ଟ ଜାରି କରାଯାଇଛି । ଉତ୍ତର ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଥିବା ବେଳେ ଏହା ଧିରେ ଧିରେ ଉତ୍ତର…

ବଢୁଛି ତାତି, ସଚେତନାମୂଳକ ପଦକ୍ଷେପ ଗ୍ରହଣ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସତର୍କ ସୂଚନା ଅନୁଯାୟୀ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସୋମବାର ଦିନ ସ୍ୱତନ୍ତ୍ର ରିଲିଫ୍…