Latest Odisha News

BREAKING NEWS

Browsing Tag

STA

ଏଚ୍ଆରଏସପି ଲଗାଇ ନଥିଲେ ଜୁନ୍ ୨୩ରୁ ଜରିମାନା

ଭୁବନେଶ୍ୱର: ଗାଡ଼ି ଚାଳକ ସାବଧାନ । ଆପଣଙ୍କ ଗାଡ଼ିରେ ନୂଆ ନମ୍ବର ପ୍ଲେଟ୍ ଲଗାଇଛନ୍ତି ତ ? ନଚେତ୍ ଜରିମାନା ଦେବେ । ଜୁନ୍ ୨୩ରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏଚ୍ଆରଏସପି (ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍) ଲଗାଇ ନଥିଲେ ଜରିମାନା ଆଦାୟ କରିବେ । ଆସନ୍ତା ୨୩ରୁ ଆରମ୍ଭ ହେବ…

ତ୍ୱରିତ ସ୍ୱାସ୍ଥ୍ୟସେବା ପାଇଁ ଆରମ୍ଭ ହେବା ଯୋଜନା “ଲକ୍ଷ୍ମୀ”, ଗୁରୁତର ରୋଗୀ ଓ ଆହତଙ୍କୁ ହସପିଟାଲ୍…

ଭୁବନେଶ୍ୱର : ଗୁରୁତର ରୋଗୀ କିମ୍ବା ଆହତ ବ୍ୟକ୍ତିଙ୍କୁ ଠିକଣା ସମୟରେ ଡାକ୍ତରଖାନାରେ ଆଣି ପହଞ୍ଚାଇବ ହେଲିକପ୍ଟର। ସଡ଼କପଥରେ ଅପଚୟ ହେଉଥିବା ମୂଲ୍ୟବାନ ସମୟକୁ ଭରଣା କରିବା ଲକ୍ଷ୍ୟରେ ରୋଗୀ ଏବଂ ଆହତଙ୍କୁ ଡାକ୍ତରଖାନା ପର୍ଯ୍ୟନ୍ତ ଆଣିବା ପାଇଁ ହେଲିକପ୍ଟର ଏମର୍ଜେନ୍ସି ମେଡିକାଲ…

ଆକ୍ସନ୍ ମୋଡରେ ରାଜ୍ୟ ପରିବହନ ବିଭାଗ, ଏଣିକି ଜୋରିମାନା ସହ ଥାନାରେ ହେବ FIR

ଭୁବନେଶ୍ୱର : ଟ୍ରାଫିକ୍ ନିୟମ ଖିଲାପକାରୀଙ୍କୁ ଆଉ ନିସ୍ତାର ନାହିଁ ! ରାଜ୍ୟରେ ଟ୍ରାଫିକ ନିୟମର ଉଲଘଂନ ରୋକିବା ନେଇ ଶୂନ୍ୟ ସହନଶୀଳତା ନୀତି ଆପଣା ଯିବ ବୋଲି ସଫାସଫା କହିଛି ରାଜ୍ୟ ପରିବହନ ବିଭାଗ । ଏହି କ୍ରମରେ ବଡଧରଣର ଅଭିଯାନ ଚଲାଇବ ପରିବହନ ବିଭାଗ । ଦିନ ତମାମ ରାଜ୍ୟବ୍ୟାପି ଚାଲିବ…

ପୁଣି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଅବଧି ବଢ଼ାଇଲେ ସରକାର

ଭୁବନେଶ୍ୱର: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଝାମେଲା ସରୁ ନଥିବା ବେଳେ ସରକାର ପୁଣି ଥରେ ଆଶ୍ୱସ୍ତି ଦେଇଛନ୍ତି । ରାଜ୍ୟ ପରିବହନ କର୍ତ୍ତୃପକ୍ଷ HSRP ଲଗାଇବା ଅବଧିକୁ ପୁଣି ଥରେ ମାସେ ବୃଦ୍ଧି କରିଛନ୍ତି । ଏନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ଗାଡ଼ିର ରେଜିଷ୍ଟ୍ରେସନ୍…

ଓଭରଲୋଡିଂ କରୁଥିଲେ ସାବଧାନ, ଦିନକରେ ୯୨ ଜଣଙ୍କ କଟିଲା ଚାଲାଣ

କଟକ: ଓଭରଲୋଡ୍ କାରୀ ସାବଧାନ । ପରମିଟ୍ ଠାରୁ ଅଧିକ ଓଭରଲୋଡିଂ କରି ରାସ୍ତାରେ ଯାଉଥିଲେ ଚାଲାଣ କଟିବା ସହ ଡ୍ରାଇଭିଂ ଲାଇସେନ୍ସ ବି ଜବତ ହେବ । ଓଭରଲୋଡ୍ ଯାନ ବିରୋଧରେ ରାଜ୍ୟ ପରିବହନ ପ୍ରାଧିକରଣ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ ମୋଟ ୯୨ଟି ଚାଲାଣ…

ଆସନ୍ତା ୨୦ରୁ କଡ଼ାକଡ଼ି ଚେକିଂ ହେବ ସ୍କୁଲ ଯାନବାହନ

ଭୁବନେଶ୍ୱର: ଆସନ୍ତା ୨୦ରୁ କଡ଼ାକଡ଼ି ହେବ ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ଯାନବାହାନ ଚେକିଂ। ୨୦ରୁ ୨୭ ତାରିଖ ଯାଏଁ ହେବାକୁ ଥିବା ଏହି ସ୍ପେଶାଲ ଡ୍ରାଇଭରେ ସବୁ ପ୍ରକାର ଗାଡ଼ିର ଫିଟେନସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯିବ। ଗାଡ଼ିରେ…

ବାତିଲ୍ ହେଲା ଡ୍ରାଇଭିଂ ଲାଇସେନ୍ସ, ଏଲ୍‌ଏଲ୍ ସ୍ଲଟ୍ ବୁକିଂ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଓ ଲର୍ଣ୍ଣର୍ସ ଲାଇସେନ୍ସ (ଏଲ୍‌ଏଲ୍‌) ସ୍ଲଟ୍ ବୁକିଂ ଟେଷ୍ଟ୍ ବାତିଲ୍ କରିଛନ୍ତି । ଏକ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ପକ୍ଷରୁ ସୂଚନା ଦେଇ କୁହାଯାଇଛି ଯେ, ମାର୍ଚ୍ଚ ୨୫ ତାରିଖରେ…