Latest Odisha News

BREAKING NEWS

Browsing Tag

state BJP

ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କ ବିୟୋଗ, ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର: ପୂର୍ବତନ ଗୁଣୁପୁର ବିଧାୟକ ରାମମୂର୍ତ୍ତି ମୁଟ୍ଟିକାଙ୍କ ଦେହାନ୍ତ ହୋଇଯାଇଛି ।  ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଆନ୍ଧ୍ରପ୍ରଦେଶର ଏକ ଘରୋଇ ମେଡିକାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାମମୂର୍ତ୍ତି ମୁଟ୍ଟିକା ଗୁଣୁପୁର ବିଧାନସଭା ଆସନରୁ ବିଜେଡିର ବିଧାୟକ…

ରାମ ମନ୍ଦିରକୁ ନେଇ ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର: ଆସନ୍ତାକାଲି ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିରର ଭୂମି ପୂଜନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ରାଜ୍ୟରେ ରାଜନୀତି ସରଗରମ ହୋଇଛି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କାଲିର ଦିନ ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟରେ…

ଆତ୍ମନିର୍ଭର ଭାରତ ଯୋଜନାର ହିସାବ ଦେଲା ବିଜେପି

ଭୁବନେଶ୍ୱର: ଆତ୍ମନିର୍ଭର ଭାରତରେ ଓଡିଶାର ଭାଗକୁ ନେଇ ହିସାବ ଦେଲା ବିଜେପି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି ହିସାଵ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଆତ୍ମ ନିର୍ଭର ଭାରତ ପ୍ୟାକେଜରୁ ଓଡିଶାର ଗୋଟିଏ ପରିବାର ମାସକୁ ପାଇବେ ୧୧୦୬୭ ଟଙ୍କା । ଏଥିରେ…

ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରସାର ହେବ ମୋଦୀ ସରକାରଙ୍କ ସଫଳତା

ଭୁବନେଶ୍ୱର: ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷରେ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ରାଜ୍ୟପାସୀଙ୍କ ପାଖରେ କେନ୍ଦ୍ରସରକାରଙ୍କ ସଫଳତା ପହଁଚାଇବ ରାଜ୍ୟ ବିଜେପି । ଓଡିଶାରେ ମାସେ ଧରି ଏହି କାର୍ଯ୍ୟକ୍ରମ ଚାଲିବ । ଜୁନ୍ ୧ ତାରିଖରୁ ମାସେ ଯାଏ ଡିଜିଟାଲ୍…