Latest Odisha News

BREAKING NEWS

Browsing Tag

State election commissioner

ଉପନିର୍ବାଚନ: ଦିନ ୧ଟା ସୁଦ୍ଧା ଦୁଇ ଆସନରେ ୪୦.୫୧% ମତଦାନ

ଭୁବନେଶ୍ୱର: ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲରେ ଜାରି ରହିଛି ମତଦାନ । ଉଭୟ ଆସନରେ ଦିନ ୧ଟା ସୁଦ୍ଧା ୪୦.୫୧ ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮ % ମତଦାନ ହୋଇଥିବା ସୂଚନା ମିଳିଛି । ପ୍ରଥମେ…

ଦିନ ୧୧ଟା ସୁଦ୍ଧା ବାଲେଶ୍ୱରରେ ୨୭.୬% ଓ ତିର୍ତ୍ତୋଲରେ ୨୪.୯୩% ଭୋଟିଂ

ଭୁବନେଶ୍ୱର: ଆଜି ରାଜ୍ୟର ଦୁଇଟି ଆସନରେ ଚାଲିଛି ଉପନିର୍ବାଚନ ପାଇଁ ମତଦାନ । ଉଭୟ ବିଧାନସଭା ଆସନ ଲଗି ମତଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ତେବେ ସକାଳୁ ସକାଳୁ ମତଦାନ ହାର ସେଭଳି ଅଧିକ ନଜର ଆସିନି । ସକାଳ ୧୧ଟା ସୁଦ୍ଧା ୨୬.୨୪ ପ୍ରତିଶତ ଭୋଟଦାନ ରେକର୍ଡ ହୋଇଛି ।…

ରାଜ୍ୟ ନିର୍ବାଚନ କମିଶନର ଭାବେ ଆଦିତ୍ୟ ପ୍ରସାଦ ପାଢୀଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ପୂର୍ବତନ ଓଡିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୋମବାର ଦିନ ରାଜ୍ୟ ନିର୍ବାଚନ କମିଶନର (ସିଇସି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ପାଢୀ ପୂର୍ବତନ ରାଜ୍ୟ ନିର୍ବାଚନ କମିଶନର ନବ କୁମାର ନାୟକଙ୍କ ଠାରୁ ଏହି ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ୧୯୮୩…