କୀଟନାଶକ ପିଇ ପ୍ରାଣ ହରାଇଲେ ସ୍ୱାମୀ; ସ୍ତ୍ରୀ ଗୁରୁତର
ପାରାଦ୍ବୀପ: କୁଜଙ୍ଗ ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମପଂଚାୟତ ଅଧିନସ୍ଥ ହସିଣା ଗ୍ରାମରେ କୀଟନାଶକ ଔଷଧ ପିଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଅଛନ୍ତି।
ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନତରିତ କରାଯାଇଥିବା ସୂଚନା ମିଳିଛି।…