Latest Odisha News
Browsing Tag

Supriya Prashant

ବ୍ୟଙ୍ଗ : ଚୁଗୁଲିବାଦୀ ମେନିଫେଷ୍ଟୋ

ସୁପ୍ରିୟା ପ୍ରଶାନ୍ତ  ସାମ୍ୟବାଦ, ସମାଜବାଦ, ନାରୀବାଦ, ମାନବବାଦ ସବୁରି ଉପରେ ଆଜ୍ଞା ଚୁଗୁଲିବାଦ। ଆମର ଏଠି ଯେତେ ବାଦ ପ୍ରତିବାଦ ଅଛି, ସମାଜର ଘାସମୂଳରେ ପରିବର୍ତ୍ତନ ପାଇଁ ଚୁଗୁଲିବାଦର ଆବଶ୍ୟକତାଯେ ସବୁଠାରୁ ଅଧିକ, ଏକଥା ଦିନକୁ ଦିନ ସ୍ପଷ୍ଟରୁ ସ୍ପଷ୍ଟତର ହେଇଯାଉଛି। ନିତିଦିନିଆ…

ଗଳ୍ପ : ୨୦୫୦ ଏକ ପ୍ରେମ କାହାଣୀ

ସୁପ୍ରିୟା ପ୍ରଶାନ୍ତ “ପ୍ରେମ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଉଦ୍ଭାବନ।” ରାଧିକା ପୁରୁଣା ଆଲବମଟିଏ ଓଲଟଉ ଓଲଟଉ କହିଲେ,“ସମାଜ ବ୍ୟବସ୍ଥାର ସ୍ଥାୟୀତ୍ୱ ପାଇଁ ଏ ଯୁଗାନ୍ତକାରୀ ଉଦ୍ଭାବନର ଆବଶ୍ୟକତା ଥିଲା। ଏ ସଂସାରରେ ସ୍ତ୍ରୀ ମଣିଷ ଆଉ ପୁରୁଷ ମଣିଷ ଭଲା କାହିଁକି ପରସ୍ପର ପାଇଁ ତିଆରି ହେବେ?…

କବିତା : ଭୁବନେଶ୍ୱର

ସୁପ୍ରିୟା ପ୍ରଶାନ୍ତ ଭୁବନେଶ୍ୱର ନିରୁଦ୍ଧିଷ୍ଟା ଜଣେ ରହସ୍ୟମୟୀ ନାରୀ ତାକୁ ଦେଖିଥିବା ଲୋକେ ମନେ ପକାନ୍ତି , ସେ ନିରୀମାଖୀ, ଏକବାରେ ମନୋଇ ଟିଆପଖିଆ ପଣତ ତାର ଲମ୍ବିଥାଏ , ଖଣ୍ଡଗିରିରୁ ଚନ୍ଦକା ଶେଷଯାଏ, ତା ବୁକୁରେ ମୁହଁ ଗୁଞ୍ଜନ୍ତି , ଡେଉଁଥାନ୍ତି ପଲେ ମାଙ୍କଡ଼ଛୁଆ ।…