Latest Odisha News

BREAKING NEWS

Browsing Tag

Surat Returnees

୭ ଦିନ, ୭ ଜିଲ୍ଲାରେ ୬୫ ସୁରତ ଫେରନ୍ତା ପଜିଟିଭ୍

ଭୁବନେଶ୍ୱର : ପଶ୍ଚିମଂବଙ୍ଗ ପରେ ଚିନ୍ତା ବଢାଇଲେଣି ସୁରତ ଫେରନ୍ତା । ପ୍ରତିଦିନ ସାମ୍ନାକୁ ଆସୁଛି ପଜିଟିଭ୍ କେସ୍ । କେତେବେଳେ ୭ ତ କେତେବେଳେ ୧୭ । ସୁରତ ଫେରନ୍ତାଙ୍କ ସଂଖ୍ୟା ଉପରମୁହାଁ । ସାତ ଦିନରେ ରାଜ୍ୟର ତିନିଟି ଜୋନରୁ ୬୫ ସୁରତ ଫେରନ୍ତା କରୋନା ସଂକ୍ରମିତ ହୋଇଛନ୍ତି ।…

ଗଞ୍ଜାମରେ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୦୦ରୁ ଅଧିକ ସୁରତ ଫେରନ୍ତା ଚମ୍ପଟ

ବ୍ରହ୍ମପୁର: ଗୁଜରାଟର ସୁରତ ସମତେ ଅନ୍ୟରାଜ୍ୟରୁ ଶତାଧିକ ଓଡିଆ ଶ୍ରମିକ ରାଜ୍ୟକୁ ଫେରିବା ଆରମ୍ଭ ହୋଇଛି । ସମ୍ଭାବିତ କୋଭିଡ୍‌୧୯ ସଂକ୍ରମଣ ଦୃଷ୍ଟିରୁ ବାହାର ରାଜ୍ୟରୁ ଫେରୁଥିବା ସମସ୍ତ ଲୋକଙ୍କୁ ୧୪ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ରେ ରଖାଯାଉଛି । ତେବେ ଗଞ୍ଜାମର ବେଗୁନିଆପଡା…

ସୁରତରୁ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ନେଇ ଆସୁଥିବା ଆଉ ଏକ ବସ୍ ନାଗପୁରରେ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର : ସୁରତରୁ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ନେଇ ଫେରୁଥିବା ଏକ ବସ୍ ମହାରାଷ୍ଟ୍ରର ନାଗପୁରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ପ୍ରାୟ ୫୦ ଜଣ ଲୋକଙ୍କୁ ନେଇ ଆସୁଥିବା ବସଟି ଅମରାବତୀ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ…

ଆଉ କିଛି ଘଣ୍ଟା ପରେ ଗଂଜାମରେ ପହଞ୍ଚିବେ ସୁରଟ ଫେରନ୍ତା

ଫୁଲବାଣୀ : ପ୍ରବାସୀ ଓଡ଼ିଆଙ୍କୁ ନେଇ ସୁରଟରୁ ଗଞ୍ଜାମ ଅଭିମୁଖେ ବାହାରିଥିବା ଚାରିଟି ବସ୍ ଫୁଲବାଣୀ ଅତିକ୍ରମ କରିଛି । ଜିଲ୍ଲା ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ବସଗୁଡିକ ଆସୁଛି । ଚାରିଟି ବସରେ ଆସୁଥିବା ଶତାଧିକ ପ୍ରବାସୀ ଓଡିଆ ଗଂଜାମର ଧରାକୋଟ ଓ ଶେରଗଡରେ ପହଞ୍ଚିବା ପରେ ସେମାନଙ୍କ…