Latest Odisha News

BREAKING NEWS

Browsing Tag

survive

ରାଜ୍ୟ ସରକାରଙ୍କ ସମସ୍ତ ନିଜସ୍ୱ ଯୋଜନା ଦେବାଳିଆ ଓ ପ୍ରଚାର ସର୍ବସ୍ୱ: ବିଜେପି

ଭୁବନେଶ୍ୱର: ଏକ ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ବିକାଶ ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ମିଳିତ ଦାୟିତ୍ୱ ରହିଛି । କିନ୍ତୁ ଓଡ଼ିଶାରେ ରାଜ୍ୟ ସରକାରଙ୍କର ନିଜସ୍ୱ ଯୋଜନା, ଯେଉଁ ସବୁ ଯୋଜନାକୁ ନେଇ ଦିନେ ରାଜ୍ୟ ସରକାର ଓଡ଼ିଶା ଲୋକଙ୍କୁ ସ୍ୱପ୍ନ ଦେଖାଇଥିଲେ ସେ ସବୁ ଆଜି…

ଏକେ-୪୭ ବିକି ପେଟ ପୋଷୁଛନ୍ତି ଆତଙ୍କବାଦୀ ବୋହୂ !

ଭୁବନେଶ୍ୱର: କରୋନା ସମୟରେ ସମଗ୍ର ବିଶ୍ୱ ଅର୍ଥନୈତିକ ସମସ୍ୟା ଦେଇ ଗତି କରୁଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଧନୀ ସମସ୍ତେ ଅଭାବ ଅସୁବିଧାରେ ପଡିଛନ୍ତି । ଏପରି ସ୍ଥିତିରେ ଜଣେ ମହିଳା ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ବନ୍ଧୁକ ବିକି ପେଟ ପୋଷିବା ଖବର ସାମ୍ନାକୁ ଆସିଛି । କଠିନ…

କରୋନାଭାଇରସ୍‌ରୁ ମୁକ୍ତି ପାଇଲେ ବିଶ୍ୱର ବୟୋଜ୍ୟେଷ୍ଠ ମହିଳା !

ନେଦରଲ୍ୟାଣ୍ଡ: କରୋନାଭାଇରସ୍‌କୁ ହରାଇଲେ ୧୦୭ ବର୍ଷୀୟ ଡଚ୍ ମହିଳା । ରୋଗମୁକ୍ତ ହେବା ପରେ ମହିଳା ଜଣକ ବିଶ୍ୱର ବୟୋଜ୍ୟେଷ୍ଠ କରୋନା ମୁକ୍ତ ରୋଗୀ ଭାବେ ବିବେଚିତ ହୋଇଛନ୍ତି । Dutch woman aged 107 becomes world's oldest person to survive coronavirus…