Latest Odisha News

BREAKING NEWS

Browsing Tag

tata

ଚୀନକୁ ଟକ୍କର ଦେବା ପାଇଁ ଟାଟା ପ୍ରସ୍ତୁତ, କମ୍ପାନୀ ତିଆରି କରିବ ମେଡ୍ ଇନ୍ ଇଣ୍ଡିଆ ଆଇଫୋନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ପ୍ରସିଦ୍ଧ ବ୍ୟବସାୟୀ ରତନ ଟାଟାଙ୍କ ଟାଟା ଗ୍ରୁପ ଖୁବ୍ ଶୀଘ୍ର ମୋବାଇଲ୍ ତିଆରି ବ୍ୟବସାୟରେ ପ୍ରବେଶ କରିବାକୁ ଯାଉଛି। ଟାଟା ଗ୍ରୁପ୍ ଖୁବ ଶୀଘ୍ର ଆଇଫୋନ୍ ତିଆରି ଆରମ୍ଭ କରିବ ବୋଲି ସୂଚନା ରହିଛି। କମ୍ପାନୀ ଆପଲ୍ ଯୋଗାଣକାରୀ ୱିଷ୍ଟ୍ରନ୍ କର୍ପ ସହିତ ଆଲୋଚନା…

କଳିଙ୍ଗନଗରରେ ୫ଟି ଶ୍ରେଣୀଗୃହ ଦାନ କଲା ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ଉପକୃତ ହେବେ ୨୦୦ ଶିକ୍ଷାର୍ଥୀ

କଳିଙ୍ଗନଗର: ଯାଜପୁର ଜିଲ୍ଲା କଳିଙ୍ଗନଗରରେ ୨ଟି ପ୍ରକଳ୍ପ ଭେଟି ଦେଇଛି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ । ବାରଗାଡ଼ିଆ ପଞ୍ଚାୟତରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ୫ଟି ଶ୍ରେଣୀଗୃହ ସହ ଏକ ଗୋଷ୍ଠୀ ପୋଖରିର ଉନ୍ନତିକରଣ କରାଯାଇଛି । ଏହାକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ…

ପୁଣି ଚର୍ଚ୍ଚାରେ ଲକ୍ଷେ ଟଙ୍କିଆ କାର୍, ବଜାରକୁ ଫେରିବ କି ନାନୋ ?

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଗାଡ଼ି କ୍ଷେତ୍ରରେ ଦେଶ ଆଗକୁ ବଢ଼ୁଥିବା ବେଳେ ଗାଡ଼ି ନିର୍ମାଣକାରୀ ଟାଟା କମ୍ପାନୀ ଚର୍ଚ୍ଚାରେ ରହିଛି । ୨୦୦୮ରେ ଟାଟା ଲକ୍ଷେ ଟଙ୍କିଆ ନାନୋ କାର ବଜାରକୁ ଆଣିଥିଲା । ପ୍ରାୟ ୧୦ ବର୍ଷ ଧରି ନାନୋ ବଜାରରେ ରହିବା ପରେ ୨୦୧୮ରେ କମ୍ପାନୀ ଉତ୍ପାଦନ ବନ୍ଦ କରି…

୨୦୨୪ ମାର୍ଚ୍ଚ ସୁଦ୍ଧା ଏୟାର ଇଣ୍ଡିଆରେ ମିଶିବ ଭିସ୍ତାରା

ନୂଆଦିଲ୍ଲୀ: ଟାଟା ମାଲିକାନାରେ ଥିବା ଏୟାର ଇଣ୍ଡିଆରେ ଭିସ୍ତାରା ଏୟାରଲାଇନ୍ସର ମିଶ୍ରଣ ହେବ । ୨୦୨୪ ମାର୍ଚ୍ଚ ସୁଦ୍ଧା ଏ ପ୍ରକ୍ରିୟା ସରିବ । ଏନେଇ ଆଜି ଘୋଷଣା କରାଯାଇଛି । ଭିସ୍ତାରାରେ ସିଙ୍ଗାପୁର ଏୟାରଲାଇନ୍ସର ଖୁବ୍ କମ୍ ଅଂଶଧନ ରହିଛି । ଯାହାକି ୨ ହଜାର କୋଟି ହେବ । ସେହିଭଳି…

ଏୟାର ଇଣ୍ଡିଆ ଉପରେ ୧୪ ଲକ୍ଷ ଡଲାର ଜରିମାନା କଲା ଆମେରିକା, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଉପରେ ଆମେରିକାର ଜରିମାନା । ୧୪ ଲକ୍ଷ ଡଲାର ଜରିମାନା କରିଛି ଆମେରିକା । କୋଭିଡ୍ ସଂକ୍ରମଣ ପାଇଁ ଅନେକ ବିମାନ ଉଡ଼ାଣ ବାତିଲ୍ ହେବା ସହ ଯାତ୍ରୀ ପ୍ରଭାବିତ ହୋଇଥିଲେ । ଆଉ ବିମାନ ବାତିଲ୍ ପାଇଁ ବୁକିଂ ଅର୍ଥ ଫେରସ୍ତ କରିଥିଲେ ବିମାନ କମ୍ପାନୀ । କିନ୍ତୁ ଏୟାର…

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ଦେହାନ୍ତ

ମୁମ୍ବାଇ: ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼଼ିଛି । ସୂଚନା ଅନୁସାରେ, ପାଲଘର ନିକଟରେ ସଡ଼କ ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ରୋଡ୍ ଡିଭାଇଡରରେ ତାଙ୍କ ଗାଡ଼ି ପିଟି ହେବା ଫଳରେ ଦୁର୍ଘଟଣା ଘଟି ୫୪ ବର୍ଷୀୟ…

ଟେସଲା ସହ ସହଭାଗିତାକୁ ନେଇ ନୀରବତା ଭାଙ୍ଗିଲା ଟାଟା

ନୂଆଦିଲ୍ଲୀ: ଟେସଲା ଭାରତ ଆସିବା ନିଶ୍ଚିତ ହେବା ପରେ ବୖ‌େଦ୍ୟୁତିକ ଯାନଗୁଡ଼ିକର ଆଲୋଚନା ତୀବ୍ର ହୋଇଛି। ନିକଟରେ ଟାଟା ମୋଟର୍ସ ଟେସଲା ସହିତ ଏକ ସହଭାଗୀତା ଲାଭ କଲା। ଏହି ସମୟରେ, ଟାଟା ମୋଟର୍ସ ଇଲେକ୍ଟ୍ରିକ୍ ମୋବିଲିଟି ତରଫରୁ ଟେସଲାକୁ ଭାରତରେ ପ୍ରବେଶ କରିଥିବାରୁ ଅଭିନନ୍ଦନ ଜଣାଇବା…

କରୋନା ମୁକାବିଲା: ଟାଟାର ବଜେଟ୍ ୧୫୦୦କୋଟି !

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଏକଜୁଟ୍ ହୋଇଛି ସମଗ୍ର ଦେଶ । କ୍ରିକେଟର ଓ ସେଲିବ୍ରିଟିଙ୍କ ସହ ଆଗେଇ ଆସିଛି ଟାଟା କମ୍ପାନୀ । କରୋନା ମହାମାରୀ ବିରୋଧରେ ବିନିଯୋଗ କରିଛି ୧୫୦୦କୋଟି ଭଳି ମୋଟା ଅଙ୍କର ଅର୍ଥରାଶି । The COVID 19 crisis is one of the toughest challenges…