Latest Odisha News

BREAKING NEWS

Browsing Tag

Technology

ହ୍ଵାଟ୍ସଆପର ଏହି ନୂଆ ଅପ୍ଡେଟ୍ ଉପଭୋକ୍ତାମାନଙ୍କୁ ବେଶ୍ ଆକର୍ଷିତ କରିବ

ନୂଆଦିଲ୍ଲୀ: ବିଶ୍ବର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ଵାଟ୍ସଆପ ଏବେ ନୂଆ ନୂଆ ଫିଚର ଯୋଡିବାରେ ଲାଗିଛି। ୟୁଜର୍ସମାନଙ୍କ ଆଗ୍ରହ ବଢାଇବା ପାଇଁ ଦିନକୁ ଦିନ ହ୍ଵାଟ୍ସଆପରେ ନୂଆ ନୂଆ ଫିଚର ଯୋଡ଼ା ହେଉଛି। କିଛି ଦିନ ପୂର୍ବରୁ କମ୍ପାନୀ ଆଇଓଏସ୍ ଏବଂ ଏଣ୍ଡ୍ରୋଏଡ୍ ବ୍ୟବହାରକାରୀଙ୍କୁ…

ଇନ୍‌ଷ୍ଟାଗ୍ରାମ୍ ଓ ୟୁଟ୍ୟୁବ ଛାଡ଼ି ଛାତ୍ରଛାତ୍ରୀ ନୂତନ ପ୍ରଯୁକ୍ତିବିଦ୍ୟାକୁ ଆପଣାନ୍ତୁ: ବିଶେଷଜ୍ଞ

ଭୁବନେଶ୍ୱର: ବର୍ତ୍ତମାନ ବିଶ୍ୱରେ ପ୍ରତ୍ୟେକ ୩ ମାସରେ ଥରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିବର୍ତ୍ତନ ଘଟୁଛି । ଭବିଷ୍ୟତରେ ପ୍ରତ୍ୟେକ ୩ ସପ୍ତାହରେ ଥରେ ଏ କ୍ଷେତ୍ରରେ ପରିବର୍ତ୍ତନ ଘଟିବ । ତେଣୁ ଛାତ୍ରଛାତ୍ରୀମାନେ ଦ୍ରୁତ ଗତିରେ ପରିବର୍ତନ ଘଟୁଥିବା ଏହି ଜ୍ଞାନକୌଶଳକୁ ଆପଣାନ୍ତୁ ବୋଲି…

ବିଲରେ ଫସଲ କରିବ ଡ୍ରୋନ୍

ନୂଆଦିଲ୍ଲୀ: ବଦଳିଛି ସମୟ, ବଦଳିଛି ବିଜ୍ଞାନ । ଆଧୁନିକ ଜ୍ଞାନ କୌଶଳକୁ ନେଇ ଚାଷ କାର୍ଯ୍ୟରେ ବେଶ୍ ଉନ୍ନତି ହେଉଛି । କୃଷି କ୍ଷେତ୍ରରେ ବିଜ୍ଞାନର ଉପଯୋଗ କରିବା ପାଇଁ କେନ୍ଦ୍ର ସରକାର ମଧ୍ୟ  ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଏବେ ପୁଣି ପାଦେ ଆଗେଇଛି ବିଜ୍ଞାନ । ଚାଷ କ୍ଷେତ୍ରରେ…

ଅଦରକାରୀ ଜିନିଷରୁ ଇଲେକ୍ଟ୍ରିକ୍ ବାଇକ୍: ଜଣେ କି ୨ଜଣ ନୁହେଁ, ବସି ପାରିବେ ୬ ଜଣ  ଲୋକ

 ଆଜମଗଡ଼: ଯୁଗ ବଦଳୁଛି, ଦରଦାମ ମଧ୍ୟ ବଢିବାରେ ଲାଗିଛି । ତା ଭିତରେ ପେଟ୍ରୋଲ ଦର ଏବେ ଆକାଶ ଛୁଆଁ । ସେଥିପାଇଁ ଏବେ ଇଲେକ୍ଟ୍ରିକ୍ ଗାଡିର ଚାହିଦା ବେଶ୍ ବଢୁଛି । ଏମିତି ଏକ ଇଲେକ୍ଟ୍ରିକ୍ ବାଇକ୍ ତିଆରି କରିଛନ୍ତି ୟୁପି ଆଜମଗଡର ଅସଦ ଅବଦୁଲ୍ଲା । ଯାହା ସାଧାରଣ ଲୋକଙ୍କ ପାଇଁ ବହୁତ ଉପଯୋଗୀ…

[ଦେଖନ୍ତୁ ଭିଡିଓ] 6G ଆସିଲେ କେମିତି ବଦଳି ଯିବ ଦୁନିଆ ?

ନୂଆଦିଲ୍ଲୀ: ବେକାର ହୋଇଯିବ ସ୍ମାର୍ଟଫୋନ୍ ! ମଣିଷ ଦେହରେ ଲାଗିବ ଚିପ୍ । 6G ଆସିଲେ ବଦଳି ଯିବ ଦୁନିଆ । ଇତିହାସ ପାଲଟିବାକୁ ଯାଉଛି ଆପଣଙ୍କ ହାତରେ ଥିବା ଦାମୀ ହ୍ୟାଣ୍ଡସେଟ୍ । ୨ ଦଶକ ପୂର୍ବରୁ ସ୍ମାର୍ଟଫୋନ୍ ଭଳି କୌଣସି ଯନ୍ତ୍ରକୁ ଧରି ବୁଲିବା ଯାହା କଳ୍ପନା ମାତ୍ର ଥିଲା । ଆଉ…