Latest Odisha News

BREAKING NEWS

Browsing Tag

Temple Loot

ଗୋଟିଏ ରାତିରେ ୩ଟି ମନ୍ଦିରରୁ ସିରିଜ୍ ଲୁଟ୍

କାମାକ୍ଷାନଗର: ଗୋଟିଏ ରାତିରେ ୩ଟି ମନ୍ଦିରରୁ ଚୋରି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ବିଭିନ୍ନ ମନ୍ଦିରରୁ ସିରିଜ୍ ଲୁଟ୍ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଚୋର ଏକକାଳୀନ ତିନି ତିନୋଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ମନ୍ଦିରରୁ ମୁକୁଟ ସହ…

[ଦେଖନ୍ତୁ ଭିଡିଓ] ଶୈବପୀଠ ବାବା ଗୋରେଖନାଥଙ୍କ ପୀଠରୁ ଲକ୍ଷାଧିକ ଟଙ୍କା ଚୋରି

ଜଗତସିଂହପୁର : ଶେଷରେ ଭଗବାନଙ୍କ ମନ୍ଦିରକୁ ବି ଛାଡିଲେନି ଦୁର୍ବୃତ୍ତା   ସବୁଠୁ ବଡ଼ ଶୈବପୀଠରୁ ଶେଷରେ ଚୋରି କରିଛନ୍ତି। ଜଗତସିଂହପୁରର ପ୍ରସିଦ୍ଧ ଶୈବପୀଠ ବାବା ଗୋରେଖନାଥଙ୍କ ପୀଠରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି…

[ଭିଡ଼ିଓ] ମାଣିକେଶ୍ୱରୀ ଓ ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ୍

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ସହରରେ ଥିବା ଜଗନ୍ନାଥ ମନ୍ଦିର ଓ ମାଣିକେଶ୍ୱରୀ ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି । ଦୃର୍ବୁତ ମାନେ ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ କରିନେଇଥିବା ବେଳେ ମନ୍ଦିରରେ ଥିବା ଅଳଙ୍କାର ମଧ୍ୟ ଚୋରି କରି ନେଇ ଯାଇଥିବା ଜଣାପଡ଼ିଛି । ଆଜି ମନ୍ଦିର ପୂଜକ…

ପାତାଳୀ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି

ସୁବର୍ଣ୍ଣପୁର: ଜଗନ୍ନାଥ ମନ୍ଦିରରୁ ଚୋରି l ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ର ପାହାଡ଼ ଉପରେ ଥିବା ଜଗନ୍ନାଥ ମନ୍ଦିରରୁ ଚୋରି l ପୁରା ହୁଣ୍ଡିକୁ ଉଠାଇ ନେଲେ ଦୁର୍ବୁତ୍ତ l ଠାକୁରଙ୍କ ପାଟ ଶାଢ଼ୀ ଓ ରୁପା ଗଡୁ ଚୋରି l ପାତାଳୀ ଶ୍ରୀକ୍ଷେତ୍ର ତ୍ରିକୁଟ ପାହାଡ଼ରେ ତିନି…

ମାତିଛନ୍ତି ମନ୍ଦିର ଲୁଟେରା

ଗୁଣୁପୁର: ମନ୍ଦିରର ତାଲାଭାଙ୍ଗି ଲୁଟ୍ । ଗୁଣୁପୁର ସଦର ରେ ଥିବା ଗ୍ରାମଦେବୀ ମନ୍ଦିରୁ ଲୁଟ୍ ହୋଇଛି।କିଛି ଦୁର୍ବୃତ୍ତ ମନ୍ଦିରର ମୁଖ୍ୟ ଫାଟକରେ ଥିବା ତାଲାଭାଙ୍ଗି ମା’ଙ୍କ ଦେହରେ ଲାଗି ହୋଇଥିବା ଲକ୍ଷାଧିକ ଟଙ୍କାର ସୁନା ,ରୂପା ଅଳଙ୍କାରକୁ ଲୁଟିନେଇଛନ୍ତି। ଆଜି ସକାଳେ ପୂଜକ ପୂଜା କରିବାକୁ…

ଠାକୁରାଣୀଙ୍କ ଅଳଙ୍କାର ଚୋରି ମାମଲା, ୩ ଜଣଙ୍କୁ ଗିରଫ କଲା ପୁରୀ କୁମ୍ଭାରପଡ଼ା ପୋଲିସ

ପୁରୀ : ପୁରୀ ରେଡ୍ କ୍ରସ ରୋଡ଼ ସ୍ଥିତ ରାମଚଣ୍ଡୀ ମନ୍ଦିରରୁ ଠାକୁରାଣୀଙ୍କ ଅଳଙ୍କାର ଚୋରି ମାମଲା ପୋଲିସର କାର୍ଯ୍ୟାନୁଷ୍ଠାନ । ଚୋରି ମାମଲାରେ ୩ ଜଣଙ୍କୁ ଗିରଫ କରିଛି କୁମ୍ଭାରପଡ଼ା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସତ୍ୟବାଦୀର ଶ୍ରୀଧର ମିଶ୍ର, ଖୋର୍ଦ୍ଧା ବାଲିଅନ୍ତାର ଅକ୍ଷୟ ଦାସ ଓ…

ପୁରୀ: ସିଦ୍ଧ ମହାବୀର ମନ୍ଦିରରୁ ଦୁର୍ବୃତ୍ତ ଲୁଟିଲେ ୩ ଲକ୍ଷରୁ ଅଧିକ ଟଙ୍କା

ପୁରୀ: ପୁରୀ ଜିଲ୍ଲା ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧ ମହାବୀର ମନ୍ଦିରର ଦାନ ବାକ୍ସ ତଥା ହୁଣ୍ଡି ଭାଙ୍ଗି କେତେକ ଦୁର୍ବୃତ୍ତ ସୋମବାର ରାତିରେ ପାଖାପାଖି ୩ ଲକ୍ଷ ଟଙ୍କା ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ମନ୍ଦିରର ପୂଜକ ପୂଜା ନିମନ୍ତେ…