Latest Odisha News

[ଦେଖନ୍ତୁ ଭିଡିଓ] ଶୈବପୀଠ ବାବା ଗୋରେଖନାଥଙ୍କ ପୀଠରୁ ଲକ୍ଷାଧିକ ଟଙ୍କା ଚୋରି

ଜଗତସିଂହପୁର : ଶେଷରେ ଭଗବାନଙ୍କ ମନ୍ଦିରକୁ ବି ଛାଡିଲେନି ଦୁର୍ବୃତ୍ତା   ସବୁଠୁ ବଡ଼ ଶୈବପୀଠରୁ ଶେଷରେ ଚୋରି କରିଛନ୍ତି। ଜଗତସିଂହପୁରର ପ୍ରସିଦ୍ଧ ଶୈବପୀଠ ବାବା ଗୋରେଖନାଥଙ୍କ ପୀଠରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ସୁବଠୁ ବଡ଼ କଥା ହେଲା ମନ୍ଦିର ପରସରରେ ପୁଲିସ ଫାଣ୍ଡି ରହିଥିବା ବେଳେ ଲୁଟେରା ପଶି କିଭଳି ଲଟ୍୍ କଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୬ମାସ ତଳେ ହୁଣ୍ଡିରୁ ସମସ୍ତ ଟଙ୍କା ଗଣା ଯାଇଥିଲା। ଆଉ ତାପରେ ଲକ୍ଷାଧିକ ଟଙ୍କା ମନ୍ଦିରକୁ ଦାନ ଆକାରରେ ଆସିଥିଲା। ତେବେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମନ୍ଦିର ଭିତରେ ପଶି ସମସ୍ତ ଟଙ୍କା ଲୁଟି ନେଇଛନ୍ତି। ସମସ୍ତ ଲୁଟ୍ ଘଟଣା ସିସିଟିଭରେ କଏଦ ହୋଇଛି।
ଲୁଟେରା ମାନେ ଏକ ଅଖାରେ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଭର୍ତ୍ତି କରି ନେଉଥିବାର ଦୃଶ୍ୟ କଏଦ ହୋଇଛି।

Leave A Reply

Your email address will not be published.