Latest Odisha News

BREAKING NEWS

Browsing Tag

the kapil sharma show

ଶୋ ଛାଡିବା ପରେ କପିଲଙ୍କ ସହ କଥା ହୋଇ ପାରିନଥିଲେ ଅଲି ଅସଗର

ମୁମ୍ବାଇ: ଅଭିନେତା ତଥା କମେଡିଆନ ଅଲି ଅସଗର କପିଲ ଶର୍ମାଙ୍କ ପୁଣି 'ଦ କପିଲ ଶର୍ମା ଶୋ'ରେ ନଜର ଆସିବେ। ନିକଟରେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି ଅଲି। ଅଲି ୨୦୧୭ ରେ କପିଲଙ୍କ ଲୋକପ୍ରିୟ କମେଡି ଶୋ ରୁ ବିଦାୟ ନେଇଥିଲେ ଏବଂ ଏହାର କାରଣ କ୍ରିଏଟିଭ ମତଭେଦ କରାଯାଉଥିବା ଦର୍ଶାଇଥିଲେ।…

ପୁଣି ଥରେ ଏକାଠି ନଜର ଆସିବେ କପିଲ ଏବଂ ସୁନିଲଙ୍କ ଯୋଡି!

ନୂଆଦିଲ୍ଲୀ: ପୁଣି ଥରେ ଏକାଠି ହେବେ ହାସ୍ୟ ଅଭିନେତା କପିଲ ଏବଂ ସୁନିଲ। ଆକ୍ଟର ତଥା ହାସ୍ୟ ଅଭିନେତା ସୁନିଲ ଗ୍ରୋଭର ପୁଣି ଥରେ ଦ କପି ଶର୍ମା ସୋରେ ନଜର ଆସିପ‌ାରନ୍ତି। ଲୋକପ୍ରିୟ ରିୟାଲିଟି ସୋ 'କପିଲ ଶର୍ମା ସୋ’ ଜରିଆରେ ନିଜର ସ୍ବତନ୍ତ୍ର ପରିଚୟ ସୃ‌ଷ୍ଟି କରିଥିବା ସୁନିଲ୍‌…

ଆସନ୍ତା ମାସରୁ ପୁଣି ଥରେ ଦର୍ଶକଙ୍କ ମନ ମୋହିବ ‘ଦ କପିଲ ଶର୍ମା ସୋ’!

ନୂଆଦିଲ୍ଲୀ: ହୋଷ୍ଟ ତଥା ହାସ୍ୟ ଅଭିନେତା କପିଲ ଶର୍ମା ନିୟମିତ ଭାବରେ ତାଙ୍କ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆରେ ଜଡିତ ଅଛନ୍ତି। ଡିଜିଟାଲ୍ ଡେବ୍ୟୁ ପାଇଁ ପ୍ରସ୍ତୁତ ଥିବା କପିଲ, ନିକଟରେ ତାଙ୍କର ଦ୍ୱିତୀୟ ସନ୍ତାନର ଜନ୍ମ ପରେ ବର୍ତ୍ତମାନ କିଛି ସମୟ ପାଇଁ ବିରତିରେ ନେଇଛନ୍ତି। ମଙ୍ଗଳବାର…

‘କପିଲ ଶର୍ମା ସୋ’କୁ ଫେରିଲେ ଭାରତୀ ସିଂହ, ଫଟୋ ସେୟାର କରି ଦେଲେ ସୂଚନା

ମୁମ୍ବାଇ: କପିଲ ଶର୍ମା ସୋକୁ ଫେରିଲେ କମେଡିଆନ୍ ଭାରତୀ ସିଂହ । ଭାରତୀ ଇନଷ୍ଟାଗ୍ରାମରେ ସେଟର କିଛି ଫଟୋ ସେୟାର କରିଛନ୍ତି । ଯାହାକି ଏବେ ଭାଇରାଲ ହେବାରେ ଲାଗିଛି । ଫଳରେ ଭାରତୀ କପିଲ ଶର୍ମା ସୋ ଛାଡିଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଫଟୋରେ ଭାରତୀ…

କପିଲଙ୍କ ସୋ’ରୁ ବିଦା ହେଲେ ଭାରତୀ ସିଂ, କେତେ ସତ ?

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ଗିରଫ ହେବା ପରେ କମେଡି କ୍ୱିନ୍ ଭାରତୀ ଓ ହର୍ଷ ଲିମ୍ବାଚିଆଙ୍କ ସମସ୍ୟା ବଢିବାରେ ଲାଗିଛି । ଖାସ କରି ଭାରତୀଙ୍କ ପାଇଁ ପ୍ରତିଦିନ ନୂଆନୂଆ ଅଡୁଆ ସାମ୍ନାକୁ ଆସୁଛି । ଶୁଣିବାକୁ ମିଳିଛି ଗିରଫଦାରୀ ପରେ କୁଆଡେ ଭାରତୀଙ୍କ ହାତରୁ ଏକାଧିକ ପ୍ରୋଜେକ୍ଟ ହାତଛଡା ହୋଇଛି…

ସପ୍ତାହକ ପାଇଁ ୧ କୋଟି ଫିସ୍‌ ନିଅନ୍ତି କପିଲ୍‌!

ମୁମ୍ବାଇ: ଲୋକପ୍ରିୟ କମେଡି ସୋ ଦ କପିଲ ଶର୍ମା ସୋ ହୋଷ୍ଟ ତଥା ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ନିଜର ଭିନ୍ନ ହାସ୍ୟାତ୍ମକ ଶୈଳୀ ପାଇଁ ଲୋକଙ୍କ ହୃଦୟରେ ରାଜ୍‌ କରନ୍ତି। କପିଲ ଶର୍ମା ଏବଂ ତାଙ୍କ ଟିମ୍‌ ଦର୍ଶକଙ୍କୁ ଖୁବ୍‌ ହସାନ୍ତି ଏବଂ ସେମାନଙ୍କର ସର୍ବୋତ୍ତମ କମେଡି ମାଧ୍ୟମରେ…

ଦ କପିଲ ଶର୍ମା ସୋ ଛାଡିବେ କ୍ରିଷ୍ଣା ଅଭିଷେକ!

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ପରେ ଆରମ୍ଭ ହୋଇଥିବା କପିଲ ଶର୍ମା ସୋ ଦର୍ଶକଙ୍କ ଭଲ ମନୋରଞ୍ଜନ କରୁଛି। ସୋ ସହିତ ଜଡିତ ସମସ୍ତ କଳାକାର ବହୁତ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ପ୍ରଶଂସକମାନେ କ୍ରିଷ୍ଣା ଅଭିଷେକଙ୍କ କମେଡିକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି। କପିଲ ଏବଂ କ୍ରିଷ୍ଣାଙ୍କ ଯୁଗଳବନ୍ଦୀକୁ…

ମୁକେଶ ଖାନ୍ନାଙ୍କୁ ଏମିତି ଜବାବ ଦେଲେ କପିଲ ଶର୍ମା

ମୁମ୍ବାଇ: ମୁକେଶ ଖାନ୍ନାଙ୍କ ଦ କପିଲ ଶର୍ମା ସୋ’କୁ ନେଇ ଦେଇଥିବା ମନ୍ତବ୍ୟ କାହାକୁ ଅବା ଅଜଣା । ଏହି ମନ୍ତବ୍ୟର ଉତ୍ତର ରଖିଛନ୍ତି ଖୋଦ କପିଲ ଶର୍ମା । ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କପିଲ ଶର୍ମା କହିଛନ୍ତି ଯେ ବିଶେଷ କରି ଏହି ମହାମାରୀ ସମୟରେ ସେ ଏବଂ ତାଙ୍କ…

ଦ’ କପିଳ ଶର୍ମା ସୋ’ ବନ୍ଦ କରିବାକୁ ସୁଶାନ୍ତଙ୍କ ପ୍ରଶଂସକଙ୍କ ଆହ୍ୱାନ, ଜାଣନ୍ତୁ କାହିଁକି

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ନେଉ ଅଡୁଆ ଛିଡୁ ନଥିବା ବେଳେ ନୂଆ ନୂଆ ତଥ୍ୟ ମାନ ସାମ୍ନାକୁ ଆସୁଛି। ତେବେ ଏବେ ସାମାଜିକ ଗଣମାଧ୍ୟମରେ ସୁଶାନ୍ତଙ୍କ ପ୍ରଶଂସକ "ଦ' କପିଳ ଶର୍ମା ସୋ ବର୍ଜନ କରିବାକୁ ଆହ୍ୱାନ ଦେଉଥିବାର ଦେଖିବାକୁ ମିଳିଛି । ଏବେ ଆପଣ ଭାବୁଥିବେ…

ଆଜିଠୁ ଛୋଟ ପରଦାକୁ ଆସିବେ କମେଡି କିଙ୍ଗ୍ କପିଲ ଶର୍ମା !

ମୁମ୍ବାଇ: ପୁଣିଥରେ ହସିବେ ଭାରତବାସୀ । କରୋନାକୁ ଆଡେଇ ସମସ୍ତଙ୍କୁ ହସାଇବେ କମେଡି କିଙ୍ଗ୍ କପିଲ୍ ଶର୍ମା । ବହୁଦିନର ବ୍ୟବଧାନ ପରେ ସାମାଜିକ ଦୂରତ୍ୱ ମାନି ଦ କପିଲ ଶର୍ମା ସୋର ସୁଟିଂ ଆରମ୍ଭ ହୋଇଥିଲା । ତେବେ ଆଜିଠୁ ଏହି ଲୋକପ୍ରିୟ କମେଡି ସୋ’ ର ନୂଆ ଏପିସୋଡ୍ ପ୍ରସାରଣ ହେବ ।…