Latest Odisha News

BREAKING NEWS

Browsing Tag

Tihar Jail

ତିହାର ଜେଲରେ ୧୨୫ କଏଦୀ ଏଚଆଇଭି ପଜିଟିଭ୍

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରେ ୧୨୫ କଏଦୀ ଏଚ.ଆଇ.ଭି. ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୨୦୦ କଏଦୀଙ୍କୁ ସିଫିଲିସ୍ ହୋଇଥିବା ଜଣାପଡିଛି। ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁଯାୟୀ, ୧୦,୫୦୦ କଏଦୀଙ୍କ ଚେକଅପ କରାଯିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ଏହି ଜେଲରେ ମୋଟ…

ତିହାରରୁ ସିସୋଦିଆଙ୍କ ତୀର! କଏଦ କରି କଷ୍ଟ ଦେଇ ପାରନ୍ତି କିନ୍ତୁ ମୋ ମନୋବଳ ଭାଙ୍ଗିବନି

ନୂଆଦିଲ୍ଲୀ : ତିହାର ଜେଲରେ ଥାଇ ବି ଜୋଶଭରା ଅନ୍ଦାଜରେ ବୟାନ ରଖିଛନ୍ତି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ଜରିଆରେ ସାହେବ ସମ୍ବୋଧନ ସହ ସିସୋଦିଆ କହିଛନ୍ତି, ଜେଲରେ ମୋତେ ପୁରାଇ ମୋତେ କଷ୍ଟ ଦେଇ ପାରନ୍ତି କିନ୍ତୁ ମୋର ମନୋବଳ ଭାଙ୍ଗି…

‘କୁଖ୍ୟାତ କଏଦୀଙ୍କ ସହ ସିସୋଦିଆ’, ଜେଲରେ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଥିବା ‘ଆପ୍’ର ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ନେଇ ରାଜନୀତି ଥମୁନି । ଆମ୍ ଆଦମୀ ପାର୍ଟିର ବିଧାୟକ ସୌରଭ ଭରଦ୍ୱାଜ କହିଛନ୍ତି, କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ପାଇଁ ଆଜି ଜେଲରେ ମନୀଷ ସିସୋଦିଆ । ତାଙ୍କୁ ଷଡ଼ଯନ୍ତ୍ର କରି ତିହାରର ୧ ନମ୍ବର ଜେଲରେ…

ବଦଳିବ ଝାଡପଡା ସ୍ୱତନ୍ତ୍ର ଜେଲର ନାଁ ଓ ଠିକଣା: ମିଳିବ ତିହାର ଜେଲ ସୁବିଧା

ଭୁବନେଶ୍ୱର:ବଦଳିବ ଝାଡପଡା ସ୍ୱତନ୍ତ୍ର ଜେଲର ନାମ । ଖାଲି ନାମ ବଦଳିବନି । ଠିକଣା ମଧ୍ୟ ବଦଳିଯିବ ।  ରାଜଧାନୀ ଉପକଣ୍ଠକୁ ଉଠିଯିବ ଏହି ଜେଲ ଏବଂ ଏହାର ନୂଆ ପରିଚୟ  ହେବ ଭୁବନେଶ୍ୱର ସେଣ୍ଟ୍ରାଲ ଜେଲ । ଆସନ୍ତା ଏକ ସପ୍ତାହ ମଧ୍ୟରେ ଆରମ୍ଭ ହେବ ନିର୍ମାଣ କାମ ।  ଏଥିପାଇଁ ରାଜ୍ୟ ସରକାର ୪୫…

ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜେଲ୍ ଭିତରେ ସୁସ୍ୱାଦୁ ଖାଦ୍ୟ ଖାଉଥିବା ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ସତ୍ୟେନ୍ଦ୍ରଙ୍କ ଆଉ ଏକ ଭିଡିଓ ଭାଇରାଲ । ଜେଲ ଭିତରେ ସିସିଟିଭି ଫୁଟେଜ୍ ଭାଇରାଲ୍ ।  ମନ୍ତ୍ରୀ ବସିଛନ୍ତି ଚୌକିରେ  । ଖଟ ଉପରେ ରହିଛି ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ । ପ୍ଲାଷ୍ଟିକ କଣ୍ଟେନରରେ ଫଳମୂଳ ଓ ସାଲାଡ୍ ସାଙ୍ଗକୁ…

ଜେଲ୍ ଭିତରେ ଆପ୍ ନେତାଙ୍କୁ ଭିଭିଆଇପି ଟ୍ରିଟମେଣ୍ଟ

ନୂଆଦିଲ୍ଲୀ : ଜେଲ୍ ଭିତରେ ଭିଭିଆଇପି ଟ୍ରିଟମେଣ୍ଟ । ଦିଲ୍ଲୀ ତିହାର ଜେଲ୍ ଭିତରେ ଘଷା ମୋଡା ଖାଉଛନ୍ତି ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ତାଙ୍କ ରାଜକୀୟ ଠାଣି । ବାବୁ ଖଟ ଉପରେ ଶୋଇ ପଢି ଚାଲିଛନ୍ତି । ଆଉ ସେବକ ଗୋଡରେ ତେଲ ଲଗାଇ ମାଲିସ କରିଚାଲିଛନ୍ତି । ଗୋଡ଼ ମୋଡା ସାଙ୍ଗକୁ ମୁଣ୍ଡରେ…

ସିଦ୍ଧୁ ମୁସେୱାଲା ହତ୍ୟା ପରେ ତିହାର କଏଦୀଙ୍କ ସୁରକ୍ଷା ବଢ଼ିଲା

ଭୁବନେଶ୍ୱର: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଦିଲ୍ଲୀର ତିହାର ଜେଲରେ କଏଦୀଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି । ଯେଉଁ ସଂଗଠନ ସିଦ୍ଧୁଙ୍କୁ ହତ୍ୟା କରିଥିବା ଦାବି କରୁଛି । ସେହି ଅପରାଧ ସଂଗଠନର ଜଣେ କୁଖ୍ୟାତ ଅପରାଧୀର ସୁରକ୍ଷା ବଢ଼ାଇ ଦିଆଯାଇଛି । ଏହି ଅପରାଧୀ ଜଣକ…