Latest Odisha News

BREAKING NEWS

Browsing Tag

TMC

ପଶ୍ଚିମବଙ୍ଗରେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା

କୋଲକାତା: ପଶ୍ଚିମବଙ୍ଗରେ ଏବେ ବି ନିର୍ବାଚନୀ ହିଂସା ଜାରୀ ରହିଛି । ଶନିବାର ତୃଣମୂଳ କଂଗ୍ରେସର ରଣଜୟ କୁମାର ଶ୍ରୀବାସ୍ତବଙ୍କୁ ଟିଟାଗଡରେ ଗୁଳି କରି ହତ୍ୟା କରାଯାଇଛି । ପ୍ରାରମ୍ଭିକ ତଦନ୍ତ ପରେ ପୋଲିସ ୫ଜଣଙ୍କୁ ଗିରଫ କରିଛି । ସେ କାରରେ ଯାଉଥିବା ବେଳେ ଦୁର୍ବୃତମାନେ ପ୍ରଥମେ ବୋମା ମାଡ…

ନନ୍ଦିଗ୍ରାମରେ ଭୋଟ୍ ରି-କାଉଣ୍ଟିଂ ଦାବି, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ଟିଏମସି

କୋଲକାତା: ପଶ୍ଚିମବଙ୍ଗରେ ଦିଦିଙ୍କ ଟିଏମସି ଜିତିଛି, ହାତରୁ ଖସି ଯାଇଛି ନନ୍ଦିଗ୍ରାମ । ଦିଦିଙ୍କ ଦଳ ରାଜ୍ୟରେ ନିର୍ବାଚନ ଜିତିଛି ସତ କିନ୍ତୁ ନନ୍ଦିଗ୍ରାମରେ ମମତା ଲୋକଙ୍କ ଆସ୍ଥା ଭାଜନ ହୋଇପାରି ନାହାଁନ୍ତି । ନନ୍ଦିଗ୍ରାମରେ ମମତାଙ୍କ ହାରକୁ ଦଳ ସହଜରେ ଗ୍ରହଣ କରିପାରିନାହିଁ । ଦଳ ଏନେଇ…

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ; ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଚତୁର୍ଥ ମତଦାନ ସକାଳ ୭ଟାରୁ ଚାଲିଛି । ୫ ଜିଲ୍ଲାର ୪୪ଟି ଆସନ ପାଇଁ ହେଉଛି ଭୋଟ୍ ଗ୍ରହଣ । ମୈଦାନରେ ୩୭୩ ଜଣ ପ୍ରାର୍ଥୀ ନିଜ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ହାଇପ୍ରୋଫାଇଲ୍ ମୁକାବିଲାରେ ବିଜେପିର ୨ ସାଂସଦ, ବିଧାୟକ…

ତୃଣମୂଳ କଂଗ୍ରେସ ବିରୋଧରେ ବିଜେପିର ସଙ୍ଗୀନ ଅଭିଯୋଗ !

ଭୁବନେଶ୍ୱର: ଭୋଟରଙ୍କୁ ଖୋଲା ଧମକ ଦେଉଛନ୍ତି କି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ମହିଳା ପ୍ରାର୍ଥୀ କୌସନି ମୁଖାର୍ଜୀ ? କେତେ ସତ ବିଜେପିର ଏଭଳି ସଙ୍ଗୀନ ଅଭିଯୋଗ ? ଏକ ଭିଡିଓକୁ ନେଇ ଘଟଣା ଘନେଇଥିଲାବେଳେ ଯାଂଚ ଆରମ୍ଭ କରିଥିଲା ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ୍ । ଶେଷରେ ସାମ୍ନାକୁ ଆସିଥିଲା…

ଟିଏମ୍‌ସି ଘୋଷଣା କଲା ୨୯୧ ପ୍ରାର୍ଥୀଙ୍କ ନାଁ; ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ଦିଦି

ନୂଆଦିଳ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀ ୨୦୨୧ ବେଙ୍ଗଲ ନିର୍ବାଚନ ପାଇଁ ଟିଏମସି ପ୍ରାର୍ଥୀଙ୍କ ତାଲିକାରେ ୨୯୧ ନାମ ଘୋଷଣା କରିଛନ୍ତି। ଏହାସହିତ ସେ ନିଶ୍ଚିତ କରିଛନ୍ତି ଯେ ସେ ନନ୍ଦିଗ୍ରାମରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ୨୯୧…

ନିର୍ବାଚନ ତାରିଖ ଘୋଷଣା ପରେ ପଶ୍ଚିମବଙ୍ଗରେ ପ୍ରଥମ ରାଜନୀତିକ ହିଂସା

କୋଲକାତା: ୫ଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ପରେ କୋଲକାତାରେ ପ୍ରଥମ ରାଜନୀତିକ ହିଂସା ଘଟିଛି । କଡ଼ାପାରା ଅଞ୍ଚଳରେ ବିଳମ୍ବିତ ରାତିରେ କିଛି ଲୋକ ବିଜେପିର ପରିବର୍ତ୍ତନ ରଥ ଭଙ୍ଗାରୁଜା କରିଛନ୍ତି । ଗାଡ଼ି ଉପରେ ଆକ୍ରମଣ କରିବା ସହ ଟିଏମସି କର୍ମୀ ଏଲଇଡି ଭାଙ୍ଗି ଦେଇଥିବା ବିଜେପି…