Latest Odisha News

BREAKING NEWS

Browsing Tag

TMC

ଟିଏମସି ନେତାଙ୍କ ଘରେ ବୋମା ବିସ୍ଫୋରଣ, ୩ ମୃତ

କୋଲକାତା: ତୃଣମୂଳ କଂଗ୍ରେସ ନେତାଙ୍କ ଘରେ ବୋମା ବିସ୍ଫୋରଣ । ବିସ୍ଫୋରଣରେ ଅତି କମରେ ୩ ଜଣ ଲୋକଙ୍କ ଜୀବନ ଯାଇଛି । ଘଟଣା ଘଟିଛି ପଶ୍ଚିମ ବଙ୍ଗ ପୂର୍ବ ମେଦିନପୁର ଇଲାକାରେ । ଶୁକ୍ରବାର ରାତି ପ୍ରାୟ ୧୧ଟା ୧୫ରେ  ନୟବିଲ୍ଲା ଗାଁରେ ରହୁଥିବା ତୃଣମୂଳ କଂଗ୍ରେସ ପ୍ରେସିଡେଣ୍ଟଙ୍କ ଘରେ…

ଯଶୱନ୍ତ ସିହ୍ନା ହେଲେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ, ଜୁନ୍ ୨୭ରେ ଭରିବେ ନାମାଙ୍କନ

ନୂଆଦିଲ୍ଲୀ: ବିରୋଧୀ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ । ଜୁଲାଇ ୧୮ରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏଥିପାଇଁ ବିରୋଧୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛନ୍ତି । ସିହ୍ନା ଜୁନ୍ ୨୭ରେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି…

ରାଷ୍ଟ୍ରପତି ନିର୍ବାଚନ: ଭାଇ ପାଇଁ ଉଉଣୀଙ୍କୁ ନିରାଶ କରିବେ ନବୀନ?

ଭୁବନେଶ୍ୱର: ଆଜି ଅପରାହ୍ନରେ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ବିରୋଧୀ ବୈଠକ କରିବେ। ଏହି ବୈଠକରେ ଏକାଠି ହୋଇ ରାଷ୍ଟ୍ରପତି ପ୍ରାର୍ଥୀ ଦେବା ନେଇ ଆଲୋଚନା ହେବ । ଗତ ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଣ ଏନଡିଏ ଦଳର ସୁପ୍ରିମୋ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏ…

ଆପ୍ ରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ନେତା ଅଶୋକ ଟନୱର

ଭୁବନେଶ୍ୱର: ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ କଂଗ୍ରେସ ନେତା ଅଶୋକ ଟନୱର ଆଜି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ସୋମବାର ସକାଳେ ଅଶୋକ ଆପ୍ ମୁଖ୍ୟ କେଜ୍ରିୱାଲଙ୍କୁ ଦିଲ୍ଲୀରେ ଭେଟି ଦଳରେ ଯୋଗ ଦେଇଛନ୍ତି । ପଞ୍ଜାବରେ ଆପ୍ ଚମକ୍ରାର ପ୍ରଦର୍ଶନ କରିବା ପରେ ଅନେକ ନେତା ଦଳକୁ…

ଟିଏମ୍‌ସି ସାଂସଦ ଡେରେକ୍‌ ଓ’ବ୍ରାଇନ୍ କରୋନା ପଜିଟିଭ୍

କୋଲକାତା: ମଙ୍ଗଳବାର ଦିନ ଟିଏମ୍‌ସି ସାଂସଦ ଡେରେକ ଓ’ବ୍ରାଇନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଡେରେକ ଓ’ବ୍ରାଇନ୍ ଟ୍ୱିଟର ଏକ ପୋଷ୍ଟରେ କହିଛନ୍ତି ଯେ ତାଙ୍କର ମଧ୍ୟମ ଧରଣର ଲକ୍ଷଣ ରହିଛି ଏବଂ ସେ ଘରେ ଅଲଗା ରହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ସର୍ବଦା 'ଅଲ୍‌ଟ୍ରା…

ଟିଏମସିରେ ଯୋଗ ଦେଲେ ଟେନିସ୍ ଷ୍ଟାର୍‌ ଲିଆଣ୍ଡର୍‌ ପେସ୍

ନୂଆଦିଲ୍ଲୀ: ରାଜନୀତିରେ ପ୍ରବେଶ କଲେ ପୂର୍ବତନ ଭାରତୀୟ ଟେନିସ୍ ଚାମ୍ପିଅନ୍‌ ଲିଆଣ୍ଡର୍‌ ପେସ୍। ସେ ଟିଏମସି ନିଜର ରାଜନୈତିକ ଇନିଂସ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟେନିସ୍ ଚାମ୍ପିଅନ୍ ଲିଆଣ୍ଡର୍ ପେସ୍‌ ଗୋଆରେ…

ଭବାନୀପୁରରେ ମମତା-ପ୍ରିୟଙ୍କା ମୁକାବିଲା

କୋଲକାତା: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନରେ ଟିଏମସି ପରେ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି । ପୂର୍ବ ନିର୍ଦ୍ଧାରିତ ଅନୁସାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁରର ଟିଏମସି ପ୍ରାର୍ଥୀ ହେବେ । ତାଙ୍କୁ କଡା ଟକ୍କର ଦେବା ପାଇଁ ବିଜେପି ପ୍ରିୟଙ୍କା…

ଦିଦିଙ୍କୁ ଝଟକା, ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତୃଣମୂଳ କଂଗ୍ରେସକୁ ଆଜି ଶକ୍ତ ଧକ୍କା ଲାଗିଛି । ନିର୍ବାଚନ ପରବର୍ତୀ ହିଂସାକାଣ୍ଡର ତଦନ୍ତ ସିବିଆଇକୁ ଦେବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଏସଆଇଟି ଗଠନ କରିବା ସହ ୬ ସପ୍ତାହ ମଧ୍ୟରେ ରିପୋର୍ଟ…

ପଶ୍ଚିମବଙ୍ଗରେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା

କୋଲକାତା: ପଶ୍ଚିମବଙ୍ଗରେ ଏବେ ବି ନିର୍ବାଚନୀ ହିଂସା ଜାରୀ ରହିଛି । ଶନିବାର ତୃଣମୂଳ କଂଗ୍ରେସର ରଣଜୟ କୁମାର ଶ୍ରୀବାସ୍ତବଙ୍କୁ ଟିଟାଗଡରେ ଗୁଳି କରି ହତ୍ୟା କରାଯାଇଛି । ପ୍ରାରମ୍ଭିକ ତଦନ୍ତ ପରେ ପୋଲିସ ୫ଜଣଙ୍କୁ ଗିରଫ କରିଛି । ସେ କାରରେ ଯାଉଥିବା ବେଳେ ଦୁର୍ବୃତମାନେ ପ୍ରଥମେ ବୋମା ମାଡ…

ନନ୍ଦିଗ୍ରାମରେ ଭୋଟ୍ ରି-କାଉଣ୍ଟିଂ ଦାବି, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ଟିଏମସି

କୋଲକାତା: ପଶ୍ଚିମବଙ୍ଗରେ ଦିଦିଙ୍କ ଟିଏମସି ଜିତିଛି, ହାତରୁ ଖସି ଯାଇଛି ନନ୍ଦିଗ୍ରାମ । ଦିଦିଙ୍କ ଦଳ ରାଜ୍ୟରେ ନିର୍ବାଚନ ଜିତିଛି ସତ କିନ୍ତୁ ନନ୍ଦିଗ୍ରାମରେ ମମତା ଲୋକଙ୍କ ଆସ୍ଥା ଭାଜନ ହୋଇପାରି ନାହାଁନ୍ତି । ନନ୍ଦିଗ୍ରାମରେ ମମତାଙ୍କ ହାରକୁ ଦଳ ସହଜରେ ଗ୍ରହଣ କରିପାରିନାହିଁ । ଦଳ ଏନେଇ…