Latest Odisha News

BREAKING NEWS

Browsing Tag

Tourist Bus Overturns

[ଦେଖନ୍ତୁ ଭିଡିଓ] କଳିଙ୍ଗା ଘାଟିରେ ଟୁରିଷ୍ଟ ବସ୍ ଓଲଟି ଗଲା ୬ ଜଣଙ୍କ ଜୀବନ, ୪୨ ଆହତ

ଭଞ୍ଜନଗର: କଳିଙ୍ଗା ଘାଟିରେ ବଡ଼ ଦୁର୍ଘଟଣା । ପଶ୍ଚିମବଙ୍ଗର ଟୁରିଷ୍ଟ ବସ୍ ଓଲଟି ପଡ଼ିବାରୁ ଗଲା ୬ଜଣଙ୍କ ଜୀବନ  । ମଙ୍ଗଳବାର  ବିଳମ୍ବିତ ରାତିରେ ଭଞ୍ଜନଗର ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ପଶ୍ଚିମବଙ୍ଗର ଟୁରିଷ୍ଟ ବସଟି ଓଲଟି ପଡ଼ିଥିଲା । ବସ ଓଲଟି ୬ଜଣଙ୍କ ଜୀବନ ଯାଇଛି ।…

କଳିଙ୍ଗା ଘାଟିରେ ଟୁରିଷ୍ଟ ବସ୍ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣାର ଶିକାର ହେଲା ଟୁରିଷ୍ଠ ବସ୍ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । କେଉଁ ପରିସ୍ଥିତିରେ ଘାଟିରୁ ଓଲଟିଲା ବସ୍ ତଦନ୍ତ କରି ରିପୋର୍ଟ ଦେବାକୁ ପରିବହନ…

କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍: ୬ ମୃତ, ୪୫ ଆହତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭଞ୍ଜନଗର ଦୁର୍ଗାପ୍ରସାଦରେ ଓଲଟିଲା ପଶ୍ଚିମବଙ୍ଗ ଟୁରିଷ୍ଟ ବସ୍ । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି । ମୃତକଙ୍କ ଭିତରେ ୬ ଜଣ ମହିଳା ଓ ୨ ଜଣ ପୁରୁଷ ଥିବା ସୂଚନା…

କନ୍ଧମାଳ; ଓଲଟିଲା ଟୁରିଷ୍ଟ ବସ୍, ୩୦ ଆହତ

କନ୍ଧମାଳ: ଗୁରୁବାର ରାତିରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ପୋଲିସ ସୀମା ଅନ୍ତର୍ଗତ କାଲିଙ୍ଗା ଘାଟିରେ ଏକ ବସ୍ ଓଲଟି ପଡିବାରୁ ଅତି କମରେ ୩୦ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନେ ବ୍ରହ୍ମପୁର ଏମଥକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ, ଫୁଲବାଣୀ ଜିଲ୍ଲା ହେଡ କ୍ୱାର୍ଟର୍ସ ହସ୍ପିଟାଲ ଏବଂ…