ଟ୍ରେନ୍ ବଗିରେ କାହିଁକି ହଳଦିଆ, ନାଲି ରଙ୍ଗର ଗାର ଅଙ୍କିତ କରାଯାଇଥାଏ?
ଭୁବନେଶ୍ବର: ରେଳସେବା ଆମର ଭାରତୀୟମାନଙ୍କର ଲାଇଫ୍ ଲାଇନ୍ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ରେଳଯାତ୍ରା କରିଥାନ୍ତି । ରେଳଯାତ୍ରୀଙ୍କ ସୁବିଧା ନିମନ୍ତେ ଭାରତୀୟ ରେଳବିଭାଗ ଟ୍ରେନ୍ମାନଙ୍କରେ କଲର୍ କୋଡିଂ କରିଛି । ଯାହା ଫଳରେ ରେଳଯାତ୍ରୀଙ୍କୁ କୌଣସି ଅସୁବିଧା ଭୋଗିବେ ନାହିଁ । ସହଜରେ ନିଜର…