Latest Odisha News

BREAKING NEWS

Browsing Tag

Train

ମାଡ଼ି ଆସୁଥିଲା ଲୌହ ଦାନବ, ଟ୍ରେନ ଆଡ଼କୁ ମୁହାଁଉଥିଲେ ବାବା..

ବଲାଙ୍ଗିର:ମାଡି ଆସୁଥିଲା ଲୌହ ଦାନବ । ହଠାତ ଜଣେ ଗରୁଆ ବସ୍ତ୍ରଧାରୀ ବାବା ଚାଲିଥାନ୍ତି ଟ୍ରେନ ଆଡକୁ । ସମସ୍ତେ ଭାବୁଥାନ୍ତି, ଏ ବାବା କୁଆଡେ ଯାଉଛନ୍ତି ? ଏଠି ତ ଟ୍ରେନ ଅଟକିବ ନାହିଁ । ପୁରା ପାଖାପାଖି ବାବା ଆଉ ଟ୍ରେନ.. । କେହି କିଛି ବୁଝିବା ଆଗରୁ ଘଟିଲା ଚମକେଇ ଦେବା ପରି ଘଟଣା ।…

କୁହୁଡ଼ିର ମୁକାବିଲା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ଵତନ୍ତ୍ର ନିରାପତ୍ତା ଅଭିଯାନ

ଭୁବନେଶ୍ୱର: ଘନ କୁହୁଡ଼ିକୁ ଦେଖି ପୂର୍ବତଟ ରେଳପଥର ପ୍ରସ୍ତୁତି । ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅନେକ ସ୍ଥାନରେ ଘନ କୁହୁଡି ପରିସ୍ଥିତିକୁ ଦୃଷ୍ଟିରେ ରଖାଯାଇଛି । ବିଭିନ୍ନ ରେଳ ସେକ୍ସନରେ ରାତ୍ରି ସମୟ ଠାରୁ ପ୍ରାତଃ କାଳ ସମୟରେ ଘନ କୁହୁଡ଼ିକୁ ସାମ୍ନା କରି ରେଳ ଚଳାଚଳ କରାଇବାକୁ…

ଏହିସବୁ ଦେଶରେ ଗଡ଼ିନାହିଁ ଟ୍ରେନ, ଭାରତର ପଡ଼ୋଶୀ ମଧ୍ୟ ଲିଷ୍ଟରେ ସାମିଲ

ନୂଆଦିଲ୍ଲୀ : ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ଆମେ ସାଧାରଣତଃ ଟ୍ରେନକୁ ଅଧିକ ପସନ୍ଦ କରିଥାଉ । କାରଣ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଫ୍ଳାଇଟ ପରେ ଲୋକେ ଟ୍ରେନ ଉପରେ ହିଁ ନିର୍ଭର କରିଥାନ୍ତି.. ସେମିତିରେ ଫ୍ଳାଇଟରେ ଯିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇନଥାଏ । କାରଣ ଏଥିରେ ଅଧିକ…

ଟ୍ରେନରୁ ଖସି ୨ଜଣ ଆହତ, ଘଟଣାସ୍ଥଳରେ ଉତ୍ତେଜନା

ଯାଜପୁର : ଟ୍ରେନ୍‌ ଚଢ଼ିବା ସମୟରେ ଅଘଟଣ  । ଦୁଲାଖାପାଟଣା ରେଳ ଷ୍ଟେସନରେ ଟ୍ରେନ ରେ ଚଢୁଥିବା ବେଳେ ତଳକୁ ଖସିପଡି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ବଟକୃଷ୍ଣ ସେଠୀ ଏବଂ ମାମୁନି ସାହୁ  । ଆଜି ସକାଳୁ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା…

ଚଳନ୍ତା ଟ୍ରେନରୁ ଯବାନକୁ ଠେଲି ଦେଲେ ଟିଟିଇ

ପାଟନା: ଉତ୍ତର ପ୍ରଦେଶର ବରେଲି ରେଳ ଷ୍ଟେସନରେ ଗତକାଲି ଜଣେ  ଯବାନଙ୍କୁ ଚଳନ୍ତା ଟ୍ରେନରୁ ଟିକେଟ୍ କଲେକ୍ଚର ଧକ୍କା ଦେଇ ବାହାର କରି ଦେଇଛନ୍ତି । ଯାହା ଫଳରେ ଯବାନଙ୍କ ଗୋଟିଏ ଗୋଡ ଟ୍ରେନ ଚକ ତଳେ ଆସି କଟି ଯାଇଛି । ଗୁରୁତର ଅବସ୍ଥାରେ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।…

ଟ୍ରେନ୍‌ ଟ୍ରାକ୍‌ରେ ଶୋଇ ପଡ଼ିଲେ ଜଣେ ଅଜଣା ବ୍ୟକ୍ତି, ଚାଲିଗଲା ଜୀବନ

ବଲାଙ୍ଗିର: ଟ୍ରେନ ଆଗରେ ଶୋଇବା ଯୁବକଙ୍କୁ ପଡ଼ିଲା ମହଙ୍ଗା ।ଚାହୁଁ ଚାହୁଁ ଯୁବକଙ୍କର ଚାଲିଗଲା ଜୀବନ।ଏଭଳି ଅଭାବନୀୟ ଘଟଣା ବଲାଙ୍ଗିର ରେଲଓ୍ବଷ୍ଟସନରେ ଘଟିଛି । ଆଜି ଭୋର ସମୟରେ ବଲାଙ୍ଗିର ରେଲୱେ ଷ୍ଟେସନ ଭିତରକୁ ଏକ ମାଲବୋଝେଇ ଟ୍ରେନ ଆସିଥିଲା। ଏହି ସମୟରେ ଟ୍ରେନ୍‌ର ଗତି ବହୁତ କମ୍‌…

ଟ୍ରେନ୍ ଦୁର୍ଘଟଣା ହେଲେ କେମିତି ହେବ ଉଦ୍ଧାର କାର୍ଯ୍ୟ ? ଝାରସୁଗୁଡ଼ାରେ ରେଲୱେର ମକଡ୍ରିଲ୍

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବଡ଼ ଧରଣର ରେଳ ଦୁର୍ଘଟଣା । ବଗି ଭିତରେ ଫସି ରହିଛନ୍ତି ଯାତ୍ରୀ । ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ସତ ଦୁର୍ଘଟଣା ଭଳି ଲାଗୁଥିବା ଏ ଦୃଶ୍ୟ ହେଉଛି ମକଡ୍ରିଲର । ଅକସ୍ମାକ ହେଉଥିବା ଟ୍ରେନ୍ ଦୁର୍ଘଟଣା ଓ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟକୁ ନେଇ ଝାରସୁଗୁଡ଼ା…

ଚଳନ୍ତା ଟ୍ରେନରେ ଛୁରାମାଡ଼ କରି ବନ୍ଧାହେଲେ ଅଭିଯୁକ୍ତ

ଭୁବନେଶ୍ୱର: ଚଳନ୍ତା ଟ୍ରେନରେ ଛୁରାମାଡ଼ । ଫାଲକନାମା ଏକ୍ସପ୍ରେସ ଫ୍ୟାଣ୍ଟ୍ରି କାର୍‌ରେ ଛୁରାମାଡ଼ ହୋଇଛି । ଛୁରାମାଡ଼ରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ରେଳବାଇ ପୋଲିସ ଆରମ୍ଭ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି । ଫାଲକନାମା…

ଶ୍ରୀନଗରରୁ କନ୍ୟାକୁମାରୀ ମଧ୍ୟରେ ଖୁବ୍ ଶୀଘ୍ର ଚାଲିବ ଟ୍ରେନ୍

ଶ୍ରୀନଗର:  ଶ୍ରୀନଗରରୁ -କନ୍ୟାକୁମାରୀ ମଧ୍ୟରେ ଚାଲିବ ଟ୍ରେନ । କାଶ୍ମୀରକୁ ଟ୍ରେନ ଯୋଗାଯୋଗ ସହ ଯୋଡିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ।  ଉଦମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ କାର୍ଯ୍ୟ ସରିଲେ ଟ୍ରେନ ଚଳାଚଳ ଠିକ୍ ଭାବେ ହୋଇପାରିବ । ଶ୍ରୀନଗରକୁ ସଂଯୋଗ କରୁଥିବା…