Latest Odisha News
Browsing Tag

trending story

ହାତୀ କରୁଛି ମର୍ଣ୍ଣିଙ୍ଗ୍‌ ୱାକ୍‌; ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ପରବିନ କାସୱାନ ଏକ ହାତୀପଲ ଜଙ୍ଗଲରେ ବୁଲିବାର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରୁ ଏପରି ଲାଗୁଛି ଯେପରି ସକାଳ ସକାଳୁ ହାତୀପଲ ମର୍ଣ୍ଣିଙ୍ଗ୍‌ ୱାକ୍‌ କରୁଛନ୍ତି। ଏହି ଚମତ୍କାର ଦୃଶ୍ୟ ଏବେ ଇଣ୍ଟରନେଟ୍‌ ସେନ୍ସେସନ ପାଲଟିଛି।…

ଦୀର୍ଘତମ ଦୁଗ୍ଧ ଦାନ୍ତ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ଏହି ୯ ବର୍ଷୀୟ ବାଳକ

ନୂଆଦିଲ୍ଲୀ: ଦୀର୍ଘତମ ଦୁଗ୍ଧ ଦାନ୍ତ ପାଇଁ ଜଣେ ୯ ବର୍ଷୀୟ କାନାଡିୟ ବାଳକ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। କାନାଡାର ପିଟରବୋରୋର ବାସିନ୍ଦା ଲୁକଙ୍କର ସବୁଠାରୁ ଲମ୍ବା ଦୁଗ୍ଧ ଦାନ୍ତ ହେତୁ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ସୂଚନା ଅନୁଯାୟୀ…

୫୦ ବର୍ଷ ପରେ ବି ନିଜ ପ୍ରଥମ ପ୍ରେମକୁ ଭୁଲି ନାହାନ୍ତି ଏହି ୮୨ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଲୀ: ପ୍ରେମ ନିରନ୍ତର, ନିଷ୍ପାପ, ନିଷ୍କପଟ। ପ୍ରେ୍‌ମରେ ନଥାଏ କୌଣସି ବନ୍ଦ ବାଡ଼। ପ୍ରେମର କୌଣସି ସୀମା ନାହିଁ। ଏମିତି ଅନେକ ପ୍ରବାଦ ଆମେ ଆଗରୁ ଶୁଣିଛେ ନିଶ୍ଚୟ କିନ୍ତୁ ଏହି ପ୍ରବାଦକୁ ସତ ପ୍ରମାଣିତ କରିଛନ୍ତି ଜଣେ ୮୨ ବର୍ଷୀୟ ବୃଦ୍ଧ। ରାଜସ୍ଥାନର ଜୌସଲମେରରେ ଅବସ୍ଥିତ…

ନିଜ ଛୁଆକୁ ବ୍ୟସ୍ତବହୁଳ ଟ୍ରାଫିକ ପାର୍‌‌ କରଉଛି ମା ଭାଲୁ; ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ସେ ଯେକୌଣସି ପରିସ୍ଥିତି ହେଉ ନା କାହିଁକି ମା'ଟିଏ ସବୁବେଳ ନିଜ ଛୁଆକୁ ସୁରକ୍ଷା ଦେଇଥାଏ। ସେମିତି ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟିଏ ମା ଭାଲୁ ତା ଛୁଆକୁ ବ୍ୟସ୍ତବହୁଳ ଟ୍ରାଫିକ ପାର୍‌ କରାଇବା ପାଇଁ କେମିତି…

ବୁଲା କୁକୁରଙ୍କୁ ଆଶ୍ରୟ ଯୋଗାଇ ଦେଉଛନ୍ତି ଏହି ବାସହୀନ ବ୍ୟକ୍ତି; ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: ଭାରତୀୟ ବନ ସେବା ବିଭାଗର ଅଧିକାରୀ ସୁଶାନ୍ତ ନନ୍ଦା ସୋସିଆଲ୍‌ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଜଣେ ବାସହୀନ ବ୍ୟକ୍ତି ଦୁଇଟି ବୁଲା କୁକୁରଙ୍କୁ ଶୀତରୁ ସୁରକ୍ଷା ଦେବାକୁ ଯାଇ ସେମାନଙ୍କୁ ଆଶ୍ରୟ ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି। ଏହି ବ୍ୟକ୍ତିଙ୍କ ଏଭଳି…

ଇଣ୍ଟରନେଟ୍‌ ସେନ୍ସେସନ ପାଲଟିଛି ପୁରୁଣା ଦିଲ୍ଲୀର ‘ବଟର୍‌ କଫି’

ନୂଆଦିଲ୍ଲୀ:ବଟରରେ କଫି ପ୍ରସ୍ତୁତ ହେଉଥିବା ବିଷୟରେ କେବେ ଶୁଣିଛନ୍ତି କି? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବ୍ୟକ୍ତି ବ୍ୟକ୍ତି ରାଜଧାନୀ ଦିଲ୍ଲୀର ରାସ୍ତା କଡ଼ରେ ଥିବା ଷ୍ଟଲରେ ବଟର କଫି ବିକ୍ରି କରୁଛନ୍ତି। ଜଣେ ଫୁଡ୍‌ ବ୍ଲଗର୍ ଅମର ସିରୋହି ନାମକ ଜଣେ ବ୍ୟକ୍ତି ଜାମା ମସଜିଦ୍ ନିକଟରେ…

ଇଣ୍ଟରନେଟ୍‌ ସେନ୍ସେସନ୍‌ ପାଲଟିଛି ସମୁଦ୍ର କୂଳରେ ଦୁଇ କୁକୁରଙ୍କ ବେଲୁନ୍‌ ଖେଳ

ନୂଆଦିଲ୍ଲୀ: ସମୁଦ୍ର କୂଳରେ ଏକ ବେଲୁନ୍ ସହିତ ଖେଳୁଥିବା ଦୁଇଟି କୁକୁରର ଏକ ସମ୍ପୂର୍ଣ୍ଣ ଆକର୍ଷଣୀୟ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏହାକୁ ‌ଦେଖିଲା ପରେ ଆପଣଙ୍କୁ ନିଶ୍ଚିତ ଭାବରେ ହସ ଲାଗିବ। ଏହି ସର୍ଟ କ୍ଲିପ୍ ଟ୍ୱିଟରରେ BRFC ହପକିନ୍ସ ପୋଷ୍ଟ କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ ଏହାକୁ…

ନିଜ ମସ୍ତିଷ୍କ ଅସ୍ତ୍ରୋପଚାର ପାଇଁ ସର୍ବତ ବିକ୍ରି କରୁଛି ସାତ ବର୍ଷର ଟିକି ଝିଅ

ନୂଆଦିଲ୍ଲୀ: ଭାଗ୍ୟର କି ବିଡମ୍ବନା! ନିଜ ମସ୍ତିଷ୍କ ଅସ୍ତ୍ରୋପଚାର ପାଇଁ ସାତ ବର୍ଷର କୁନି ଝିଅଟି ଏଭଳି ଢଙ୍ଗରେ ନିଜ ପାଇଁ ସଞ୍ଚୟ କରୁଛି ଅର୍ଥ।। ସେଥିରୁ ଅର୍ଜିତ ଧନରେ ସେ ନିଜର ଅସ୍ତ୍ରୋପଚାର କରାଇବ ବୋଲି ଆଶା ଜୁଟେଇଛି ଏଇ ଟିକି ଝିଅଟି। ତେବେ ଗତ ବର୍ଷ ଗ୍ରୀଷ୍ମରେ ଆମେରିକାର ଏହି…