Latest Odisha News
Browsing Tag

Tripura

ବିଦ୍ୟୁତ୍ ବିଲ୍ ବାକି; ଅନ୍ଧାର ହୋଇଯିବ କି ବାଂଲାଦେଶ? 

ଅଗରତାଲା: ୨୦୦ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ବକେୟା ରଖିଛି ବାଂଲାଦେଶ। ସୋମବାର ଦିନ ଏହି ସୂଚନା ଦେଇଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା। ସେ କହିଛନ୍ତି ଯେ ପଡୋଶୀ ଦେଶକୁ ବିଦ୍ୟୁତ ଯୋଗାଣ ବନ୍ଦ କରିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ତ୍ରିପୁରା ରାଜ୍ୟ…

ଫେସବୁକ୍‌ ପ୍ରେମ; ତ୍ରିପୁରାରୁ ଯାଜପୁର ଏବେ ଥାନାରେ…..

ଯାଜପୁର : ଫେସବୁକରୁ ଆରମ୍ଭ ହୋଇଥିଲା ପ୍ରେମ । ବର୍ତ୍ତମାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା । ରୋଡ଼ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ନିଜକୁ ଇଞ୍ଜିନିୟର ପରିଚୟ ଦେଇ ଡାକ୍ତରୀ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇଥିବା ଅଭିଯୋଗ ହୋଇଛି। ତ୍ରିପୁରା ରାଜ୍ୟ…

ତ୍ରିପୁରା, ନାଗାଲାଣ୍ଡରେ ବିଜେପି…. ମେଘାଳୟରେ ଝୁଲା ସରକାର

ନୂଆଦିଲ୍ଲୀ: ପୂର୍ବୋତ୍ତରର ୩ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଜାରି ରହିଥିବା ବେଳେ ଫଳାଫଳ ସ୍ପଷ୍ଟ ହୋଇଛି । ଏବେ ତ୍ରିପୁରାରେ ବିଜେପି ସରକାର ଥିବା ବେଳେ ନାଗାଲାଣ୍ଡରେ ବିଜେପି ମେଣ୍ଟ ଓ ମେଘାଳୟରେ ନ୍ୟାସନାଲ୍ ପିପୁଲ୍ସ ପାର୍ଟିର ସରକାର ଅଛି ।…

ଆଜି ଘୋଷଣା ହେବ ୩ ରାଜ୍ୟର ନିର୍ବାଚନ ତାରିଖ : ରାଜ୍ୟଗୁଡ଼ିକରେ ବିଜେପିର ସ୍ଥିତି କେମିତି ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ୩ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ହେବ। ବୁଧବାର ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁର ପାଇଁ ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ। ଏଥିପାଇଁ ଆଜି ଦିନ ୨.୩୦ ମିନିଟ୍‌ରେ ସାମ୍ବାଦିକ ସମ୍ମିଳନୀ କରି କମିଶନ ନିର୍ବାଚନ ଚାରିଖ ଘୋଷଣା କରିବେ ବୋଲି ସୂଚନା ମିଳିଛି।…

ବର୍ଜ୍ୟ ପ୍ଲାଷ୍ଟିକ ବ୍ୟବହାର କରି ତିଆରି ହେଲା ସଡ଼କ

ଅଗରତାଲା: ପରିବେଶ ପାଇଁ ପ୍ଲାଷ୍ଟିକ ବିପଦପୂର୍ଣ୍ଣ । ତଥାପି ଆମେ ଦୈନନ୍ଦିନ ଜୀବନରେ ଖୁବ୍ ପ୍ଲାଷ୍ଟିକ ବ୍ୟବହାର କରି ଏଣେତେଣେ ଫୋପାଡ଼ି ଦେଉ । ଆଉ ଯାହାକି ସହଜରେ ନଷ୍ଟ ହୁଏନାହିଁ ବରଂ ପରିବେଶ ଦୂଷିତ କରେ । ଅଦରକାରୀ ବର୍ଜ୍ୟ ପ୍ଲାଷ୍ଟିକକୁ ନେଇ ନିଆରା ପଦକ୍ଷେପ ନେଇଛି ତ୍ରିପୁରା ।…

ବିଶ୍ୱ ବାଉଁଶ ଦିବସରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ବାମ୍ବୋ କୁକିଜ୍

ବଜାରରେ ବହୁତ ପ୍ରକାରର କୁକିଜ୍ ମିଳୁଛି । ହେଲେ ଜାଣିଛନ୍ତି କି ବାଉଁଶରୁ ବି ପ୍ରସ୍ତୁତ ହେଉଛି ଏକ ସ୍ୱତନ୍ତ୍ର ଧରଣର କୁକିଜ୍ । ଶୁକ୍ରବାର ବିଶ୍ୱ ବାଉଁଶ ଦିବସରେ ବାଉଁଶ ଗଜାରୁ ପ୍ରସ୍ତୁତ ଏଭଳି ଏକ ସ୍ୱତନ୍ତ୍ର କୁକିଜ୍‌ର ଶୁଭାରମ୍ଭ କରିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ…