Latest Odisha News

BREAKING NEWS

Browsing Tag

Unaccounted cash

ତହସିଲଦାରଙ୍କ ଠାରୁ ୧ ଲକ୍ଷରୁ ଅଧିକ ଟଙ୍କା ଜବତ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ତହସିଲଦାର । ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାଏକଙ୍କ ଠାରୁ କଟକ ଭିଜିଲାନ୍ସ ଡିଭିଜନ ନଗତ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରିଛି । ତହସିଲଦାର ବିଚିତ୍ରାନନ୍ଦ ଘରକୁ ଯାଉଥିବା ବେଳେ ଅପରାହ୍ଣ ପ୍ରାୟ ୩ଟା ୩୦ ସମୟରେ ଏତେ ପରିମାଣର ଟଙ୍କା ତାଙ୍କଠାରୁ ମିଳିଛି ।…

ପୁରୀରୁ ଜବତ ହେଲା ୮ ଲକ୍ଷ ଟଙ୍କା

ପୁରୀ : ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ କାକଟପୁର ରୋଡ ନିକଟ ଅସ୍ତରଙ୍ଗ ଠାରେ ଏକ କାରରୁ ରବିବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୮ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ମିଳିଥିବା ସୂଚନାନୁଯାୟୀ, ଫ୍ଲାଇଂ ସ୍କ୍ୱାର୍ଡ଼ ପକ୍ଷରୁ ଉକ୍ତ ଅଞ୍ଚଳରେ ଯାଞ୍ଚ ସମୟରେ ଏକ…

ବାଲେଶ୍ୱରର ବସ୍ତାରୁ ଜବତ ହେଲା ୨.୩୫ ଲକ୍ଷ ଟଙ୍କା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ନିକଟରେ ଏକ କାରରୁ ଶୁକ୍ରବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୨.୩୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ମିଳିଥିବା ସୂଚନାନୁଯାୟୀ, ଫ୍ଲାଇଂ ସ୍କ୍ୱାର୍ଡ଼ ପକ୍ଷରୁ ଯାଞ୍ଚ ସମୟରେ ନାଇକୁଡି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ…

ଯାଜପୁର ଓ ମୟୂରଭଞ୍ଜରେ ଜବତ ହେଲା ୧୬ ଲକ୍ଷ ଟଙ୍କା

ଯାଜପୁର : ଯାଜପୁର ରେଙ୍ଗାଲିସ୍ଥିତ ଗରମିଆ ନିକଟରେ ଶନିବାର ରାତିରେ ଏକ କାରରୁ ବୁଧବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୧୫.୩୧ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ମିଳିଥିବା ସୂଚନାନୁଯାୟୀ, ପୋଲିସ ପକ୍ଷରୁ ଯାଞ୍ଚ ସମୟରେ ଏହି ଗାଡ଼ିରୁ ୧୫.୩୧ ଲକ୍ଷରୁ ଅଧିକ ଟଙ୍କା ଜବତ…