Latest Odisha News

BREAKING NEWS

Browsing Tag

Unlock3.0

ଦୋକାନ ଆଗରେ ଚା’ ପିଇବା ମନା, ରେଷ୍ଟୁରାଂଟରୁ ନେବେ ପାର୍ସଲ

ଭୁବନେଶ୍ୱର: ଏଣିକି ଦୋକାନ ଆଗରେ ଚା’ ପିଇ ପାରିବେ ନାହିଁ ଗ୍ରାହକ । ଦୋକାନ ଆଗରେ ଚା’ ପିଇବା ଉପରେ କଟକଣା ଲାଗଯାଇଛି । ଖାଦ୍ୟ ବିକ୍ରେୟକାରୀଙ୍କ ପାଇଁ ବିଏମ୍‌ସି ପକ୍ଷରୁ ନୂଆ ଗାଇଡାଲାଇନ୍ ଜାରି ହୋଇଛି । ରେଷ୍ଟୁରାଂଟ, ଢ଼ାବା, ରାସ୍ତାକଡ ଠେଳା ଦୋକାନୀଙ୍କ ପାଇଁ ଏହି ଗାଇଡଲାଇନ୍ ଜାରି…

ରାଜ୍ୟ ସରକାରଙ୍କ ଅଗଷ୍ଟ ମାସ ଗାଇଡଲାଇନ, ଜାଣନ୍ତୁ କଣ ଖୋଲା, କଣ ରହିବ ବନ୍ଦ

ଭୁବନେଶ୍ୱର: ଅଗଷ୍ଟ ମାସ ପାଇଁ କୋଭିଡ୍ ଗାଇଡଲାଇନ ଜାରି କରିଛନ୍ତି ସରକାର । ଅଗଷ୍ଟ ୩୧ ଯାଏଁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ। ଏହି ସମୟରେ ମନ୍ଦିର ଭିତରେ ଧାର୍ମିକ ପରମ୍ପରା ଚାଲିବ ହେଲେ ସାଧାରଣ ଭକ୍ତଙ୍କୁ ମନ୍ଦିର ଯିବା ମନା । ଅଗଷ୍ଟ ୩୧ ଯାଏଁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ…

ଏଣିକି ବିବାହ ଉତ୍ସବ ନିୟମ ଭାଙ୍ଗିଲେ ୧୦ ହଜାର ଫାଇନ୍

ଭୁବନେଶ୍ୱର: ଅଗଷ୍ଟ ମାସ ଗାଇଡଲାଇନ୍‌ରେ ସରକାର ବାହାଘର ଉତ୍ସବକୁ ଅନୁମତି ଦେଇଥିଲେ ମଧ୍ୟ କଡା କଟକଣା ଜାରି କରିଛନ୍ତି । ଏଣିକି ବିବାହ ଉତ୍ସବରେ କୋଭିଡ ଗାଇଡ ଲାଇନ୍ ଉଲ୍ଲଙ୍ଘନ କଲେ ୧୦ ହଜାର ଫାଇନ୍ । ଏଥିସହ ବିବାହ କାର୍ଯ୍ୟବେଳେ ସାମାଜିକ ଦୂରତା ନମାନିଲେ ସିଲ୍ ହେବ ବିବାହ ମଣ୍ଡପ ।…

ଆସିଲା ଅନ୍‌ଲକ୍‌-୩ର ଗାଇଡଲାଇନ୍‌, ଜାଣନ୍ତୁ କ’ଣ ରହିବ ଖୋଲା କ’ଣ ବନ୍ଦ

ନୂଆଦିଲ୍ଲୀ: ସାରା ଦେଶରେ କାୟା ମେଲାଇଛି କରୋନା । ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସବୁ ପ୍ରୟାସ ପରେ ବି ଥମୁନି ସଂକ୍ରମଣ । ୪ଟି ପର୍ଯ୍ୟାୟରେ ଲକଡାଉନ୍ ସରିବା ପରେ ଦେଶରେ ଅନ୍‌ଲକ୍ ଲାଗୁ ହୋଇଛି । ଆସନ୍ତା ଜୁଲାଇ ୩୧ରୁ ଅନ୍‌ଲକ୍‌-୨ ସରୁଥିବା ବେଳେ ଅନ୍‌ଲକ-୩ ପାଇଁ…