Latest Odisha News

BREAKING NEWS

Browsing Tag

US Election 2020

ଆମେରିକାର ୪୬ତମ ରାଷ୍ଟ୍ରପତି ହେବେ ଜୋ ବାଇଡେନ୍‌: ଘୋଷଣା କଲା ଡିସିସନ୍ ଡେସ୍କ

ୱାଶିଂଟନ:ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଜୋ ବାଇଡେନ। ଭୋଟ ଗଣତି ଜାରି ରହିଥିବା ବେଳେ ଆମେରିକାର ଗୋଟିଏ ପ୍ରସିଦ୍ଧ ଆଉଟ ଲେଟ ଏଭଳି ଘୋଷଣା କରିଛି। ନଭେମ୍ବର ୩ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା। ସେବେଠାରୁ ଭୋଟ ଗଣତି ଜାରି ରହିଛି। ଗଣତିରୁ ସ୍ପଷ୍ଟ…

ମହାକାଶରୁ ମତଦାନ; ଦ୍ୱିତୀୟ ଥର ପାଇଁ ମହାକାଶରୁ ଭୋଟ୍‌ ଦେଲେ କେଟ୍‌; ଆମେରିକା ନିର୍ବାଚନ

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି ଏବଂ ଏହି ଭାଇରସ୍ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ମଧ୍ୟ ବହୁତ ପ୍ରଭାବ ପକାଇଛି। ଆମେରିକାର ଅନେକ ସ୍ଥାନରେ ଭୋଟ୍ ପ୍ରତିଶତ ଅଧିକ ଦେଖାଯାଇଥିବାବେଳେ ଅନେକ ଲୋକ କରୋନା ଭୟ ହେତୁ ମତଦାନରୁ ନିଜକୁ ଦୂରେଇ…

୧୨୦ ବର୍ଷର ଇତିହାସରେ ସର୍ବାଧିକ ମତଦାନ ହୋଇଥିବା ନିର୍ବାଚନ; ଆମେରିକା ନିର୍ବାଚନ

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଜୋ ବାଇଡେନ୍‌ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡା ସଂଘର୍ଷ ଜାରି ରହିଛି। ଚଳିତ ବର୍ଷ ନିର୍ବାଚନକୁ ଯେତିକି ଉତ୍କଣ୍ଠା ଦେଖିବାକୁ ମିଳିଥିଲା ଏବଂ ଫଳାଫଳ ମଧ୍ୟ ସେତିକି ଆକର୍ଷଣୀୟ ହେଉଛି।…

କରୋନା ପ୍ରଭାବିତ ଅଞ୍ଚଳରୁ ଟ୍ରମ୍ପ୍‌ଙ୍କୁ ମିଳିଛି ଅଧିକ ଭୋଟ୍‌; ଆମେରିକା ନିର୍ବାଚନ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ​​ଜୋ ବାଇଡେନ୍‌ଙ୍କଠାରୁ ପଛରେ ପଡିଯାଇଥିବା ଦେଖିବାକୁ ମିଳିଛି। ଇଲେକ୍ଟୋରାଲ୍‌ ଭୋଟ୍‌ ମାମଲାରେ ଜୋ ବାଇଡେନ୍‌ ନିର୍ବାଚନୀ ଲଢେଇରେ ବହୁ ଆଗରେ ରହିଛନ୍ତି ଏବଂ ଏହା ବର୍ତ୍ତମାନ ଟ୍ରମ୍ପଙ୍କ ପାଇଁ ଅଧିକ ଅଡୁଆ…

ଆମେରିକା ନିର୍ବାଚନ: ବହୁମତ ମୁହାଁ ଜୋ ବାଇଡେନ୍, ପଛରେ ଟ୍ରମ୍ପ

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୋଚକ ଲଢ଼େଇ । କାହା ଦଖଲକୁ ଯିବ ହ୍ୱାଇଟ୍ ହାଉସ୍ ? ଜୋ ବାଇଡେନ୍ ଓ ଡୋନାଲ୍ଡ ଟ୍ରମ୍ପଙ୍କ ଭିତରେ କାଣ୍ଟେ କା ଟକ୍କର ଚାଲିଛି । ବର୍ତ୍ତମାନ ସୁଦ୍ଧା ଗଣତିରେ ଆଗରେ ରହିଛନ୍ତି ଜୋ ବାଇଡେନ୍ । ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଜେନଙ୍କୁ…

ବାଜି ମାରିଲା ‘ସମୋସା କାକ୍‌ସ’; ଆମେରିକା ନିର୍ବାଚନ

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣନା ଜାରି ରହିଛି। ପ୍ରାରମ୍ଭିକ ଧାରା ବର୍ତ୍ତମାନ ଆସିବା ଆରମ୍ଭ କରିଛି। ଏହି ନିର୍ବାଚନରେ ​​ଭାରତୀୟ-ଆମେରିକୀୟ ମତଦାତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସୂଚନାଯୋଗ୍ୟ ଏହି ସମୟ ମଧ୍ୟରେ ଭାରତୀୟ ମୂଳରୁ ୪ ଜଣ ପ୍ରାର୍ଥୀ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ପନିର୍‌ ଟିକ୍କା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସମୟରେ ପନିର୍‌ ଟିକ୍କା ହଠାତ୍ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଯେତେବେଳେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଟ୍ୱିଟର୍‌ରେ ଭାରତୀୟ ଖାଦ୍ୟର ଟ୍ରେଣ୍ଡ୍‌ ହୋଇଥିବାର ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଏହି…

ଟ୍ରମ୍ପ-ବିଡେନ୍ କଡ଼ା ଟକ୍କର: କିଏ କେଉଁଠି ବିଜୟୀ ?

ଓ୍ୱାଶିଂଟନ୍: ଡୋନାଲ୍ଡ ଟ୍ରମ୍ପ ନା ଜୋ ବିଡେନ୍ ? କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି । ଆଜି ସ୍ପଷ୍ଟ ହୋଇଯିବ । ବର୍ତ୍ତମାନ ସୁଦ୍ଧା ଇଲେକ୍ଟୋରାଲ୍ ଭୋଟରେ ଆଗରେ ଅଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍ । ସେ ୨୨୩ଟି ଇଲେକ୍ଟୋରାଲ ଭୋଟ ସହ ଆଗୁଆ ରହିଥିଲା ବେଳେ…