Latest Odisha News

BREAKING NEWS

Browsing Tag

US President Donald Trump

ହସ୍ପିଟାଲରୁ ଡିସଚାର୍ଜ ହେଲେ ଟ୍ରମ୍ପ

ୱାଶିଂଟନ: କରୋନାରୁ ସୁସ୍ଥ ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଜି ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏନେଇ ସୂଚନା ମିଳିଛି । ସେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଗକୁ ନିର୍ବାଚନ…

ଆର୍ମି ହସ୍ପିଟାଲରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ଆର୍ମି ହସ୍ପିଟାଲକୁ ଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ୱାଲ୍ଟର ରିଡ୍ ଆର୍ମି ମେଡିକାଲ ସେଂଟରରେ ଭର୍ତ୍ତି କରାଯାଇଛି । ଏନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରମ୍ପ ଏବେ କ୍ଲାନ୍ତ ଅନୁଭବ କରୁଥିଲେ…

ଆମେରିକାରେ ବ୍ୟାନ୍ ହେବନି ଟିକ୍‌ଟକ୍‌, ରୋକ ଲଗାଇଲେ ଫେଡେରାଲ କୋର୍ଟ

ନୂଆଦିଲ୍ଲୀ: ଆମେରିକାରେ ବ୍ୟାନ୍ ହେବନି ଚାଇନା ଭିଡିଓ ଆପ୍ ଟିକ୍‌ଟକ୍ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାରି କରିଥିବା ନିର୍ଦ୍ଦେଶ ବିରୋଧରେ ଟିକ୍‌ଟକ୍ କମ୍ପାନି କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଉକ୍ତ ମାମଲାର ଶୁଣାଣି କରି ରବିବାର ଏକ ଫେଡେରାଲ କୋର୍ଟ ଏହି ନିଷେଧାଦେଶ ଆଦେଶ ଉପରେ…

ପ୍ରଥମ ଥର ମାସ୍କ ପିନ୍ଧିଥିବା ନଜର ଆସିଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍: କରୋନା ମହାମାରୀ ଭିତରେ ପ୍ରଥମ ଥର ମୁହଁରେ ମାସ୍କ ପିନ୍ଧିଛନ୍ତି ଆମେରିକା ରାଷ୍ଚ୍ରପତି । ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ମାସ୍କ ସହ ନଜର ଆସିଛନ୍ତି । ଗତକାଲି ଏକ ହସ୍ପିଟାଲ ଗସ୍ତ କରିବା ସମୟରେ ଏଭଳି ଗେଟଅପରେ ଟ୍ରମ୍ପଙ୍କୁ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି ଡୋନାଲ୍ଡ…

ଭାରତ ସହ ଅଛି ଆମେରିକା ସେନା: ହ୍ୱାଇଟ୍ ହାଉସ୍ ପକ୍ଷରୁ ସଙ୍କେତ

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଲାଗିରହିଛି ସୀମା ବିବାଦ । ଯଦିଓ ଗଲଓ୍ୱାନ ଘାଟିର ସଂଘର୍ଷ ସ୍ଥଳରୁ ପାଖାପାଖି ଦୁଇ କିଲୋମିଟର ପଛଘୁଞ୍ଚା ଦେଇଛି ଡ୍ରାଗନ୍ । କିନ୍ତୁ ପରେ ଯେ ପୁରୁଣା ରୋଗ ନବାହାରିବ କହି ହେବନି । କେବଳ ଭାରତ ନୁହେଁ ବିଭିନ୍ନ ଦେଶକୁ ନାଲି ଆଖି ଦେଖାଉଛି ଚୀନ୍ । ଏଭଳି…

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ: ଆଜି କେଉଁଠି ବୁଲିବେ, ଜାଣନ୍ତୁ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ମଙ୍ଗଳବାର ଦିନ ସେ ଦିଲ୍ଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରାପ୍ତ ସୂଚନାନୁଯାୟୀ ଆଜି ଟ୍ରମ୍ପ ରାଷ୍ଟ୍ରପତି ଭବନ ଯାଇ ସେଠାରେ କିଛି ସମୟ ରହଣୀ ପରେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ…

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ; ଜାଣନ୍ତୁ କ’ଣ ରହିଛି କାର୍ଯ୍ୟସୂଚୀ

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଠାରୁ ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ତାଙ୍କ ଗସ୍ତ ସୂଚୀନୁଯାୟୀ, ଟ୍ରମ୍ପ ଦିନ ୧୧ଟା ୪୦ମି.ରେ ଅହମ୍ମଦାବାଦରେ ଆସି ପହଞ୍ଚିବେ । ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଫାଷ୍ଟ ଲେଡି ତଥା ତାଙ୍କ ପତ୍ନୀ…

ଦୁଇ ଦିନିଆ ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ୱାସିଂଟନ୍‌: ଆସନ୍ତା ଫେବୃଆରୀ ୨୪ ଓ ୨୫ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ରାଷ୍ଟ୍ରପତି ଭବନ ଦ ହ୍ୱାଇଟ୍ ହାଉସ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି । https://twitter.com/WhiteHouse/status/1226975511315976199?s=08 ଏହି…