ଟିକାକରଣର ୬ ମାସ ପରେ କମୁଛି ଇମ୍ୟୁନିଟି ଲେବଲ୍!
ନୂଆଦିଲ୍ଲୀ: ଏସିଆନ୍ ହେଲଥ କେୟାର ଫାଉଣ୍ଡେସନ୍ ସହିତ ହାଇଦ୍ରାବାଦର AIG ହସ୍ପିଟାଲ୍ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣାର ଫଳାଫଳ ପ୍ରକାଶ କରିଛି।
ଅଧ୍ୟୟନରୁ ଜଣାପଡିଛି ଯେ ପ୍ରାୟ ୩୦% ବ୍ୟକ୍ତିଙ୍କ ଟିକାକରଣର ୬ ମାସ ପରେ ରୋଗ ପ୍ରତିରୋଧକ ସ୍ତର ହ୍ରାସ ପାଇଛି।
ସଂପୂର୍ଣ୍ଣ ଟୀକାକରଣ…