Latest Odisha News

BREAKING NEWS

Browsing Tag

Vaccination Drive

ଏହି ୩ଟି ଦେଶରେ ଏଯାଏ ଆରମ୍ଭ ହୋଇନି ଟିକାକରଣ

ନୂଆଦିଲ୍ଲୀ: ବୈଶ୍ବକ ସ୍ତରରେ ଟିକାକରଣ ଅଭିଯାନକୁ ନେଇ ସଚେତନତା ପ୍ରସାର କରାଯାଉଛି। ଲୋକଙ୍କୁ ଟିକାକରଣ ଲାଗି ବିଭିନ୍ନ ଉପାୟରେ ପ୍ରୋତ୍ସାହିତ କରାଯାଉଛି। ଅଦ୍ୟାବଧି ବୈଶ୍ବକ ସ୍ତରରେ ୫ ବିଲିୟନରୁ ଅଧିକ ଲୋକ କରୋନା ବିରୋଧୀ ଟିକା ଗ୍ରହଣ କରିଥିବା ଜଣାପଡ଼ିଛି। ଅନ୍ୟପଟେ ବହୁ ଧନୀ ଦେଶ…

ପୁଣି କୋଭିସିଲ୍ଡ ଟିକା ଅଭାବ: ଓଡ଼ିଶାରେ ଆଜି ୪ ଜିଲ୍ଲାରେ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ବାଧାପ୍ରାପ୍ତ ହୋଇଛି ଟିକାକରଣ । ଆବଶ୍ୟକ ଅନୁସାରେ କୋଭିସିଲ୍ଡ ଟିକା ମହଜୁଦ ନାହିଁ । ଫଳରେ ଆଜି ମାତ୍ର ୪ ଜିଲ୍ଲାରେ ଟିକାକରଣ କରାଯାଉଛି । ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ନବରଙ୍ଗପୁର, ପୁରୀ ଓ ସୁନ୍ଦରଗଡ଼ । ଏସବୁ ଜିଲ୍ଲାର ୧୨ଟି କେନ୍ଦ୍ରରେ ଆଜି…

ପୁଣି ଟିକା ସଙ୍କଟ: ଆଜି ଓଡ଼ିଶାର ଦୁଇଟି ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଜୁନ୍ ୨୧ ତାରିଖରୁ ଓଡ଼ିଶାରେ କ୍ୟାମ୍ପେନ ମୋଡରେ ଟିକାକରମ ଚାଲିଥିଲା । ଆଜିଠୁ ପୁଣି ଥରେ ଟିକା ସଙ୍କଟ ଦେଖାଦେଇଛି । ଆବଶ୍ୟକ କୋଭିସିଲ୍ଡ ଟିକା ନଥିବାରୁ ଆଜି ଦୁଇଟି ଜିଲ୍ଲା ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ବନ୍ଦ ରହିବ ଟିକାକରଣ । ବର୍ତ୍ତମାନ ରାଜ୍ୟରେ ୧ଲକ୍ଷ ୧୩ହଜାର ୮୩୦…

ଅଗଷ୍ଟ ସୁଦ୍ଧା ଭୁବନେଶ୍ୱରରେ ସରିବ ସମ୍ପୂର୍ଣ୍ଣ ଟିକାକରଣ !

ଭୁବନେଶ୍ୱର: ରାଜ୍ୟରେ ଜୋରଦାର ହୋଇଛି ଟିକାକପଣ ଅଭିଯାନ । ରାଜଧାନୀ ଭୁବନେଶ୍ୱରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦିଆଯାଉଛି । ଟାର୍ଗେଟ ଅଛି ଅଗଷ୍ଟ ସୁଦ୍ଧା ଭୁବନେଶ୍ୱରରେ ସମସ୍ତଙ୍କୁ ଟିକା ଦିଆଯିବ । ଏବେ ବିଏମସି ଅଞ୍ଚଳରେ ଦୈନିକ ୩୦ ହଜାର ଡୋଜ୍ ଟିକା ଦିଆଯାଉଛି । ଦିଲ୍ଲୀ, ମୁମ୍ୱାଇ,…

କଟକରେ ଆଜି ହେବନି ଟୀକାକରଣ

କଟକ: ଇଦ୍-ଉଲ୍-ଫିତର ଛୁଟିଦିନକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ କଟକ ସହରରେ ଟୀକାକରଣ କରାଯାଉ ନାହିଁ। ଏନେଇ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) କମିଶନର ଅନନ୍ୟା ଦାସ ଟ୍ବିଟ କରି ସୂଚନା ଦେଇଛନ୍ତି। ଏହା କେବଳ କଟକ ସହରରେ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ,…

କେମିତି ଅଛନ୍ତି କରୋନା ଭ୍ୟାକ୍ସିନ୍ ପାଇନଥିବା ଦେଶ ? ସ୍ଥିତି କଣ ?

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ମହାମାରୀ କୋଭିଡ୍ ସଂକ୍ରମଣକୁ ବର୍ଷରୁ ଅଧିକ ସମୟ ବିତି ସାରିଲାଣି । ବର୍ଷେ ଭିତରେ କରୋନା କାୟାରେ ଅନେକ ଜୀବନ ଯାଇଛି, ଅନେକ ଆକ୍ରାନ୍ତ ହୋଇଛନ୍ତି । ଏବେ ଦୁନିଆର ଅନେକ ଦେଶର କରୋନା ସଂକ୍ରମଣ ପୁଣି ଫେରିଛି । ସଂକ୍ରମଣ ବଢ଼ୁଥିବା ବେଳେ କରୋନାର ନୂଆ ନୂଆ ରୂପ…

ଟିକା ନେବ ଭାରତ: ବିଶ୍ୱର ସବୁଠୁ ବଡ଼ ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ମହାଅଭିଯାନର ଆଜି ଶୁଭାରମ୍ଭ କରିବ ଭାରତ । ଆରମ୍ଭ ହେବ ବିଶ୍ୱର ସବୁଠୁ ବଡ଼ ଟିକାକରଣ । କୋଭିଡ୍ ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫେରେନ୍ସିଂରେ ସକାଳ ସାଢ଼େ ୧୦ଟାରେ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଡ୍ରାଇଭ୍‌ର…