ଟିକାକରଣରେ ସାରା ଦେଶରେ ଆଗରେ ଓଡ଼ିଶା
ଭୁବନେଶ୍ବର : କୋଭିଡ ମହାମାରୀ ବିରୋଧରେ ଚାଲିଥିବା ଟିକାକରଣରେ ସାରା ଦେଶରେ ଆଗରେ ଓଡ଼ିଶା । ଏବେ ଯାଏଁ ଟିକା ନେଇ ସାରିଲେଣି ୪.୦୩ କୋଟି ଲୋକ ସେମାନଙ୍କ ମଧ୍ୟରୁ ୨ କୋଟି ୬୮ ଲକ୍ଷ ୪ ହଜାର ଲୋକଙ୍କ ଦିଆଯାଇଛି ପ୍ରଥମ ଡୋଜ୍ । ସେହିପରି ୧ କୋଟି ୩୪ ଲକ୍ଷ ୯୬ ହଜାର ଲୋକଙ୍କୁ…