Latest Odisha News

BREAKING NEWS

Browsing Tag

viral video

କରୋନା ଲକ୍‌-ଡାଉନ୍‌; ବାହାରେ ଚାଲିଛି ଟେନିସ୍ ଖେଳ, ଭିଡିଓ ଭାଇରାଲ୍ !

ଇଟାଲି: କରୋନାଭାଇରସ୍ ପାଇଁ ଲକ୍‌-ଡାଉନ୍‌, ହେଲେ ବାହାରେ ଲଗାତାର ଚାଲିଛି ଟେନିସ୍ ଖେଳ । ଅନ୍‌ଲାଇନରେ ଏହି ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ଭିୟର୍ସିପ୍ ୮ ମିଲିଅନରୁ ଅଧିକ ରହିଛି । Just incredible to see ? ? Liguria, Italy ?? | #tennisathome…

ସୋସିଆଲ ମିଡିଆରେ ଭାଇରାଲ୍‌; ୪ଜଣଙ୍କୁ ଖଟରେ ବାନ୍ଧି ନିସ୍ତୁକ ମାଡ !

ଭୁବନେଶ୍ୱର: ହଜିଯାଇଛି ମାନବିକତା । ଦୋଷ ଯାହା ବି ହେଉନା କାହିଁକି । ଖଟରେ ଯୁବକ ଓ ଯୁବତୀଙ୍କୁ ବାନ୍ଧି ନିସ୍ତୁକ ମାଡ ମାରିବା କେଉଁଠିକାର ନ୍ୟାୟ । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓଟି ଓଡିଶାର ହୋଇଥିଲେ ହେଁ କେଉଁ ଅଂଚଳର ତାହା ଏ ପର୍ଯ୍ୟନ୍ତ…

ଭାଇରାଲ୍ ପୋଷ୍ଟମର୍ଟମ: ବେଳାଭୂମିରେ ମଜା ନେଉଥିବା ହରିଣର ଭାଇରାଲ୍ ଭିଡିଓର ସତ୍ୟତା ଜାଣନ୍ତୁ!

ଭୁବନେଶ୍ୱର: ଲକ୍ ଡାଉନ ବେଳେ ପୁରୀ କୋଣାର୍କ ବେଳାଭୁମିରେ ଡିଆଁ ମାରୁଥିବା ହରିଣର ତଥାକଥିତ ଭିଡିଓ ଏବେ ଓଡିଶାରେ ବେଶ୍ ଭାଇରାଲ୍ ହୋଇଛି । ପ୍ରାୟ ଏକ ମିନିଟ୍ ପନ୍ଦର ସେକେଣ୍ଡର ଏହି ଭିଡ଼ିଓରେ ଜନଶୂନ୍ୟ ବେଳାଭୁମିରେ ଏକ ହରିଣଟି ଦୌଡି କୁଦି ଓ ଡିଆଁମାରି ସମୁଦ୍ରର ଢେଉର ମଜା ନେଉଥିବା…

ଲକ୍‌-ଡାଉନ୍‌: ମୁମ୍ବାଇ ପୋଲିସର ନିଆରା ତରିକା !

ମୁମ୍ବାଇ: କରୋନା ବିରୋଧୀ ଲଢେଇରେ ସାରା ଭାରତରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ମିଳିଛି ମିଳିତ ପ୍ରତିକ୍ରିୟା । ତେବେ ଖାସ କରି ମୁମ୍ବାଇ ପୋଲିସର ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । Love this! Navi #Mumbai police melodiously asking public to stay…

ଟ୍ରାଫିକ ନିୟମ ଉଲ୍ଲଂଘନ କରି ଲୋକଙ୍କ ସହ ଯୁକ୍ତିତର୍କ କଲେ ଅତିରିକ୍ତ ଆର୍‌ଟିଓ, ଭିଡିଓ ଭାଇରାଲ

ଗଞ୍ଜାମ: ନୂଆ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବା ପରେ ଚାରିଆଡ଼େ କେବଳ ତା'ରି ଚର୍ଚ୍ଚା । କିଏ କେତେ ଜୋରିମାନା ଦେଲା ଆଉ କିଏ ଖସି ପଳେଇଲା । ଏହି ନୂଆ ନିୟମରେ ଅତିଷ୍ଠ ହୋଇ ସାଧାରଣ ଜନତା ଯେମିତି ଏକରକମ ସଜାଗ ହୋଇ ଯାଇଛନ୍ତି । ପୋଲିସ ସେମାନଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ…

ବଲିଉଡରେ ଏଣ୍ଟ୍ରି କଲେ ରେଳ ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳ

ମୁମ୍ବାଇ: ରେଲୱେ ଷ୍ଟେସନରୁ ବଲିଉଡର ଷ୍ଟୁଡିଓ । କିଛି ଦିନ ତଳେ ଚର୍ଚ୍ଚାକୁ ଆସିଥିବା ରାନୁ ମଣ୍ଡଳ ଏବେ ସଙ୍ଗୀତ ଦୁନିଆର ସେନସେସନ ପାଲଟି ଯାଇଛନ୍ତି । ରେଲୱେ ଷ୍ଟେସନରେ ଭିକ୍ଷାବୃତ୍ତି କରୁଥିବା ରାନୁ ମଣ୍ଡଳ ଆଜି ବଲିଉଡରେ ପାଦ ଦେଇଛନ୍ତି । କିଛିଦିନ ତଳେ ଭିକ୍ଷାବୃତ୍ତି କରୁଥିବା…