[ଭିଡ଼ିଓ] ଘର ଓଡିଶାରେ, କଏଦ କୋଲକାତାରେ !
ଭୁବନେଶ୍ୱର: ଇଣ୍ଟରନେଟ୍ରେ ଚହଳ ଖେଳାଇଛି ଏକ ମୋବାଇଲ ଭିଡିଓ । ଭିଡିଓରେ ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ଖୁଣ୍ଟରେ ବାନ୍ଧିପକାଇଛନ୍ତି । ପାଖରେ ଜଗିଥିବା ଲୋକମାନେ ବନ୍ଧୁକ ଓ ଟାଙ୍ଗିଆ ରଖିଥିଲାବେଳେ ଘଟଣା ପଛର ଅସଲ କାରଣ ଜାଣିବା ପାଇଁ ଭିଡିଓ ଉପରେ ନଜର ପକାନ୍ତୁ...