Latest Odisha News

BREAKING NEWS

Browsing Tag

vivek agnihotri

‘ଦ କଶ୍ମୀର ଫାଇଲ’କୁ ମିଳିଲା ଏଇ ୨ ସଫଳତା, ଖୁସି ଜାହିର କଲେ ବିବେକ

ମୁମ୍ବାଇ:ପୁଣି ଚର୍ଚ୍ଚାକୁ ଆସିଲା ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ’ । ଉକ୍ତ ଫିଲ୍ମକୁ ଲାଗ ଲାଗ ୨ଟି ସଫଳତା ମିଳିଛି । ଦିନକ ପୂର୍ବରୁ ବିବେକ ଅଗ୍ନହୋତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇ କହିଥିଲେ, ‘ଦ କଶ୍ମୀର ଫାଇଲ’ ସ୍ୱିଜରଲାଣ୍ଡ ଅନ୍ତର୍ଜାତୀୟ ଫିଲ୍ମ…

‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମର ନିର୍ଦ୍ଦେଶକଙ୍କୁ ଓ୍ୱାଇ ଶ୍ରେଣୀର ସୁରକ୍ଷା ଦେଲା କେନ୍ଦ୍ର

ନୂଆଦିଲ୍ଲୀ: 'ଦ କଶ୍ମୀର ଫାଇଲ୍ସ' ଫିଲ୍ମକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରାଜନୀତି ଜୋର ଧରିଛି। ଏହି ଫିଲ୍ମରେ କଶ୍ମୀର ପଣ୍ଡିତଙ୍କୁ କିଭଳି ବିତାଡିତ କରାଯାଇଥିଲା ଏବଂ ସେମାନଙ୍କର ଯନ୍ତ୍ରଣାକୁ ଦର୍ଶାଯାଇଛି। 100 କୋଟି ବକ୍ସ ଅଫିସ କଲେକ୍ସନ ଅପେକ୍ଷାରେ ଥିବା ଏହି ଫିଲ୍ମର…

ଦ କଶ୍ମୀର ଫାଇଲ୍ସ ପ୍ରମୋଶନ୍ ନାଟ, ଜବାବ୍ ରଖିଲେ କପିଲ୍ ଶର୍ମା

ମୁମ୍ବାଇ: ରିଲିଜ୍ ନହେଉଣୁ ଖୁବ ଚର୍ଚ୍ଚା ସାଉଣ୍ଟିଛି ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଦ କଶ୍ମୀର୍ ଫାଇଲ୍ସ । ତେବେ ଫିଲ୍ମର କଣ୍ଟେଣ୍ଟ ନୁହେଁ ବରଂ ପ୍ରମୋଶନକୁ ନେଇ ବିବେକଙ୍କ ବୟାନ୍ ଏବେ ଅନେକଙ୍କୁ ତାଜୁବ୍ କରିଛି । ବିବେକଙ୍କ ଟୁଇଟ୍ ଅନୁଯାୟୀ ଦ କଶ୍ମୀର ଫାଇଲ୍ସରେ କୁଆଡେ ବଡ ଷ୍ଟାର୍…

ଦି କଶ୍ମୀର ଫାଇଲ୍ସ ଫିଲ୍ମର ଲାଇନ ପ୍ରଡ୍ୟୁସରଙ୍କ ଆତ୍ମହତ୍ୟା !

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ଲାଇନ ପ୍ରଡ୍ୟୁସର ସରହାନା ଆତ୍ମହତ୍ୟା ଖବର ହସ୍ତଗତ ହୋଇଛି । ବରିଷ୍ଠ ଅଭିନେତା ଅନୁପମ ଖେର ଏହି ଖବର ପାଇ ଆଶ୍ଚର୍ଯ୍ୟଚକିତ ହେବା ସହ ଭାଙ୍ଗି ପଡିଛନ୍ତି । ସେ ସରହାନାଙ୍କ ଫଟୋ, ଭିଡିଓ ଏବଂ ମୃତ୍ୟୁର ମେସେଜ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ବିବେକ…

ପୁଣି ବିବାଦରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା !

ମୁମ୍ବାଇ: ଲକ୍‌-ଡାଉନରେ ସୋନାକ୍ଷୀଙ୍କ ଗୁଡଲକ୍ ବି ଡାଉନ୍ ରହିଛି । ପ୍ରଥମେ ମୁକେଶ ଖାନ୍ନା ଆଉ ଏବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଟୁଇଟ୍ ତାଙ୍କୁ ବିବାଦକୁ ଟାଣିଆଣିଛି । Excuse me @MumbaiPolice , @OfficeofUT what is the procedure to stop people from…