Latest Odisha News

BREAKING NEWS

Browsing Tag

WHO

କୋଭାକ୍ସିନକୁ ମିଳିବ ‘ହୁ’ର ଅନୁମତି! ଆଜି ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ତାଲିକା (EUL) ଅନୁମତି ପ୍ରଦାନ ପ୍ରସଙ୍ଗରେ ମଙ୍ଗଳବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁର ଏକ ବିଶେଷଜ୍ଞ ଦଳ ଏକ ବୈଠକ କରିବେ। ହାଇଦ୍ରାବାଦ ଭିତ୍ତିକ ଟିକା ନିର୍ମାତା ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଦ୍ୱାରା…

୫ ସୁଦ୍ଧା କୋଭାକ୍ସିନ୍ ଅନୁମୋଦନକୁ ନେଇ ଆସିପାରେ ‘ହୁ’ର ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଟିକା ପାଇଁ 'ହୁ' ଅନୁମୋଦନର ସମୟ ସୀମା ବୃଦ୍ଧି ପାଇବାରେ ଲାଗିଛି। ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଏହାର ସ୍ବଦେଶୀ କରୋନା ଟିକା 'କୋଭାକ୍ସିନ୍' ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ବହୁ ପ୍ରତୀକ୍ଷିତ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) କୁ…

‌ଲୋପ ପାଇବନି କରୋନା ଭୂତାଣୁ; ସତର୍କ ରହିବାକୁ ‘ହୁ’ ର ପରାମର୍ଶ

ନୂଆଦିଲ୍ଲୀ: ଲୋପ ପାଇବ ନାହିଁ କରୋନା ଭୂତାଣୁ। ଏ ନେଇ ହୁ ସ୍ବାସ୍ଥ୍ୟ ଜରୁରୀକାଳୀନ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ମାଇକ୍ ରିୟାନ୍ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ୨୦୦୯ରୁ ସ୍ବାଇନ୍‌ ଫ୍ଲୁ ଭୂତାଣୁର ଏବେ ବି ବ୍ୟାପି ଚାଲିଛି। ଅଧିକ ଟିକାକରଣ ସହିତ ରୋଗ…

ଖୁବ୍‌ ଶୀଘ୍ର ସମଗ୍ର ବିଶ୍ୱରେ ପ୍ରାଧାନ୍ୟ ବିସ୍ତାର କରିପାରେ ଡେଲ୍‌ଟା ପ୍ରଜାତି; ‘ହୁ’

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଡେଲଟା ଭାରିଆଣ୍ଟ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଖୁବ୍‌ ଶୀଘ୍ର ଏହା ସମଗ୍ର ବିଶ୍ବରେ ପ୍ରାଧାନ୍ୟ ବିସ୍ତାର କରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ ଚେତାବନୀ ଦେଇଛି। ବଢୁଥିବା ସଂକ୍ରମଣ ହାର ଯୋଗୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ହୁ…

ସେପ୍ଟେମ୍ବର ପର୍ଯ୍ୟନ୍ତ ବୁଷ୍ଟର୍ ଡୋଜ୍ ରୋକିବାକୁ ‘ହୁ’ର ପରାମର୍ଶ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଧନୀ ଦେଶମାନଙ୍କୁ କରୋନା ବିରୋଧରେ ବୁଷ୍ଟର ଟିକାକୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କହିଛି। ଏହା ଗରିବ ଦେଶମାନଙ୍କୁ ଏହାର ଡୋଜ ପାଇବାରେ ସାହାଯ୍ୟ କରିବ। ହୁ ମୁଖ୍ୟ କହିଛନ୍ତି ଯେ, ଶହ ଶହ କୋଟି ଲୋକ ସେମାନଙ୍କର ପ୍ରଥମ ଡୋଜକୁ…

‘ହୁ’ର ଚେତାବନୀ; ତୃତୀୟ ତରଙ୍ଗର ପ୍ରାରମ୍ଭିକ ପର୍ଯ୍ୟାୟରେ ବିଶ୍ୱବାସୀ

ନୂଆଦିଲ୍ଲୀ: କରୋନା ତୃତୀୟ ତରଙ୍ଗକୁ ଲୋକେ ଗମ୍ଭୀରତାର ସହ ନେଉନାହାନ୍ତି। ସାମାଜିକ ମିଳାମିଶା କରୁଛନ୍ତି, ମାସ୍କ ପିନ୍ଧୁନାହାନ୍ତି, କରୋନା ନିୟମାବଳୀର ବ୍ୟାପକ ଉଲ୍ଲଂଘନ ହେଉଥିବା ବେଳେ ଏ ନେଇ ନିକଟରେ କେନ୍ଦ୍ରସରକାର ଚିନ୍ତା ବ୍ୟକ୍ତ କରିଛନ୍ତି। ତେବେ ଏହାରି ଭିତରେ ହୁର ଆଉ ଏକ…

ଡେଲ୍‌ଟା ପ୍ରଜାତିର ଦ୍ରୁତ ସଂକ୍ରମଣ ବିଶ୍ୱର ସ୍ୱାସ୍ଥ୍ୟସେବା ଉପରେ ଅଧିକ ଚାପ ସୃଷ୍ଟି କରିପାରେ; ‘ହୁ’

ନୂଆଦିଲ୍ଲୀ: କରୋନା ଡେଲ୍‌ଟା ପ୍ରଜାତିର ବୃଦ୍ଧି ଆଗକୁ ଭୟାବହ ପରିସ୍ଥିତି ସୃଷ୍ଟି କରିପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ନେଇ ଚେତାବନୀ ଦେଇଛି।' ହୁ' କହିଛି ଯେ କୋଭିଡ-୧୯ର ଡେଲଟା ପ୍ରଜାତିର ଦ୍ରୁତ ସଂକ୍ରମଣ ସମଗ୍ର ବିଶ୍ୱର ସ୍ୱାସ୍ଥ୍ୟସେବା ଉପରେ ଅଧିକ ଚାପ ସୃଷ୍ଟି କରିବାର ସମ୍ଭାବନା…

୧୦୦ଟି ଦେଶକୁ ମାଡିଗଲାଣି ମାରାତ୍ମକ ଡେଲ୍‌ଟା ଭାରିଆଣ୍ଟ!

ନୂଆଦିଲ୍ଲୀ: ବିଶ୍ବର ୧୦୦ ଦେଶକୁ ମାଡିଗଲାଣି ଡେଲ୍‌ଟା ଭାରିଆଣ୍ଟ। ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ। ସେ କହିଛନ୍ତି ଯେ ବିଶ୍ବର ପ୍ରାୟ ୧୦୦ଟି ଦେଶରେ ଚିହ୍ନଟ ହେଲାଣି ମାରାତ୍ମକ ଡେଲ୍‌ଟା ଭାରିଆଣ୍ଟ। ବିଶ୍ବ ଏବେ “ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ” ରହିଛି।…

କରୋନା‌ ଭାରିଏଣ୍ଟର ନାମକରଣ କଲା ଡବ୍ଲ୍ୟୁଏଚଓ, କ’ଣ ରହିଛି ଭାରତରେ ଚିହ୍ନଟ ଭାରିଏଣ୍ଟ ନାମ…

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ମିଳିଥିବା କରୋନା ଭାଇରସ B1.617.2 ଭାରିଏଣ୍ଟର ନାମକରଣ କରିଛି। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, B.1.617.2 'ଡେଲଟା' ଭାବରେ ନାମିତ ହୋଇଛି। ଭାରତରେ ଚିହ୍ନଟ ଅନ୍ୟ ଏକ ଭାରିଏଣ୍ଟ B.1.617.1 ର ନାମ 'କାପ୍ପା'। ଅକ୍ଟୋବର 2020 ରେ ପ୍ରଥମଥର…

ଭାରତରେ କରୋନା ସ୍ଥିତି ଚିନ୍ତାଜନକ: ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ନଜର ଆସୁଛି। ଏପରିକି କ୍ରମାଗତ ଭାବେ ଦେଶରେ ତିନି ଲକ୍ଷରୁ ଅଧିକ ନୂଆ ପଜିଟିଭ ଚିହ୍ନଟ ହେଉଛନ୍ତି। ପରିସ୍ଥିତି ଏତେ ଖରାପ ହେଉଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ପ୍ରକଟ କରିଛି। ଗଣମାଧ୍ୟମକୁ ସୂଚନା ଦେଇ…